ପୋଲିସ ଭ୍ୟାନ୍ ଭିତରେ ମହିଳାଙ୍କୁ ଦୁଷ୍କର୍ମ । ଜଣେ ମହିଳା କଏଦୀଙ୍କୁ ଚିକିତ୍ସା ପାଇଁ ନିଆଯିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି ।
ହିଂସାକାଣ୍ଡ ସତ୍ତ୍ୱେ ଲୋକେ ଭୋଟ ଦେବାକୁ ଆସୁଛନ୍ତି । ଦିନ ୧୨ଟା ସୁଦ୍ଧା ପଶ୍ଚିମବଙ୍ଗରେ ୩୩.୫୬ ପ୍ରତିଶତ ଭୋଟ ପଡ଼ିସାରିଛି । ସେହିଭଳି ମଣିପୁରରେ ୨୭.୭୪ ପ୍ରତିଶତ ଭୋଟ ଗ୍ରହଣ ସରିଛି ।
ବିବାହକୁ କିଛି ଲୋକ ଭିନ୍ନ ଢଙ୍ଗରେ ଆୟୋଜନ କରିବାକୁ ଚେଷ୍ଟା କରନ୍ତି । ସେମିତି ଏକ ଘଟଣା ଘଟିଛି ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି ।
ଆଜି ପଶ୍ଚିମ ବଙ୍ଗର ୩ଟି ଆସନରେ ଭୋଟ ଗ୍ରହଣ ଚାଲିଛି । ଭୋଟ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୪,୩୪୦ ଟଙ୍କା ହୋଇଛି।
ପ୍ରଧାନ ଶିକ୍ଷୟତ୍ରୀଙ୍କ ଅଜବ କାରନାମା । ସ୍କୁଲରେ କଲେ ‘ଫେସିଆଲ୍’ ! ଭିଡ଼ିଓ କରିବାରୁ ସହକର୍ମୀଙ୍କୁ ମାରିଲେ ମାଡ଼ । ସହକର୍ମୀଙ୍କୁ ମାଡ଼ ମାରି କଲେ ରକ୍ତାକ୍ତ ।
ଦୀର୍ଘ ସମୟ ଧରି ଅମାନତୁଲାଙ୍କୁ ଇଡି କାର୍ଯ୍ୟାଳୟରୁ ନବାହାରିବା ଦେଖି ତାଙ୍କୁ ଗିରଫ କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ଆପ୍ ବିଧାୟକ ଓ ମନ୍ତ୍ରୀ।
ମଧ୍ୟପ୍ରାଚ୍ୟରେ ଘନେଇଲା ଇରାନ-ଇସ୍ରାଏଲ ଯୁଦ୍ଧ । ଇରାନ ଉପରେ ମିଜାଇଲ ମାଡ଼ କଲା ଇସ୍ରାଏଲ୍ । ଇସ୍ଫାହନ ସିଟିରେ ଥିବା ବିମାନବନ୍ଦରକୁ ଟାର୍ଗେଟ୍ ।
ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୯ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ।
୬ ଥର ଗ୍ୟାଲେଣ୍ଟ୍ରି ପଦକ ଜିତିଥିବା ଇନ୍ସପେକ୍ଟର ଲକ୍ଷ୍ମଣ କେୱଟ, କାଙ୍କେରରେ ମାଓବାଦୀଙ୍କ ବିରୁଦ୍ଧରେ ହୋଇଥିବା ବଡ଼ ଅପରେସନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ରାତି ପାହିଲେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବ ସାରା ଦେଶ । ଭୋଟିଂ ପୂର୍ବରୁ ପ୍ରସ୍ତୁତି ଜୋର, ସୁରକ୍ଷା ବ୍ୟବସ୍ଥା ବ୍ୟାପକ ଓ କଡାକଡି । ଅରୁଣାଚଳ ପ୍ରଦେଶରେ ପୋଲିଂ ଟିମ୍ ପାହାଡ ଚଢି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଛନ୍ତି ।
ଅପମାନରୁ ଶିଖେଲେ, ଲଢ଼ିଲେ ଆଉ ସଫଳ ହେଲେ । ଏ ଘଟଣା ଆପଣଙ୍କୁ କାହାଣୀ ଭଳି ଲାଗିପାରେ, ଫିଲ୍ମ ସ୍କ୍ରିଫ୍ଟ ଭଳି ଏସବୁକୁ ଭାବି ପାରନ୍ତି । କିନ୍ତୁ ଯାହା ଘଟିଛି ସେ ସବୁ ବିଲକୁଲ୍ ସତ ।
