• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Aparajita Bill
ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ‘ଅପରାଜିତା’ ବିଲ୍‌, ଦୁଷ୍କର୍ମକାରୀଙ୍କୁ ମିଳିବ କଡ଼ାଦଣ୍ଡ

ପଶ୍ଚିମବଙ୍ଗ ବିଧାନସଭାରେ ଏହି ବିଲ୍ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲ୍‌କୁ ଐତିହାସିକ ବୋଲି କହିଛନ୍ତି ।

Murder case
ଗୋଚାଲାଣକାରୀ ସନ୍ଦେହରେ ଦ୍ୱାଦଶ ଶ୍ରେଣୀର ଛାତ୍ରକୁ ଗୁଳି ମାରିଦେଲେ

ଅଗଷ୍ଟ ୨୩ ତାରିଖରେ ହୋଇଥିବା ଆକ୍ରମଣ ପାଇଁ ଗୋରକ୍ଷକ ସଂଗଠନର ୫ଜଣ ସଦସ୍ୟ ଗିରଫ । ଭୁଲବଶତଃ ମୃତ ଛାତ୍ରକୁ ଗୋଚାଲାଣକାରୀ ସନ୍ଦେହ କରିଥିଲେ ଗୋରକ୍ଷକ ।

Encounter
ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ମାଓବାଦୀ ନିହତ

ଗତକାଲି ସଂପୃକ୍ତ ଅଞ୍ଚଳରେ ମାଓବାଦୀମାନେ ଡେରା ପକାଇଥିବା ନେଇ ଗୁଇନ୍ଦା ବିଭାଗକୁ ଖବର ଥିଲା । ଦନ୍ତେୱାଡା ଅଞ୍ଚଳରେ ମାଓବାଦୀମାନେ ଥିବା ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଥିଲା ଏହି ସର୍ଚ୍ଚ ଅପରେସନ ।

How to make fresh raisins at home from grapes
Tips and Tricks: ଘରେ ତାଜା କିସ୍‌ମିସ୍‌ ତିଆରି କରିବାକୁ ଚାହୁଁଛନ୍ତି କି… ଜାଣନ୍ତୁ ସହଜ ଉପାୟ

ଆପଣ ଯଦି କିସ୍‌ମିସ୍ ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ତାଜା ଅଙ୍ଗୁର ସାହାଯ୍ୟରେ ନିଜେ ଘରେ ତାଜା କିସ୍‌ମିସ୍ ତିଆରି କରିପାରିବେ। ପ୍ରକୃତରେ ଏହା ତିଆରି କରିବା ବହୁତ ସହଜ ଏବଂ ଏହି ପଦ୍ଧତି ମଧ୍ୟ ବହୁତ କମ ଖର୍ଚ୍ଚରେ ହୋଇଥାଏ।

How to lock and unlock aadhar card on uidai portal
Technology: ଘରେ ବସି ଆଧାରକୁ କରନ୍ତୁ ଲକ୍; କେହି ବି କରିପାରିବେ ନାହିଁ ଅପବ୍ୟବହାର

ଆଧାରର ସୁରକ୍ଷା ନିଶ୍ଚିତ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ଅନେକ କ୍ଷେତ୍ରରେ ଏହାର ଭୁଲ୍ ବ୍ୟବହାର ମଧ୍ୟ ହେଉଛି। ଏହା ଦ୍ୱାରା ଜଣେ ଚାହିଁଲେ ନିଜ ଆଧାରକୁ ଲକ୍ କରିପାରିବ ଏବଂ ସମ୍ଭାବ୍ୟ ଘୋଟାଲାକୁ ଏଡାଇ ପାରିବ।

Sanjay Roy
Special Story: ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଡ଼ ସସ୍‌ପେନ୍ସ; ସଂଜୟ କହିଲା...

 ଗିରଫର ୨୫ ଦିନ ପରେ ନିଜକୁ ନିର୍ଦ୍ଦୋଷ କହୁଛି ଅଭିଯୁକ୍ତ ସଞ୍ଜୟ । ନିଜ ଓକିଲ ନିକଟରେ ସଞ୍ଜୟ ଡାକ୍ତରୀ ଛାତ୍ରୀଙ୍କୁ ନେଇ ବଡ଼ ବୟାନ ରଖିଛି । 

Indian Coast Guard helicopter
ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ସଦସ୍ୟ ନିଖୋଜ

ଭାରତୀୟ ତଟରକ୍ଷୀ ବାହିନୀର ALH ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ୩ ସଦସ୍ୟ ନିଖୋଜ ।

Sumit Antil
ସୁମିତଙ୍କ ରେକର୍ଡ; ଲଗାତାର ଭାବେ ହାତେଇଲେ ଦୁଇଟି ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ...

