ଏଏନ୍ଆଇ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ସିଂଘର ଜମଶୁର ଇଲାକାରେ ଗୁରୁବାର ଦିନ ୧୨ଟା ସମୟରେ ଅଦ୍ଭୁତ ଧରଣର କିଛି ଜିନିଷ ଆକାଶରୁ ଖସୁଥିବା ଲୋକେ ଦେଖିଥିଲେ ।