ଭୋଟଗଣତି ସରୁସରୁ ଦଳର ନିର୍ବାଚିତ ପ୍ରାର୍ଥୀମାନେ କେମିତି ଶୀଘ୍ର ମୁମ୍ବାଇରେ ପହଞ୍ଚିପାରିବେ, ସେ ନେଇ ବ୍ୟବସ୍ଥା କରାଯାଇଛି । ଏପରିକି ଅନେକଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ଶିବସେନାର ନେତୃତ୍ୱ କିଏ ନେବେ ସେଥିଲାଗି ଉଦ୍ଧବ ଠାକ୍ରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଉଭୟଙ୍କୁ ଅଗଷ୍ଟ ୮ ସୁଦ୍ଧା ତଥ୍ୟଗତ ପ୍ରମାଣ ଦେବାକୁ ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି।
ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ସଜସଜ ମୁଖ୍ୟମନ୍ତ୍ରୀ ହୋଇଥିବା ସିନ୍ଦେ ନିଜ ଦଳ ଓ ନେତାଙ୍କ ଉପରେ ଯେପରି ବିଶ୍ୱାସ ରଖିଛନ୍ତି, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହେଲାଣି ।
ମହାରାଷ୍ଟ୍ର ବିଧାନସଭା ଫ୍ଲୋର୍ ଟେଷ୍ଟ୍ରେ ସିନ୍ଦେ ସରକାର ନିଜ ଶକ୍ତି ପ୍ରମାଣିତ କରି ଏଥିରେ ଜିତିଛନ୍ତି। ବିଧାନସଭାରେ ହୋଇଥିବା ଭୋଟିଂରେ ସିନ୍ଦେଙ୍କ ନେତୃତ୍ୱ ସରକାର ମ୍ୟାଜିକ୍ ନମ୍ବର ହାସଲ କରିଛନ୍ତି।
ଅଟୋ ଚାଳକରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ୫୮ ବର୍ଷୀୟ ଏକନାଥ ସିନ୍ଦେ। ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିବା ଜଣେ ଶିବସୈନିକ ଭାବେ ଏକନାଥ ସିନ୍ଦେ ଜଣାଶୁଣା।