ପରାଅଲିମ୍ପିକ୍ସରେ ସୁମିତ ଅନ୍ତିଲଙ୍କ ସଫଳତା । ଲଗାତାର ଭାବେ ଦୁଇଟି ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ । ଟୋକିଓରେ ଜିତିଥିଲେ ସ୍ବର୍ଣ୍ଣ ପଦକ । ଏବେ ପ୍ୟାରିସରେ ବି ହାତେଇଲେ ସେଇ ସ୍ବର୍ଣ୍ଣ।

Sandip Ghosh
ସନ୍ଦୀପଙ୍କ ଠାରୁ ସତ ଉଗାରିବ CBI; ଦୁର୍ନୀତି ମାମଲାରେ ହେଲେ ଗିରଫ...

ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଠାରୁ ସତ ଉଗାରିବ ସିବିଆଇ। ଦୁର୍ନୀତି ମାମଲାରେ ଗତକାଲି ତାଙ୍କୁ ସିବିଆଇ ଗିରଫ କରିଥିଲ। 

Paralympics Games Paris 2024
Paralympics 2024: ଭାରତ ପାଇଁ ଐତିହାସିକ ଦିନ; ଗୋଟିଏ ଦିନରେ ମିଳିଲା ୮ ମେଡାଲ୍

ଅଲିମ୍ପିକ୍ସ ଏବଂ ପାରାଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଲାଗି ଭାରତକୁ ଏଭଳି ସଫଳତା ମିଳିଛି। ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ମେଡାଲ୍ ମିଳିଛି। 

Five tips how to win easily heart of a girl
Relationship Tips: ଆପଣ କୌଣସି ଝିଅର ହୃଦୟ ଜିତିବାକୁ ଚାହାନ୍ତି କି… ମାନନ୍ତୁ ଏହି ୫ ଟିପ୍ସ, ହେଇଯିବ ସହଜ

ପ୍ରାୟତଃ ଦେଖାଯାଏ ଯେ ପୁଅମାନେ ଝିଅମାନଙ୍କ ହୃଦୟ ଜିତିବା ପାଇଁ କଠିନ ପରିଶ୍ରମ କରନ୍ତି, ଯେଉଁଥିରେ କେତେକ ପୁଅ ସଫଳ ହେଉଥିବା ବେଳେ ଅନେକ ବିଫଳ ହୁଅନ୍ତି। ଆପଣ ଏହା ମଧ୍ୟ ଜାଣନ୍ତି ଯେ ଝିମାନଙ୍କର ହୃଦୟ ଜିତିବା ଏକ ସହଜ କଥା ନୁହେଁ, ଏଥିପାଇଁ ବହୁତ କିଛି କରିବାକୁ ପଡିଥାଏ।

Sandeep ghosh
କୋଲକତା ଅଭୟାକାଣ୍ଡ; ଆରଜି କର ହସ୍ପିଟାଲ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ

କୋଲକାତା ହାଇକୋର୍ଟରେ ଏନେଇ ମାମଲା ବି କରିଥିଲେ। ପରେ ସିବିଆଇ ଏହା ଉପରେ ତଦନ୍ତ କରିଥିଲା। କଲେଜରେ ତାଙ୍କ ଚାକିରି ସମୟରେ ସନ୍ଦୀପ ବିଭିନ୍ନ ଆର୍ଥିକ ଅନିୟମିତତା କରିଥିବା ନେଇ ସିବିଆଇ ଏଫଆଇଆର ମଧ୍ୟ ରୁଜୁ କରିଥିଲା । ଆଜି ତାଙ୍କୁ ଗିରଫ କରାଯାଇଛି।

Andhra Pradesh flood
ଆନ୍ଧ୍ର, ତେଲେଙ୍ଗାନାରେ ବନ୍ୟା ବିଭୀଷିକା, ଗଲାଣି ୨୭ ଜୀବନ

ରାସ୍ତାରେ ସୁଅ କାଟୁଛି ୫ ଫୁଟରୁ ଅଧିକ ପାଣି । ବୁଡ଼ିଲା ରେଳ ଷ୍ଟେସନ୍, ଉପୁଡ଼ିଲା ଟ୍ରାକ୍, ଭାସିଲା ଟ୍ରକ୍ ।

