ବଡ଼ଧରଣର ଭୂକମ୍ପ ଝଟ୍କାରେ ଥରିଲା ଜାପାନ। ଟୋକିଓ ଠାରୁ ୨୯୭ କି.ମି. ଦୂର ଉତ୍ତରପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼ିଛି। ଏହି ଶକ୍ତିଶାଳୀ ଭୂକମ୍ପରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।