ମିଥୁନ ଚକ୍ରବର୍ତ୍ତୀଙ୍କୁ BMC ପକ୍ଷରୁ ଏକ ନୋଟିସ୍ ମିଳିଛି। ତାଙ୍କ ବିରୁଦ୍ଧରେ ବିନା ଅନୁମତିରେ କିଛି ନିର୍ମାଣ କରିଥିବା ଅଭିଯୋଗ ହୋଇଛି।
ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ମିଳିଛି । ସଲମାନଙ୍କ କାରରେ ବୋମା ଲଗାଇ ଉଡ଼ାଇ ଦେବାକୁ ମିଳିଛି ଧମକ। ମହାରାଷ୍ଟ୍ର ପରିବହନ ବିଭାଗର WhatsAppରେ ଆସିଛି ମେସେଜ୍।
Salman Khan: ସଲମାନଙ୍କ କାରରେ ବୋମା ଲଗାଇ ଉଡ଼ାଇ ଦେବାକୁ ମିଳିଛି ଧମକ। ମହାରାଷ୍ଟ୍ର ପରିବହନ ବିଭାଗର ୱାଟସଆପରେ ଆସିଛି ମେସେଜ୍। ୱାଟସଆପରେ ମେସେଜ୍ ଲେଖି ଧମକ ଦେଇଛି ଦୁର୍ବୃତ୍ତ। ଏହାପରେ ଭାଇଜାନଙ୍କ ସୁରକ୍ଷା ବଢ଼ାଇ ଦେଇଛନ୍ତି ସରକାର। ପୂର୍ବରୁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ସଲମାନଙ୍କ ଉପରକୁ ଆକ୍ରମଣ ଉଦ୍ୟମ କରିଥିଲେ।
ଭାରତୀୟ ପରମ୍ପରାରେ ଶାଢି ଏକ ଚିରସବୁଜ ଫ୍ୟାଶନ୍। ସେ ବିବାହିତ ମହିଳା ହୁଅନ୍ତୁ କି ବାଡୁଅ, ସମସ୍ତେ ଏହାକୁ ପିନ୍ଧିବାକୁ ପସନ୍ଦ କରନ୍ତି। ଏଥର ଆମେ ଆପଣଙ୍କ ପାଇଁ କିଛି ସେଲିବ୍ରେଟୀଙ୍କ ଡିଜାଇନ୍ ଆଣିଛୁ, ଯେଉଁଥିରେ ଆପଣ ଶାଢି ସହିତ ମ୍ୟାଚିଂ ବ୍ଲାଉଜ୍ର ଝଲକ ପାଇବେ।
ମନୋଜ କୁମାର ସିନା ଏ ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଅଗଣିତ ସ୍ମୃତି ରହିଯାଇଛି। ପ୍ରଶଂସକମାନେ ତାଙ୍କୁ ବହୁତ ଭଲ ପାଆନ୍ତି। ତେବେ ବହୁତ କମ୍ ଲୋକ ପତ୍ନୀ ଶଶି ଗୋସ୍ୱାମୀଙ୍କ ସହିତ ତାଙ୍କ ପ୍ରେମ କାହାଣୀ ବିଷୟରେ ଜାଣିଛନ୍ତି। ଆସନ୍ତୁ ଜାଣିବା…
ଭେଟେରାନ ବଲିଉଡ୍ ଅଭିନେତା ମନୋଜ କୁମାରଙ୍କ ପରଲୋକ । ୮୭ ବର୍ଷ ବୟସରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ସେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଥିଲେ ।
ବଲିଉଡ ତାରକାମାନେ ପ୍ରତିଦିନ କିଛି ନ କିଛି ଇଭେଣ୍ଟରେ ନଜର ଆସିଥାନ୍ତି। ମଙ୍ଗଳବାର ବି-ଟାଉନ୍ର ଅନେକ ସୁନ୍ଦରୀ ଏକ ଇଭେଣ୍ଟରେ ନଜର ଆସିଥିଲେ। ସମସ୍ତେ ପାପାରାଜିଙ୍କ ନଜରରେ ପଡିଥିଲେ। ସେମାନଙ୍କ ଗ୍ଲାମରସ୍ ଲୁକ୍ ଏବେ ଭାଇରାଲ୍ ହେଉଛି। ଦେଖନ୍ତୁ କିଏ କେଉଁ ଲୁକରେ ନଜର ଆସିଛନ୍ତି।
ଦିଶା ପାଟନୀ ନିଜର ଗ୍ଲାମରସ୍ ଅବତାର ପାଇଁ ଜଣାଶୁଣା। ଯେତେବେଳେ ବି ସେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରନ୍ତି, ପ୍ରଶଂସକଙ୍କ ନଜର ତାଙ୍କ ଉପରେ ରହିଯାଏ। ନିକଟରେ ଦିଶା ଇନଷ୍ଟାଗ୍ରାମରେ ତାଙ୍କର ଗ୍ଲାମରସ୍ ଲୁକ୍ର ଫଟୋ ଶେୟାର କରିଛନ୍ତି। ନଜର ପକାନ୍ତୁ…
ବଲିଉଡ୍ର ରୋମାଣ୍ଟିକ ହିରୋ ଭାବେ ଜଣାଶୁଣା ଏହି ଅଭିନେତାଙ୍କୁ ଆଜି କୌଣସି ପରିଚୟ ଲୋଡା ନାହିଁ । ସେ ବ୍ୟାକ୍ ଟୁ ବ୍ୟାକ୍ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଫ୍ୟାନ୍ସଙ୍କୁ । ପିଲାଠୁ ଯୁବକ ସଭିଏଁ ତାଙ୍କର ଫ୍ୟାନ୍ସ । ହେଲେ ଦିନ ଥିଲା ଏହି ଅଭିନେତାଙ୍କ ହାତରେ ଗୋଟିଏ ବି ଫିଲ୍ମ ନଥିଲା । ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେବା ସହ ସେ ଡିପ୍ରେସନକୁ ଚାଲିଯାଇଥିଲେ...