Most common job interview mistakes that can ruin your career
Career Tips: ସାକ୍ଷାତକାର ସମୟରେ କେବେ ବି କରନ୍ତୁ ନାହିଁ ଏହି ଭୁଲ୍, ହାତକୁ ଆସିଥିବା ଚାକିରି ଚାଲିଯିବ

କୌଣସି ଚାକିରି ସାକ୍ଷାତକାର ପାଇଁ ଯିବାବେଳେ, ଆପଣଙ୍କ ପୋଷାକ ଠାରୁ ଆରମ୍ଭ କରି ଡକ୍ୟୁମେଣ୍ଟ ପର୍ଯ୍ୟନ୍ତ ସବୁକିଛି ପ୍ରତି ଧ୍ୟାନ ଦେବା ଜରୁରୀ। ତେବେ ଏହିପରି ୧୫ଟି ଭୁଲ ଜାଣନ୍ତୁ ଯାହାକୁ କୌଣସି ବି ଚାକିରି ସାକ୍ଷାତକାରରେ କରାଯିବା ଉଚିତ ନୁହେଁ।

Aamir khan video calls vinesh phogat after paris Olympics disappointment
Viral: ଭିନେଶ ଫୋଗଟ୍‌ଙ୍କୁ ଭିଡିଓ କଲ୍ କଲେ ଆମୀର ଖାନ; ଫୋଗଟଙ୍କ ସହ କରିବେ କି 'ଦଙ୍ଗଲ ୨'

'ଦଙ୍ଗଲ' ଅଭିନେତା ଭିନେଶ ଫୋଗଟ୍‌ଙ୍କୁ ଏକ ଭିଡିଓ କଲ୍‌ କରି ତାଙ୍କୁ ଉତ୍ସାହିତ କରିଛନ୍ତି ଆମୀର ଖାଁ । ଆମୀର ଖାନ ଏବଂ ଭିନେଶ ଫୋଗଟଙ୍କ ଭିଡିଓ କଲର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମନଦୀପ ପୁନିଆ ଏହାର ଫଟୋ ଶେୟାର କରିଛନ୍ତି, ଏହା ପରେ ଫିଲ୍ମ 'ଦଙ୍ଗଲ ୨' କୁ ନେଇ ଆଲୋଚନା ତୀବ୍ର ହୋଇଛି।

 drunk man
ନିଶାସକ୍ତ ବ୍ୟକ୍ତିଙ୍କ ବର୍ବର କାଣ୍ତ; ଚାଲିଗଲା ମହିଳାଙ୍କ ଜୀବନ, ୮ ଆହତ...

ଛୋଟ ଭୁଲ୍‌ ପାଇଁ ଚାଲିଗଲା ଜୀବନ । ନିଶାସକ୍ତ ଯାତ୍ରୀଙ୍କ ପାଇଁ ଜୀବନ ହରାଇଲେ  ମହିଳା । ଏମିତି କାଣ୍ତ କଲେ ଯେ, ୯ ଜଣ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ବସ୍‌ ।

Supreme Court on bulldozer action
ବୁଲଡୋଜର ଆକ୍ସନରେ ଲାଗିବ ବ୍ରେକ୍, ଦୋଷୀ ସାବ୍ୟସ୍ତ ହୋଇଥିଲେ ବି ଭଙ୍ଗାଯିବନି ଘର

ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ତାଙ୍କର ଘର ଭଙ୍ଗାଯାଇ ପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

NETFLIX
NETFLIX ପାଇଁ ବଢ଼ିଲା ଅଡ଼ୁଆ; ନୋଟିସ୍ କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ...

ଭାରତରେ ନେଟଫ୍ଲିକ୍ସ ମୁଖ୍ୟ ମୋନିକା ସେରଗିଲ୍‌ଙ୍କୁ ନୋଟିସ୍ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ନେଟଫ୍ଲିକସର ନୂଆ ୱେବ୍ ସିରିଜ୍ ‘IC 814-କାନ୍ଦାହାର ହାଇଜାକ୍’ ରେ ଆତଙ୍କବାଦୀଙ୍କ ନାଁ ଭୋଲା ଓ ଶଙ୍କର ରହିଛି।

Nishad Kumar
Paris Paralympics: ମେସିନରେ କଟିଯାଇଥିଲା ଡାହାଣ ହାତ, ପାରା ଅଲିମ୍ପିକ୍ସରେ ଜିତିଲେଣି ୨ଟି ପଦକ

ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ ନିଶାଦ କୁମାରଙ୍କ କମାଲ । ଦମଦାର ପ୍ରଦର୍ଶନ ସହ ଲଗାତାର ନିଜର ଦ୍ୱିତୀୟ ପାରା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ନିଶାଦ ।

