• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pmo

chenab Rail Bridge
World's Tallest Railway Bridge in Jammu Kashmir: ୧୯ରେ ଉଦଘାଟନ ହେବ ଚେନାବ ବ୍ରିଜ: ଖର୍ଚ୍ଚ ହୋଇଛି ୧୪୮୬କୋଟି

୧.୩ କିଲୋମିଟର ଲମ୍ବା ସେତୁ ଚେନାବ ନଦୀ ଉପରେ ୩୫୯ ମିଟର ଉଚ୍ଚରେ ନିର୍ମିତ ହୋଇଛି । USBRL ପ୍ରକଳ୍ପ ଅଧୀନରେ ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ରେଲୱେ ବ୍ରିଜ୍ ନିର୍ମାଣ କରାଯାଇଛି। ଏଥିପାଇଁ ୧୪୮୬କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୦ ହଜାର ମେଟ୍ରିକ ଟନ ଇସ୍ପାତ ବ୍ୟବହାର କରାଯାଇଛି।

IFS ନିଧି ମୋଦିଙ୍କ ବ୍ୟକ୍ତିଗତ ସଚିବ
Nidhi Tiwari: PM ମୋଦିଙ୍କର ବ୍ୟକ୍ତିଗତ ସଚିବ ହେଲେ IFS ଅଧିକାରୀ ନିଧି ତିୱାରୀ

IFS ଅଧିକାରୀ ନିଧି ତିୱାରୀ ୨୦୨୨ରୁ ପିଏମଓରେ ଡେପୁଟି ସେକ୍ରେଟାରୀ ରହିଥିଲେ । ଏବେ ତାଙ୍କୁ ମିଳିଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ସେ ପ୍ରଧାନମନ୍ତ୍ରୀଙ୍କର ପ୍ରଶାସନିକ ଓ ରାଜନୈତିକ କାର୍ଯ୍ୟରେ ସହଯୋଗ କରିବେ ।

PMO
Mauritius’ highest honour: ମୋଦିଙ୍କୁ ମିଳିବ ମରିସସର ସର୍ବୋଚ୍ଚ ସମ୍ମାନ

ଆସନ୍ତାକାଲି ମରିସସ୍ ଜାତୀୟ ଦିବସରେ ମୋଦି ଦ୍ୱିତୀୟ ଥର ପାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହା ପୂର୍ବରୁ ଗତକାଲି ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯେଉଁମାନେ ମହାକୁମ୍ଭଙ୍କୁ ଯାଇ ପାରିନାହାନ୍ତି, ସେମାନଙ୍କ ପାଇଁ ସଙ୍ଗମ ଜଳ ଆଣିଛି ।

PMO
Prime Minister Narendra Modi: ଭୁବନେଶ୍ୱରରେ ପହଞ୍ଚିଲେ ମୋଦି: ଉଦଘାଟନ କରିବେ ଉତ୍କର୍ଷ ଓଡିଶା କନକ୍ଲେଭ

ଆଜିଠୁ ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହେଉଛି ଦୁଇଦିନିଆ ଶିଳ୍ପ ମହାକୁମ୍ଭ ତଥା ଉତ୍କର୍ଷ ଓଡିଶା କନକ୍ଲେଭ୍। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଏ ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

PM Modi
Utkarsh Odisha 2025: ଆଜିଠୁ ଉତ୍କର୍ଷ ଓଡିଶା କନକ୍ଲେଭ୍; ଉଦଘାଟନ କରିବେ ମୋଦି

ଆଜି ପୂର୍ବାହ୍ନ ୧୦ଟା ୩୫ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି। ସେଠାରୁ ୧୦ଟା ୫୫ମିନିଟରେ ସିଧାସଳଖ ଜନତା ମଇଦାନରେ ସେ ପହଞ୍ଚିବେ।

Utkarsh Odisha
Utkarsh Odisha 2025: କାଲିଠୁ ଆରମ୍ଭ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌; ମିଳିପାରେ ୩ କୋଟିର ନିଯୁକ୍ତି

