• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୩ ତାରିଖ ଶନିବାର । ଚନ୍ଦ୍ର- ବୃଷ ଦିବା ୧୨.୪୫ ଗତେ ମିଥୁନ । ତିଥି- ୫ମୀ ଦିବା ୧୨.୦୪ ଗତେ ୬ଷ୍ଠୀ,ଘାତଚନ୍ଦ୍ର- ବିଛା ରାଶିର, ଦିବା ୧୨.୪୫ ଗତେ କନ୍ୟା,ଘାତବାର- ବୃଷ,ସିଂହ ଓ କନ୍ୟା,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ:

ଦିବା- ୧୦.୧୩ ରୁ ୦୧.୦୧

ରାତ୍ରି- ୦୮.୧୯ ରୁ ୧୦.୩୭

ରାତ୍ରି-୧୨.୦୯ ରୁ ୦୧.୪୨

ରାତ୍ରି-୦୨.୨୮ ରୁ ୦୪.୦୦

ଅଶୁଭ ସମୟ:

ରାହୁକାଳ - ଦିବା ୦୮.୪୦ ରୁ ୧୦.୧୩

କାଳବେଳା-ପ୍ରାତଃ ୦୫.୩୩ ରୁ ୦୭.୦୭ ଓ ଦିବା ୦୪.୨୭ ରୁ ୦୬.୦୦

ବାରବେଳା- ଦିବା ୦୧.୨୦ ରୁ ୦୨.୫୩

କାଳରାତ୍ରି- ସନ୍ଧ୍ୟା ୦୬.୦୦ ରୁ ୦୭.୨୭ ଓ ରାତ୍ରି ୦୪.୦୬ ରୁ ୦୫.୩୩