ବନ୍ଦୀ ଥିବା ଅବଶିଷ୍ଟ ୧୬ ଜଣଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ଇରାନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।
ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରୁ ସରକାର ଚଳାଇବାକୁ ଅନୁମତି ଦେବାକୁ ଦାବି କରାଯାଇଛି ।
ରଣବୀର ସିଂହଙ୍କର ଏକ ଡିପଫେକ୍ ଭିଡିଓ ଭାଇରାଲ ହେଉଛି । ଆମୀର ଖାନଙ୍କ ପରେ ରଣବୀର ସିଂଙ୍କର ଏକ ରାଜନୈତିକ ଦଳକୁ ସମର୍ଥନ କରିବାର ଭିଡିଓ ଭାଇରାଲ ହୋଇଛି ।
ଜେଲରେ ଥିବା ନିଜର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରଙ୍କ ପରାମର୍ଶ ଚାହୁଁଥିବା ଦାବି କରି ଗୋଟିଏ ଆବେଦନ କୋର୍ଟରେ କରିଛନ୍ତି। ଏହାର ଶୁଶାଣି କୋର୍ଟ କରୁଥିବା ବେଳେ ଇଡି ଏପରି ଦାବି କରିଛି।
ରାଜ କୁନ୍ଦ୍ରାଙ୍କ ସହ ଶିଳ୍ପା ସେଟ୍ଟୀଙ୍କ ନାଁ ମଧ୍ୟ କିଛି ସ୍ଥାନରେ ଉଠୁଛି ।
IAS Salary: IAS ବା ଭାରତୀୟ ପ୍ରସାଶନିକ ସେବା । ଆପଣ ଜାଣିଛନ୍ତି କି ଏଥିରେ ଯୋଗଦେବା ପରେ କେତେ ଟଙ୍କା ଦରମା ମିଳିଥାଏ ଅଧିକାରୀ ମାନଙ୍କୁ...ତେବେ ଜାଣନ୍ତୁ...
ତିନି ଜଣ ବ୍ୟକ୍ତିଙ୍କୁ ରାସ୍ତାରେ ଅଟକାଇ କିଛି ଲୋକ ତାଙ୍କୁ ମାଡ଼ ମାରିଥିଲେ । ଆଉ ମାଡ଼ ମାରିବାର ମୁଖ୍ୟ କାରଣ ଥିଲା, ସେମାନେ ଜୟ ଶ୍ରୀରାମ ନାରା ଦେଉଥିଲେ ।
ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍। ଆଜିଠୁ ବୁଥ୍ ଅଭିମୁଖେ ଯିବେ ପୁଲିଂ ପାର୍ଟି। ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ଭୋଟିଂ ହେବ।
ବାସନ୍ତୀ ଦୁର୍ଗାପୂଜା ବୈଦିକ ଏବଂ ବହୁ ପୁରାତନ। ଏହା ହିଁ ଆଦ୍ୟଶକ୍ତିର ବାସ୍ତବ ପୂଜାଦିବସ। ‘ଦୁର୍ଗା, ମଧ୍ୟ ସମର ବା ସାମରିକ ଦେବୀ ରୂପେ ପୂଜିତା। ଭାରତୀୟ ପରମ୍ପରା ସମରାଭ୍ୟାସ ବା ସମର ଗମନ ପୂର୍ବରୁ ତାଙ୍କୁ ପୂଜନ କରାଯାଇ ଆସୁଛି।
UPSC Success Stories: ଏମିତି ଏକ ସଂଘର୍ଷ କାହାଣୀ ଯାହା ଶୁଣିଲେ ଆପଣଙ୍କ ଆଖି ବି ଝଳଝଳ ହୋଇଯିବ । ଦିନେ କନଷ୍ଟେବଳ ଭାବରେ କାମ କରୁଥିଲେ ଆଜି UPSC ରାଙ୍କ ନଂ ୭୮୦ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍ । ଆଜିଠୁ ବୁଥ୍ ଅଭିମୁଖେ ଯିବେ ପୋଲିଂପାର୍ଟି । ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ଭୋଟିଂ ହେବ ।
ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିମାନ ସେବା। ମଧ୍ୟପ୍ରାଚ୍ୟର ସବୁଠୁ ବଡ଼ ଓ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଠପ୍ ହୋଇଯାଇଛି ସେବା।