• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Police Officer

Police Siren
ସାଇରନକୁ ଅବିକଳ ନକଲ କଲା ପକ୍ଷୀ, ଯାନ୍ତ୍ରିକ ତ୍ରୁଟି ଭାବିଲା ପୋଲିସ

ପୋଲିସ ସାଇରନର ମିମିକ୍ରି କଲା ପକ୍ଷୀ । ଅବିକଳ ସାଇରନ ପରି ଶବ୍ଦ ବାହାର କଲା, ଫଳରେ ଅସୁବିଧାରେ ପଡ଼ିଲା ବ୍ରିଟେନ ପୋଲିସ । ଅନୁକରଣ ଏତେ ସଠିକ୍ ଥିଲା ଯେ ଏହା ଥେମସ୍ ଭ୍ୟାଲି ପୋଲିସ ଅଧିକାରୀମାନଙ୍କୁ ସତ ବୋଲି ଭାବିବାକୁ ବାଧ୍ୟ କଲା ।

Police officer unique mantra to spread helmet awareness
ମନ୍ତ୍ର ପଢି ପିନ୍ଧେଇ ଦେଲେ ହେଲମେଟ୍; ହାତ ଯୋଡି ଦେଲେ ଏମିତି ଧମକ

ଦି’ଚକିଆ ଯାନ ଚାଳକଙ୍କ ପାଇଁ ହେଲ୍‌ମେଟ୍ ବାଧ୍ୟତାମୂଳକ ହୋଇଥିଲେ ବି ଅନେକ ଏହାକୁ ମାନୁ ନଥିବା ଦେଖାଯାଏ। ଜଣେ ଏମିତି ଅମାନିଆକୁ ପୋଲିସ ଧରି ନିଆରା ମନ୍ତ୍ର ପଢି ତାଙ୍କୁ ହେଲ୍‌ମେଟ୍ ପିନ୍ଧେଇଦେବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ହେଉଛି ଭାଇରାଲ୍। ଦେଖନ୍ତୁ…

scared of injection
ଇଂଜେକସନ୍‌ ଦେଖି ଭୋ ଭୋ କାନ୍ଦିଲେ ପୋଲିସ ବାବୁ, ଭାଇରାଲ ହେଲା ଭିଡ଼ିଓ...

ଇଂଜେକସନ୍‌ ନେବାକୁ ମେଡ଼ିକାଲରେ ପହଞ୍ଚିଲେ ପୋଲିସ ବାବୁ। ଡାକ୍ତର ଇଂଜେକସନ୍‌ ନେଇ ଆସିଲା ବେଳକୁ ଭୋ ଭୋ ହୋଇ କାନ୍ଦିଲେ ପୋଲିସ ବାବୁ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