• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

PM Modi warning to Pakistan
କାର୍ଗିଲ ବିଜୟ ଦିବସରେ ପାକିସ୍ତାନକୁ ମୋଦିଙ୍କ କଡା ଚେତାବନୀ; କହିଲେ...

ସବୁ ଆତଙ୍କୀ ଷଡ଼ଯନ୍ତ୍ରରେ ଫେଲ୍ ପାକିସ୍ତାନ, ତଥାପି ନିଜ ଇତିହାସ ଦେଖି କିଛି ବି ଶିଖିପାରିଲାନି। ଆଜି କିଛି ଏଭଳି ଭାବେ ପାକିସ୍ତାନକୁ କଡ଼ା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

disha pandya
Success Story: ୧୭ ଥର ଇଣ୍ଟର୍‌ଭ୍ୟୁରେ ରିଜେକ୍ଟ ହେଲେ; ଭାଗ୍ୟ ଖୋଲିଲା, ଏବେ ବାଣ୍ଟୁଛନ୍ତି ଚାକିରି....

୪ ଫୁଟ୍‌ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ଦିଶା ପାଣ୍ଡ୍ୟା ଯେତେବେଳେ ପାଠପଢା ସାରି ଚାକିରି ଖୋଜିବାକୁ ବାହାରିଲେ ।  ସେତେବେଳେ ତାଙ୍କ ଉଚ୍ଚତା ପାଇଁ ୧୭ ଥର ଇଣ୍ଟର୍‌ଭ୍ୟୁରେ ରିଜେକ୍ଟ ହୋଇଥିଲେ । କିନ୍ତୁ ଏବେ ବ ଣ୍ଟୁଛନ୍ତି ଚାକିରି...

India will always be proud for kargil heroes
Kargil Vijay Diwas 2024: ଲୁହ ଆଣିଦେବ ଏହି ୫ କାର୍ଗିଲ ସହିଦଙ୍କ ବୀରତ୍ୱର କାହାଣୀ

ଆମେ ସମସ୍ତେ ଜାଣୁ ଯେ ସମଗ୍ର ଦେଶ ଶାନ୍ତିରେ ଶୋଇବା ପାଇଁ କାର୍ଗିଲ ଯୁଦ୍ଧ ସମୟରେ ସେନାର ବୀରମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନଙ୍କର ସାହସ ଏବଂ ବୀରତ୍ୱର କାହାଣୀ ଜୀବନଠାରୁ ବି ବଡ଼। ତେବେ ଆସନ୍ତୁ ଏମିତି ୫ ଜଣ ବୀରଙ୍କ ବିଷୟରେ ଜାଣିବା ଯିଏ ଦେଶ ପାଇଁ ନିଜକୁ ବଳିଦାନ ଦେଇଛନ୍ତି।

India women's archery teams
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ଟିମକୁ ସଫଳତା...

ରାଙ୍କିଙ୍ଗ ରାଉଣ୍ଡରେ ମହିଳା ତୀରନ୍ଦାଜ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୀପିକା କୁମାରୀ, ଅଙ୍କିତା ଭକତ ଏବଂ ଭଜନ କୌରଙ୍କୁ ନେଇ ଗଠିତ ମହିଳା ଟିମ୍କୁ ଏହି ସଫଳତା ମିଳିଛି।

Panchang
Panchang Today 26th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Olympics 2024
ଆଜି ବିଶ୍ବ କ୍ରୀଡ଼ା ମହାକୁମ୍ଭର ବାଜିବ ବିଗୁଲ୍; ଭାଗନେବେ ୧୦ ହଜାରରୁ ଅଧିକ ଆଥଲେଟ୍‌.. 

ମହାସମାରୋହରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ। ଏହା ପୂର୍ବରୁ ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସିଛି ପ୍ୟାରିସର ବିଶ୍ବପ୍ରସିଦ୍ଧ ଆଇଫିଲ୍ ଟାୱାର୍। 

 Kargil Vijay Diwas
କାର୍ଗିଲ ଯୁଦ୍ଧ କଣ ? କେବେ ହୋଇଥିଲା ଓ କେତେଦିନ ଧରି ଚାଲିଥିଲା, ଜାଣନ୍ତୁ...