କାଲି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦଘାଟନ ହେବ। ଦୁଇ ଦିନ ଭିତରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ।

Republic Day
Republic Day 2025: ବିଶ୍ୱ ଦେଖିଲା ଭାରତର ପରାକ୍ରମ, ପରଖିଲା ସେନାର ଶୌର୍ଯ୍ୟ

ଆକାଶମାର୍ଗରେ MI-17 ହେଲିକପ୍ଟର୍‌ରୁ ଦର୍ଶକଙ୍କ ଉପରେ ହୋଇଥିଲା ପୁଷ୍ପ ବର୍ଷା। ଏପରି ଭାବରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ପାଳନ ହୋଇଯାଇଛି ୭୬ତମ ସାଧାରଣତନ୍ତ୍ର ଦିବସ।

Republic day
Republic Day 2025: ଆଜି ୭୬ତମ ସାଧାରଣତନ୍ତ୍ର ଦିବସ, ବିଶ୍ୱ ଦେଖିବ ଭାରତର ପରାକ୍ରମ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ସେନାର ମିଳିତ ପରେଡ୍ ଅଭିବାଦନ ଗ୍ରହଣ କରିବେ। ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାନ୍ୟଗଣ୍ୟ ଅତିଥି।

 Joshimath crisis
ଯୋଶୀମଠ ପାଇଁ ପିଏମ୍ଓର ସମୀକ୍ଷା : ଯୋଗଦେବେ କେନ୍ଦ୍ର କ୍ୟାବିନେଟ ସେକ୍ରେଟାରୀ, ବରିଷ୍ଠ ଅଧିକାରୀ, NDMA

କିଛି ଦିନ ହେଲା ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ସହର ଯୋଶୀମଠ ଦବିବାରେ ଲାଗିଛି

horse virat retired
ଅବସର ନେଲା ବିରାଟ, ସାବାସି ଜଣାଇଲେ ମୋଦି

ପ୍ରଧାନମନ୍ତ୍ରୀ ମୋଦି ତା ମୁଣ୍ଡରେ ହାତ ମାରି ସାବାସି ଦେଇଥିଲେ

Narendra Modi
“କ୍ରିପଟୋ କରେନ୍ସି ଭୁଲ୍ ହାତରେ ପଡ଼ିଲେ ଏହା ଯୁବ ପିଢ଼ୀକୁ ଧ୍ୱଂସ କରିଦେବ”

ପ୍ରକୃତରେ ଏହା ହେଉଛି ଏକ ଡିଜିଟାଲ୍ କରେନ୍ସି ବା ମୁଦ୍ରା। କିନ୍ତୁ ଏହାର କୌଣସି କାଗଜ ନୋଟ୍ କିମ୍ବା ଧାତବ କଏନ୍ ନାହିଁ । ଏହାର ପ୍ରଚଳନ କେବଳ ଇଣ୍ଟରନେଟ୍ ଦୁନିଆରେ ହୋଇଥାଏ।

PM Modi mementos
ଶେଷ ହେଲା ମୋଦିଙ୍କ ଉପହାରର ନିଲାମ, ଜାଣନ୍ତୁ କାହାର ମୂଲ୍ୟ ସବୁଠୁ ଅଧିକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ସଦୃଶରେ ମିଳିଥିବା ବିଭିନ୍ନ ସାମଗ୍ରୀର ନିଲାମ ଶେଷ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଅଲିମ୍ପିକ୍ସ ବିଜୟୀ ଦେଇଥିବା ଉପହାରର ନିଲାମ ମଧ୍ୟ ଶେଷ ହୋଇଛି । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭଲିନ୍ ସବୁଠାରୁ ଅଧିକ ଅର୍ଥାତ୍‌ ଦେଢ କୋଟି ଟଙ୍କାରେ ନିଲାମ ହୋଇଛି।