• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର କର୍କଟ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶନିବାର॥ ତିଥି – ୩ୟା ଦିବା ୦୧/୨୭ ଗତେ ୪ର୍ଥୀ, ଚନ୍ଦ୍ର – କୁମ୍ଭ ଅହୋରାତ୍ର, ଘାତ ଚନ୍ଦ୍ର- ମିଥୁନ, ଓ ମୀନ ରାଶିର ଅହୋରାତ୍ର.ଘାତ ବାର – ବୃଷ , ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି – ଭୂମିଦାନ ।

ଶୁଭ ସମୟ-

ଦିବା ୧୦/୧୪ ରୁ ୦୧/୧୧

ରାତ୍ରି ୦୮/୩୬ ରୁ ୧୦/୪୭

ରାତ୍ରି ୧୨/୧୪ ରୁ ୦୧/୪୨

ରାତ୍ରି ୦୨/୨୫ ରୁ ୦୩/୫୩

ଅଶୁଭ ସମୟ-

ଋାହୁକାଳ - ଦିବା ୦୮/୩୬ ରୁ ୧୦/୧୪

କାଳବେଳା - ପ୍ରାତଃ ୦୫/୨୦ ରୁ ୦୬/୫୮ ଓ ଦିବା ୦୪/୪୬ ରୁ ୦୬/୨୫

ବାରବେଳା –ଦିବା ୦୧/୩୦ ରୁ ୦୩/୦୮

କାଳରାତ୍ରି – ସନ୍ଧ୍ୟା ୦୬/୨୫ ରୁ ୦୭/୪୭ ଓ ରାତ୍ରି ୦୩/୫୮ ରୁ ୦୫/୨୦

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ – ସମସ୍ତ କାର୍ଯ୍ୟରେ ବିଳମ୍ବ ହେବ । ମାନସିକ ଦୁଶ୍ଚିନ୍ତା ଲାଗିରହିବ

ଦ୍ୱିଜା – ମହିଳା ମାନେ କର୍ମ ତତ୍ପର ରହିବେ

କୃତିକା – ଯାତ୍ରା ସମୟରେ ହାତ କିମ୍ବା ଗୋଡରେ ଅଘାତ ଲାଗିପାରେ

ପ୍ରତିକାର - ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ

ବୃଷ:

କୃତିକା - ଅଫିସ୍‌ର କୈାଣସି କାମରେ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି

ରୋହିଣୀ – ନିଜର ଆବଶ୍ୟକତା ପୂରଣ କରିବା ପାଇଁ ସୂତ୍ରରେ ଅଥ ର୍ ପାଇ ପାରନ୍ତି

ମୃଗଶିରା – କର୍ମ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ ଜାଣିବାକୁ ପାଇବେ

ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ:

ମୃଗଶିରା - ବନ୍ଧୁଙ୍କର ସାହାର୍ଯ୍ୟରେ ଅଟକି ରହିଥିବା କାମକୁ ପୁରା କରିବେ

ଆଦ୍ରା - ଲକ୍ଷ୍ୟ ପ୍ରାପ୍ତି ସଫଳ ହେବେ

ପୁନର୍ବସୁ - ବହୁ ଦିନରୁ ସମାଧାନ ହୋଇ ନପାରୁଥିବା ସମସ୍ୟା ସମାଧାନ ହୋଇ ଯିବ

ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କର୍କଟ:

ପୁନର୍ବସୁ - ଗତକାଲିର କୌଣସି ଘଟଣାକୁ ନେଇ ମନ ଚିନ୍ତିତ ରହିବ

ପୁଷ୍ୟା – ପ୍ରତ୍ୟେକ କାମରେ ପ୍ରତିବନ୍ଧକର ସାମ୍ନା କରିବେ

ଅଶ୍ଳେଷା - କଟୁକଥା କହିବା ଦ୍ୱାରା ବନ୍ଧୁଙ୍କ ସହିତ ସୁସଂପର୍କ ବ୍ୟାହାତ ହୋଇପାରେ

ପ୍ରତିକାର – ମା ଭୁନନେଶୂରୀଙ୍କର ମହାକବଚ ଧାରଣ କରନ୍ତୁ

ସିଂହ:

ମଘା – ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ

ପୂ , ଫାଲଗୁନୀ - କିଛି ନୂତନ ତଥ୍ୟ ଦେଇ ପ୍ରଂଶସିତ ହେବେ

ଉ ,ଫାଲଗୁନୀ – ମହିଳା ମାନେ ଘରକୁ ସଜାଇବାରେ ସମୟ କଟାଇବେ

ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

କନ୍ୟା:

ଉ , ଫାଲଗୁନୀ – ଉଭୟ ପ୍ରେମ ଓ ସାଂସାରିକ ଜୀବନ ହସଖୁସିରେ କଟିବ

ହସ୍ତା – କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ

ଚିତ୍ରା – ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ

ପ୍ରତିକାର - ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା:

ଚିତ୍ରା – ଖଳଲୋକ ମାନଙ୍କ କଥାରେ ପ୍ରଭାବିତ ହୋଇ କର୍ମ କ୍ଷେତ୍ରରେ କୌଣସି ଭୁଲ୍ କାମ କରିପାରନ୍ତି

ସ୍ୱାତୀ – ଆର୍ଥିକସ୍ଥିତି ଚିନ୍ତାଜନକ ହୋଇପାରେ

ବିଶାଖା – ପରିବାରରେ ସନ୍ତାନଙ୍କର ସା୍ୱସ୍ଥ୍ୟ ସମସ୍ୟା ଚିନ୍ତା ବୃଦ୍ଧି କରିପାରେ

ପ୍ରତିକାର – ଶିବଙ୍କର ଦର୍ଶନ କରନ୍ତୁ

ବିଛା:

ବିଶାଖା – ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି

ଅନୁରାଧା – ବାଣିଜ୍ୟ ବ୍ୟବସାୟରେ ବାଧା ଉତ୍ପନ୍ନ ହୋଇପାରେ

ଜ୍ୟେଷ୍ଠା – କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ନିନ୍ଦା ମିଳିପାରେ

ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ

ଧନୁ:

ମୂଳା – ଉଭୟ ପ୍ରେମ ଓ ପାରିବାରିକ ଜୀବନରେ ଭଲ ବୁଝାମଣା ରହିବ

ପୂ , ଷାଢା – କର୍ମ କ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ ଲାଭ କରିବେ

ଉ , ଷାଢା – କରିଥିବା କର୍ମ ପାଇଁ ସମ୍ମାନିତ ହେବେ । ଦକ୍ଷତା ପ୍ରତିପାଦିତ କରିବେ

ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର:

ଉ , ଷାଢା - ବିଭିିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ନିଜର ଦକ୍ଷତା ପ୍ରତିପାଦିତ କରିବେ

ଶ୍ରବଣା – ମଧୁର କଥା ଦ୍ୱାରା ଅନ୍ୟମାନଙ୍କୁ ଖୁସି କରିବେ

ଧନିଷ୍ଠା – ଆୟର ପରିମାଣ ଅଧିକ ହୋଇପାରେ

ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

କୁମ୍ଭ:

ଧନିଷ୍ଠା – ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ । କର୍ମ କରିବା ଶୈଳିରେ ପରିବର୍ତନ ଆଣିବେ

ଶତଭିଷା – ବହୁ ଦିନର ମନସ୍କାମନା ପୂରଣ ହେବ

ପୂ , ଭାଦ୍ରପଦ – ସମ୍ପୃର୍ତ ବୃଦ୍ଧି, ଅନ୍ତର୍ନିହିତ ପ୍ରତିଭାର ବିକାଶ ଘଟିବ

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ମୀନ:

ପୂ , ଭାଦ୍ରପଦ - ସୁଯୋଗର ସଦ୍‌ବ୍ୟବହାର କରି କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟଭାଜନ ହେବେ

ଉ , ଭଦ୍ରପଦ - ଗତ କାଲିଠାରୁ ଚିନ୍ତା କରୁଥିବା କାମଟି ସହଜ ଓ ସୁବିଧାରେ ହୋଇଯିବ

ରେବତୀ – ବହୁ ପ୍ରତିକ୍ଷିତ ଖବର ଆଜି ପାଇବେ । ପୂର୍ବ ଯୋଜନା ଅନୁସାରେ କାମ କରିବେ

ପ୍ରତିକାର – ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)