ସଲମାନ ଖାନଙ୍କ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା; ୩୩ ହଜାର ଫୁଟ ଉପରେ ଦେବେ ଆକ୍ସନ
ସଲମାନ ଖାନଙ୍କ ନୂଆ ଫିଲ୍ମକୁ ନେଇ ଚର୍ଚ୍ଚା; ୩୩ ହଜାର ଫୁଟ ଉପରେ ଦେବେ ଆକ୍ସନ

ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର'କୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ବେଳେବେଳେ ଫିଲ୍ମକୁ ନେଇ କୁହାଯାଉଛି ଯେ ଏହା ବନ୍ଦ ହୋଇଯାଇଛି। ତେବେ ବର୍ତ୍ତମାନ ସଲମାନ ଖାନଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହା 'ସିକନ୍ଦର'ରୁ ଆସିଥିବା ଜଣାଯାଇଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଫିଲ୍ମ ନିର୍ମାଣ କରାଯାଉଛି।

AAP Amanatullah Khan
ଆପ୍‌ର ଆଉ ଜଣେ ବିଧାୟକଙ୍କୁ ବାନ୍ଧିଲା ED; ଚାକିରି ଦୁର୍ନୀତି ମାମଲାରେ ଗିରଫ...

ଦିଲ୍ଲୀ ୱାକଫ୍ ବୋର୍ଡରେ ଦୂର୍ନୀତି ଓ ୱାକଫ୍ ସମ୍ପତ୍ତି ଲିଜ୍‌ରେ ଦୂର୍ନୀତି ଅଭିଯୋଗରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି ଇଡି।

crocodile on scooter
କୁମ୍ଭୀରକୁ ସ୍କୁଟରରେ ବସାଇ ନେଲେ ଦୁଇ ଯୁବକ, ଭିଡିଓ ହେଲା ଭାଇରାଲ୍

ବିଶ୍ୱାମିତ୍ରୀ ନଦୀର ଅନେକ କୁମ୍ଭୀର ଭଦୋଦରା ସହରରେ ପ୍ରବେଶ କରିଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଭିଡିଓ ଭାଇରାଲ୍ ହେଉଥିବା ଦେଖିବାକୁ ମିଳୁଛି।

Simple yoga asanas help to cure cold and cough
Yogasana: ବଢ଼ିଚାଲିଛି ଥଣ୍ଡା-ଜର; ଏଥିରୁ ମୁକ୍ତି ପାଇବା ପାଇଁ ଦୈନିକ କରନ୍ତୁ ଏହିସବୁ ଯୋଗ

ଏବେ ପ୍ରାୟ ଘରେ ଘରେ ଥଣ୍ଡା ଜର ଦେଖିବାକୁ ମିଳୁଛି। ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଯୋଗ ମାଧ୍ୟମରେ ଥଣ୍ଡା-କାଶ-ଜର ଆଦିର ସ୍ଥାୟୀ ଚିକିତ୍ସା କରାଯାଇ ପାରେ ବୋଲି। ତେବେ ଏସବୁରୁ ମୁକ୍ତି ପାଇବା ପାଇଁ ଅନେକ ଯୋଗ ଅଭ୍ୟାସ ଥିବା ବେଳେ ଆଜି ଆମେ ଆପଣଙ୍କୁ କିଛି କହିବୁ। ଆସନ୍ତୁ ସେ ବିଷୟରେ ଜାଣିବା।

Murder
ଏକାଠି ରହିବାକୁ କହିଲା ସ୍ତ୍ରୀ; ଛୁରି ଭୁସି କାର୍ ଭିତରେ ଜୀବନ ନେଲା ସଇତାନ୍ ସ୍ୱାମୀ

ଗୌତମ ଓ ମାନ୍ୟା ୬ମାସ ତଳେ ପରିବାର ଲୋକଙ୍କ ସହମତି ବିନା ବିବାହ କରିଥିଲେ। ଏହାପରେ ସେମାନେ ନିଜ ନିଜ ପରିବାର ଲୋକଙ୍କ ସହ ରହିଆସୁଥିଲେ।

 Mr and Mrs Chief Secretary
ବିରଳ ଘଟଣା, ଇତିହାସରେ ପ୍ରଥମ: ସ୍ୱାମୀଙ୍କ ଠାରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କଲେ ପତ୍ନୀ...

ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପତ୍ନୀ। ଏପରି ଏକ ବିରଳ ଘଟଣା କେରଳ ଇତିହାସରେ ଘଟିଛି ।