ପାନ ମସଲା ବିଜ୍ଞାପନ ଯୋଗୁଁ ଆଇନଗତ ସମସ୍ୟା ଜାଲରେ ଫସିଛନ୍ତି ବଲିଉଡର ତିନିଜଣ ଲୋକପ୍ରିୟ ଅଭିନେତା। ପାନ ମସଲାର ଏକ ବିଜ୍ଞାପନରେ ଭ୍ରମ ସୃଷ୍ଟି କରୁଥିବା ନେଇ ଶାହରୁଖ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ବିରୋଧରେ ଜୟପୁରର ଜିଲ୍ଲା ଉପଭୋକ୍ତା କମିଶନ ନୋଟିସ୍ ଜାରି କରିଛନ୍ତି।
ଉଭୟ ଶାହରୁଖ ଖାନ ଏବଂ ଗୌରୀ ଖାନ ‘ମନ୍ନତ’କୁ ଭାରତର ସବୁଠାରୁ ଲୋକପ୍ରିୟ ଗୃହରେ ପରିଣତ କରିଛନ୍ତି। କିନ୍ତୁ, ଅନେକ ଲୋକ ହୁଏତ ଜାଣି ନ ଥିବେ ଯେ ଶାହରୁଖ ଖାନଙ୍କ ଏହି ପ୍ରିୟ ଘରକୁ ପୂର୍ବରୁ ସଲମାନ ଖାନଙ୍କୁ ଅଫର୍ କରାଯାଇଥିଲା।
ଅରୁଣୋଦୟ ପାଳିଥିବା କୁକୁରମାନେ ପ୍ରାୟତଃ ପରସ୍ପର ସହିତ ଲଢେଇ କରିବା ସହିତ ଭୁକୁଥିଲେ । ଫଳରେ ଅରୁଣୋଦୟଙ୍କ ପୂର୍ବତନ ପତ୍ନୀ ଲି ଏଲଟନ ଏହି କୁକୁରଙ୍କ ଶବ୍ଦରେ ବିରକ୍ତ ହୋଇଯାଇଥିଲେ । ତେଣୁ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା।
ଅଭିନେତା ଗୋବିନ୍ଦା ଏବଂ ପତ୍ନୀ ସୁନୀତା ଆହୁଜାଙ୍କ ଛାଡପତ୍ର ଚର୍ଚ୍ଚା । କାହିଁକି ଗୋବିନ୍ଦାଙ୍କଠାରୁ ଅଲଗା ରହୁଛନ୍ତି ସୁନୀତା, ଏହା ପଛର ଅସଲ କାରଣ କହିଲେ ପତ୍ନୀ ।
ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରୁଥିଲେ । ସେ ହେଉଛନ୍ତି ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି ।
ଆଜି ହେଉଛି ‘ବିଶ୍ୱ କର୍କଟ ଦିବସ’। ଏହି ଅବସରରେ, ଆମେ ସେହି ବଲିଉଡ୍ ସେଲିବ୍ରିଟିମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ଏହି ମାରାତ୍ମକ ରୋଗ ସହିତ ଲଢିଛନ୍ତି ଆଉ ଜିତିଛନ୍ତି। ଏହି ତାରାମାନେ କ୍ରମାଗତ ଭାବରେ ଲୋକଙ୍କୁ ଏ ବିଷୟରେ ସଚେତନ କରାନ୍ତି।
ଧନୀ ବ୍ୟକ୍ତିଙ୍କ ଘରୁ ଲୁଟ୍ କରି ବାଂଲାଦେଶ ଚାଲିଯିବା ପାଇଁ ପ୍ଲାନ କରିଥିଲା ଅଭିଯୁକ୍ତ ।
ପୋଲିସର ସୂଚନାନୁସାରେ, ସୈଫ୍ ଅଲି ଖାନଙ୍କ ଆକ୍ରମଣକାରୀ ବାଂଲାଦେଶୀ ନାଗରିକ ସରିଫୁଲ ଇସ୍ଲାମ୍ ସାତ ମାସ ପୂର୍ବରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲା। ତେବେ ସେ କିପରି ଭାରତ ଆସିଲା ଆସନ୍ତୁ ଜାଣିବା।
ଅଭିଯୁକ୍ତର କୌଣସି ଅପରାଧିକ ଇତିହାସ ନାହିଁ। ପୋଲିସ ମହମ୍ମଦ ଶରିଫୁଲ ଇସଲାମ ଶାହଜାଦଙ୍କ ବିଷୟରେ ଅଧିକ ସୂଚନା ସଂଗ୍ରହ କରୁଛି । ଯଦି ସେ ଜଣେ ବାଂଲାଦେଶୀ ନାଗରିକ, ତେବେ ସେ କିପରି ବେଆଇନ ଭାବରେ ଭାରତରେ ପ୍ରବେଶ କଲା ସେନେଇ ତଦନ୍ତ ଚଳାଇଛି ପୋଲିସ।
