• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • (SAI) ପକ୍ଷରୁ ଆସିଷ୍ଟାଣ୍ଟ ନ୍ୟୁଟ୍ରିନିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି

ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI) ପକ୍ଷରୁ ଆସିଷ୍ଟାଣ୍ଟ ନ୍ୟୁଟ୍ରିନିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିବାର ଶେଷ ତାରିଖ ୨୯ ମାର୍ଚ୍ଚ, ୨୦୨୨ ରହିଛି। ଆବେଦନ ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ ଯାଇ ଆବେଦନ କରିପାରିବେ।

ଦରମା: ନିଯୁକ୍ତି ପାଇବା ପ୍ରାର୍ଥୀଙ୍କୁ ମାସକୁ ୪୦ରୁ ୬୦ ହଜାର ଟଙ୍କା ଦରମା ମିଳିବ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା:

ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI)ର ବିଜ୍ଞପ୍ତି ଅନୁଯାୟୀ ପଦବୀରେ ଆବେଦନ ପାଇଁ ଫୁଡ ଆଣ୍ଡ ନ୍ୟୁଟ୍ରିଶନିଷ୍ଟ/ ନ୍ୟୁଟ୍ରିସିଆନ୍‌ ସହିତ ହୋମ ସାଇନ୍ସ/ସ୍ପୋଟର୍ସ ନ୍ୟୁଟ୍ରିସିଆନରେ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ।

କିପରି କରିବେ ଆବେଦନ:

  • ପ୍ରଥମେ ଆପଣ ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟକୁ ଯାଇ କ୍ଲିକ କରନ୍ତୁ।
  • ଏହାପରେ ରିକ୍ରୁଟମେଣ୍ଟ ଲିଙ୍କ ଉପରେ କ୍ଲିକ କରନ୍ତୁ।
  • ଏହାପରେ ପର୍ସନାଲ ବିବରଣୀ ଭରିବା ପରେ ୟୁଜର୍ସ ଆଇଡି ଏବଂ ପାସଓ୍ଵାର୍ଡ କ୍ରିଏଟ କରନ୍ତୁ।
  • ଏହାପରେ ଲଗଇନ କରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ।
  • ଏହାପରେ ଫର୍ମରେ ସବୁ ବିବରଣୀ ଭରିବା ପରେ ଅପଲୋଡ କରନ୍ତୁ।
  • ଶେଷରେ ଫିସ୍‌ ଭରିବା ପରେ ଫାଇନାଲ ସବମିଟ୍‌ କରନ୍ତୁ।
  • ଆପଣ ଫର୍ମର ଏକ କପି ଡାଉନଲୋଡ କରି ପ୍ରିଣ୍ଟ କରି ରଖନ୍ତୁ।