ଆଜି ଭାରତ ପାଇଁ ଏକ ସ୍ମରଣୀୟ ତଥା ଐତିହାସିକ ଦିନ। ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା।

Google Map
ଗୁଗୁଲ ମ୍ୟାପରେ ଯୋଡ଼ିହେଲା ନୂଆ ଫିଚର୍, ଫ୍ଲାଏଓଭର ପଡ଼ିଲେ...

ଗୁଗୁଲ୍ ମ୍ୟାପରେ ଯୋଡ଼ିହେବାକୁ ଯାଉଛି ନୂଆ ଫିଚର୍ । ଅଣଓସାରିଆ ଓ ଭିଡ଼ ରାସ୍ତା ବଦଳରେ ଭଲ ରାସ୍ତାରେ ବାଟ କଢ଼େଇନେବ ଗୁଗୁଲ୍ ମ୍ୟାପ୍ । ରାସ୍ତାରେ ଫ୍ଲାଏଓଭର ପଡ଼ିଲେ ପୂର୍ବରୁ ଜାଣିପାରିବେ ଡ୍ରାଇଭର ।

Sports Budget
Budget 2024: ଖେଲୋ ଇଣ୍ଡିଆକୁ କ୍ରୀଡା ବଜେଟର ସିଂହଭାଗ ରାଶି

ଭାରତ ସରକାରଙ୍କ ଫୋକସରେ ଖେଲୋ ଇଣ୍ଡିଆ । କ୍ରୀଡା ବଜେଟରେ ଖେଲୋ ଇଣ୍ଡିଆକୁ ମିଳିଲା ସିଂହଭାଗ ରାଶି ।

Rashtrapati Bhavan
ଆଉ ଶୁଣିବାକୁ ମିଳିବନି 'ଦରବାର୍', ଏବେ 'ଗଣତନ୍ତ୍ର'

ରାଷ୍ଟ୍ରପତି ଭବନରୁ ହଟିଲା ବ୍ରିଟିଶ୍ ଛାପ । ବଦଳିଲା ରାଷ୍ଟ୍ରପତି ଭବନର ଐତିହାସିକ ଦରବାର୍ ହଲ୍ ଓ ଅଶୋକ ହଲ୍‌ର ନାମ ।

hardik pandya
ନତାଶାଙ୍କ ଫଟୋରେ ହାର୍ଦ୍ଦିକଙ୍କ କମେଣ୍ଟ ! ଭାଇରାଲ ହେଉଛି ପଟୋ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛାଡପତ୍ର ପରେ ନତାଶା ଷ୍ଟାନକୋଭିକ୍ ତାଙ୍କ ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ ସେୟାର କରିଥିଲେ । ଫଟୋରେ ନତାଶା, ଅଗସ୍ତ୍ୟଙ୍କ ସହିତ ସର୍ବିଆର ଥିମ୍ ପାର୍କରେ ବୁଲୁଥିବା ଦେଖିବାକୁ ମିଳିଛି । ସେ ତାଙ୍କ ପୁଅ ସହିତ ବିଭିନ୍ନ ପୋଜରେ ଫଟୋ କ୍ଲିକ୍ କରିଥିବା ଦେଖିବାକୁ ମିଳିଛି ।

President Murmu Teaches Students
ପିଲାଙ୍କୁ ପାଠ ପଢ଼ାଇଲେ ରାଷ୍ଟ୍ରପତି; ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଦେଲେ ମାର୍ଗଦର୍ଶନ...

ଦିଲ୍ଲୀ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇଥିଲେ ରାଷ୍ଟ୍ରପତି। 

Sudha Murty
୭୭୫ କୋଟିର ମାଲିକ, ୩୦ ବର୍ଷରେ ପ୍ରଥମ ଥର ପାଇଁ କିଣିଲେ ନୂଆ ଶାଢ଼ି !