୪୦ ଘଣ୍ଟା ପରେ ବି ଖୋଲୁନି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ର ରହସ୍ୟ । ସ୍ପାଇନ ସର୍ଜରୀ ପରେ ସେ ବିପଦମୁକ୍ତ ଥିଲେ ବି, ସପ୍ତାହେ ଯାଏଁ ତାଙ୍କୁ ଚଲାବୁଲା ମନା । ତେବେ ଡାକ୍ତରଙ୍କ କହିବା କଥା, ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସୈଫ୍। ଛୁରି ଆଉ ମାତ୍ରେ ସୂତାଏ ଭିତରକୁ ପଶିଥିଲେ ସ୍ପାଇନାଲ୍ କର୍ଡରେ ବାଜିଥାନ୍ତା ।
ଆଉ ତିନି ଦିନ ହସ୍ପିଟାଲରେ ରହିବା ପରେ ସୈଫ୍ ଡିସ୍ଚାର୍ଜ ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ଚଲାବୁଲା ଉପରେ ସପ୍ତାହେ ପାଇଁ କଟକଣା ରହିଥିବା ସୈଫ୍ଙ୍କ ଅପରେସନ କରିଥିବା ଡାକ୍ତର ସୂଚନା ଦେଇଛନ୍ତି ।
ସେଲିବ୍ରିଟିଙ୍କୁ ସଫ୍ଟ ଟାର୍ଗେଟ୍ ! ପଟ୍ଟୌଦୀ ନବାବଙ୍କୁ ମରଣାନ୍ତକ ଆକ୍ରମଣ । ଘରେ ପଶି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ । ୬ ଥର ଭୁଶିଲା ଦୁର୍ବୃତ୍ତ । ଆରାମରେ ଆପାର୍ଟମେଣ୍ଟରୁ ଚମ୍ପଟ ମାରିଲା। CCTVରୁ ସାମନାକୁ ଆସିଲା ଅଭିଯୁକ୍ତର ଫଟୋ।
ସେଲିବ୍ରିଟିଙ୍କୁ ସଫ୍ଟ ଟାର୍ଗେଟ୍ ! ପଟ୍ଟୌଦୀ ନବାବଙ୍କୁ ମରଣାନ୍ତକ ଆକ୍ରମଣ । ଘରେ ପଶି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ । ୬ ଥର ଭୁଶିଲା ଦୁର୍ବୃତ୍ତ । ଆରାମରେ ଆପାର୍ଟମେଣ୍ଟରୁ ଚମ୍ପଟ ମାରିଲା। CCTVରୁ ସାମନାକୁ ଆସିଲା ଅଭିଯୁକ୍ତର ଫଟୋ।
ବିଷ୍ଣୋୟୀ ଗ୍ୟାଙ୍ଗର ଟାର୍ଗେଟରେ ପ୍ରଥମେ ଥିଲେ ଅଭିନେତା ସଲମାନ୍ । ତାଙ୍କୁ ହତ୍ୟା କରିବା ପାଇଁ ଏହି ଗ୍ୟାଙ୍ଗ୍ ଫେଲ୍ ମାରିବା ପରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ସଲମାନ କଡା ସୁରକ୍ଷା ବଳୟରେ ରହୁଥିବାରୁ ସଫଳ ହୋଇପାରିନଥିଲା ଏହି ଗ୍ୟାଙ୍ଗ ।
ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜ ସୌନ୍ଦର୍ଯ୍ୟ ଏବଂ ଗ୍ଲାମରସ୍ ଲୁକ୍ରେ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ ରୁହନ୍ତି। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜର ନୂଆ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ସମସ୍ତ ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କ ଘାତକ ଅବତାର ଇଣ୍ଟରନେଟରେ ଆସିବା ମାତ୍ରେ ଟ୍ରେଣ୍ଡ୍ କରିବା ଆରମ୍ଭ କରେ।
ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀ ତଥା ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ‘ଦି ଆର୍ଚିଜ୍’ ତାରକା ପ୍ରାୟତଃ ନିଜ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କୁ ନିଜ ବିଷୟରେ ଅପଡେଟ୍ ପ୍ରଦାନ କରିଥା’ନ୍ତି।