ଆପଣ ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ଅଛନ୍ତି କିମ୍ବା ନଜର ଖର୍ଚ୍ଚ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ କମ୍‌ରୁ କମ୍‌ ଜିନିଷ ସହିତ ବଞ୍ଚିବା ଶିଖନ୍ତୁ । ଏହା ଆପଣଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଏହା ଏକ ଭଲ ଉପାୟ ।

Supreme Court
କର୍ମଚାରୀଙ୍କ ପଦୋନ୍ନତି, ସେମାନଙ୍କର ମୌଳିକ ଅଧିକାର: ସୁପ୍ରିମକୋର୍ଟ

କର୍ମଚାରୀମାନେ ନିଜର ଯୋଗ୍ୟତା ମାନଦଣ୍ଡକୁ ପୂରଣ କରି ପଦୋନ୍ନତି ପାଇଁ ବିବେଚିତ ହେବା ସେମାନଙ୍କ ଅଧିକାର । କୌଣସି କର୍ମଚାରୀଙ୍କର ପଦୋନ୍ନତି ନକରିବା ତାହା ତାଙ୍କର ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରେ ।

chanakya niti
Chanakya Niti: ଏହି ୭ଟି ଜିନିଷ ଖାଇ କରିପାରିବେ ପୂଜାପାଠ; ଜାଣନ୍ତୁ କ’ଣ...

Chanakya Niti: ଜଣେ ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ନୀତିର ଉଲ୍ଲେଖ କରାଯାଇଥିବା ଜିନିଷଗୁଡିକ ଅନୁସରଣ କରନ୍ତି, ସେତେବେଳେ ତାଙ୍କୁ ସଫଳ ହେବା ଏବଂ ସୁଖମୟ ଜୀବନଯାପନ କରିବାକୁ କେହି ଅଟକାଇ ପାରିବେ ନାହିଁ ବୋଲି କୁହାଯାଏ ।

Joe Biden
ପତ୍ନୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ଯାଏଁ, ବାଇଡେନ୍‌ଙ୍କ ଭାଷଣ ଶୁଣି ସମସ୍ତେ କାନ୍ଦିଲେ

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଆଜିକାଲି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଥିଲେ ।

Paris Olympics 2024
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଆଜିଠୁ ଭାରତର ଅଭିଯାନ...

ଆର୍ଚେରୀ ଟିମ୍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ। ଭାରତୀୟ ସମୟ ଅପରାହ୍ନ ୧ଟା ଓ ୫ଟା ୪୫ରେ ପ୍ରତିଯୋଗିତା ଆରମ୍ଭ ହେବ। 

gold necklace
Gold Price Today 25th July 2024: ପୁଣି କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସୁନା ଦରରେ ଲାଗିଲା ରୋକ୍ । କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Accident
ଦ୍ରୁତ ଗତି ଆଣୁଛି ମହା ବିପତ୍ତି; ନେଉଛି ଲକ୍ଷାଧିକ ଜୀବନ, ସଂସଦରେ ତଥ୍ୟ ରଖିଲେ ମନ୍ତ୍ରୀ

ପ୍ରତିବର୍ଷ ଦ୍ରୁତ ଗତିରେ ଗାଡ଼ି ଚଳାଇବା ପାଇଁ ଯାଉଛି ଲକ୍ଷାଧିକ ଜୀବନ । ୨୦୧୮ରୁ ୫ ବର୍ଷ ମଧ୍ୟରେ ଦେଶରେ ସବୁଠୁ ଅଧିକ ଦୁର୍ଘଟଣା ୨୦୨୨ରେ ଘଟିଛି ।

Nepal Plane Crash
ପୁଣି ନେପାଳରେ ବିମାନ ଟ୍ରାଜେଡି, ଦୁର୍ଘଟଣାରେ ଚାଲିଗଲା ୧୮ ଜଣଙ୍କ ଜୀବନ

ମାତ୍ର କେଇ ସେକେଣ୍ଡ୍ ଭିତରେ ସବୁ ଶେଷ... ନେପାଳରେ ଜଳିଲା ପୁଣି ଗୋଟିଏ ବିମାନର ଚିତା...ଉଡ଼ାଣ ଭରିବା ମାତ୍ରେ ଖାଇରେ ଖସି ଅଗ୍ନିପିଣ୍ଡୁଳା ପାଲଟିଗଲା...।

Shami
କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଶାମି, କାରଣ କହିଲେ ପୁରୁଣା ବନ୍ଧୁ

ଖେଳ ଅପେକ୍ଷା ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ୩୩ ବର୍ଷୀୟ ମହମ୍ମଦ ଶାମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନ୍‌ ଜାହାନ ଘରୋଇ ହିଂସା ଓ ମ୍ୟାଚ୍‌ ଫିକ୍ସିଂର ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଚିନ୍ତାରେ ଥିଲେ ଶାମି ।

Southern Railway Recruitment Apply for 2438 posts
Southern Railway Recruitment: ଦଶମ ପାଶ୍ କରି ITI କରିଛନ୍ତି କି… ରେଳବାଇରେ ଚାକିରି ସୁଯୋଗ

ଆପଣ ଯଦି ରେଳବାଇରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଥାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଦକ୍ଷିଣ ରେଳବାଇ(SR)ରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ SR ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ୨୪୦୦ରୁ ଅଧିକ ପଦବୀ ପୂରଣ ହେବ।

Mukbang challenge kills Chinese woman
କାଳ ହେଲା ସୋସିଆଲ ମିଡିଆ ନିଶା: ଥରକେ ଖାଉଥିଲେ ୧୦କେଜି ଖାଦ୍ୟ, ହେଲେ....

ଏ ଘଟଣାଟି ଚୀନର । ସେଠାରେ ୨୪ବର୍ଷୀୟା ପ୍ୟାନ୍ ସାଓଟିଙ୍ଗ୍ ବାସ କରନ୍ତି । ବୃତ୍ତିରେ ସେ ଏକ ହୋଟେଲରେ ଓ୍ବେଟର ଭାବେ କାମ କରୁଥିଲେ ।

Sanjay dutt raveena tandon ghudchadhi trailer release
Ghudchadhi trailer: ବହୁଦିନ ପରେ ଏକାଠି ହେଲେ ସଞ୍ଜୟ ଦତ୍ତ-ରବୀନା ଟଣ୍ଡନ୍; ଏହି ଫିଲ୍ମରେ କରିବେ ରୋମାନ୍ସ

‘ଘୁଡ୍‌ଚଡି’ର ଟ୍ରେଲର୍‌ ରିଲିଜ ହୋଇଛି। ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ବିଶେଷ କଥା ହେଉଛି ‘ଘୁଡ୍‌ଚଡି’ରେ ସଞ୍ଜୟ ଦତ୍ତଙ୍କ ସହ ରବିନା ଟଣ୍ଡନଙ୍କ ରୋମାଣ୍ଟିକ୍ ଯୋଡି ଦେଖିବାକୁ ମିଳିବ। ଏଥିରେ ବୁଢା ବୟସରେ ପ୍ରେମ ହେବାର ଦେଖିବାକୁ ମିଳିବ।

janhvi kapoor tells who introduces her to first bra
ଜାହ୍ନବୀ କହିଲେ କିଏ ତାଙ୍କୁ ଅନ୍ତର୍ବସ୍ତ୍ର ସହିତ ପରିଚିତ କରେଇଥିଲେ; ଜାଣନ୍ତୁ ବାପା ନା ମା’…

ଯେତେବେଳେ ଜାହ୍ନବୀ ତାଙ୍କ ମା’ଙ୍କଠାରୁ ବ୍ରା ମାଗିଥିଲେ, ସେ ମନା କରିଦେଇଥିଲେ। ଜାହ୍ନବୀ କପୁର ନିଜେ ଏକ ସାକ୍ଷାତକାର ସମୟରେ ଏହି କଥା କହିଛନ୍ତି। ଆଉ କହିଛନ୍ତି କିଏ ତାଙ୍କୁ ପ୍ରଥମେ ବ୍ରା ସହିତ ପରିଚିତ କରେଇଥିଲେ।