ସ୍ୱିଗି ପରି ଫୁଡ୍ ଡେଲିଭରି ସଂସ୍ଥାକୁ ଡ୍ରଗ୍ସ ମଗାଇବାରେ ବ୍ୟବହାର କରାଯାଉଛି । ସେମାନେ ଯୋଗାଉଥିବା ପ୍ୟାକେଟରେ କ’ଣ ଅଛି, ତାହା ପଚାରିବାର ଅଧିକାର ସ୍ୱିଗିର ନାହିଁ । ପୂର୍ବରୁ କେବଳ ସହରରେ ଡ୍ରଗ୍ସ ମିଳୁଥିଲା । ହେଲେ ତାହା ଏବେ ଉପାନ୍ତକୁ ବ୍ୟାପିଲାଣି ।
ଯୁବତୀ ଜଣକ ଅନ୍ଲାଇନ୍ରେ ଭେଜ୍ ବିରିୟାନୀ ଅର୍ଡର କରିଥିଲେ। ହେଲେ ଏଥିରୁ ଏକ ହାଡ଼ ବାହାରିଥିଲା। ଯାହାକି ମଟନ୍ କିମ୍ବା ଚିକେନ୍ର ହୋଇଥାଇପାରେ।
ଆଜି ଆମେ ଆପଣଙ୍କୁ ଜୋମାଟୋର କୌଣସି ଅଫର କିମ୍ବା ତା’ର କୌଣସି ବିଜ୍ଞାପନ କଥା କହିବୁ ନାହିଁ । ଆମେ ଏହି ସଂସ୍ଥାର ଏକ ବଡ଼ ଗୁମର ଖୋଲିବାକୁ ଯାଉଛୁ ।
ଜଣେ ଡେଲିଭରି ବୟ ଗାଡିରେ ଖାଦ୍ୟ ଡେଲିଭରି କରିବାକୁ ଯାଉନାହାନ୍ତି। ସେ ଉଡି ଉଡି ଖାଦ୍ୟ ଡେଲିଭରି କରୁଛନ୍ତି। ଏପରିକି ସେ ବଡ ବଡ କୋଠା ଘର ଉପରେ ଉଡି ଉଡ଼ି ଯାଉଥିବା ଦେଖିବାକୁ ମିଳିଛି।
ଗ୍ରାହକ ଜଣକ ଅନ୍ଲାଇନ୍ରେ ଚିକେନ୍ ୱିଙ୍ଗସ୍ ଅର୍ଡର କରିଥିଲେ। ହେଲେ ଯେତେବେଳେ ସେ ପାର୍ସଲ ଖୋଲିଥିଲେ, ସେତେବେଳେ ବକ୍ସ ଭିତରୁ ତାଙ୍କୁ ଏକ ଦୁଃଖଭରା ଚିଠି ଓ ଚିକେନର ଖାଲି ହାଡ଼ ମିଳିଥିଲା।
ଅନ୍ଲାଇନ୍ରେ ମଟର ପନିର ଅର୍ଡର କରିଥିଲେ, ହେଲେ ଫୁଡ୍ ଡେଲିଭରିରେ ଚିକେନ୍ କରି ଆସିଥିଲା। ସେମାନେ ଜୋମାଟୋରେ ଖାଇବା ଅର୍ଡର ହୋଇଥିଲା। ଯେଉଁଠି ଏଭଳି ତ୍ରୁଟି ସାମ୍ନାକୁ ଆସିଛି।
ବର୍ଷାରେ ଅତିଷ୍ଠ ହୋଇ ଡେଲିଭରିବୟ ଜଣକ ଘୋଡ଼ା ଚଢ଼ି ଫୁଡ୍ ଡେଲିଭରି କରିଥିବା ଦେଖିବାକୁ ମିଳିଛି। ମୁମ୍ବାଇ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।
ଅନ୍ଲାଇନ୍ରେ ଫୁଡ୍ ଅର୍ଡର ବେଳେ ଯଦି ଖାଦ୍ୟ ଘରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଯାଏ, ତା’ହେଲେ ଅଧିକାଂଶ ଲୋକ ଡେଲିଭରି ବୟ ଉପରେ ବିରକ୍ତି ଭାବ ପ୍ରକାଶ କରିଥାନ୍ତି। ଏପରିକି କିଛି ଲୋକ ଗାଳିଗୁଲଜ କରିବାକୁ ମଧ୍ୟ ପଛାନ୍ତି ନାହିଁ।
ଆଜିଠାରୁ ଓଲା ଓ ଉବର ପରି କ୍ୟାବ୍ ସଂସ୍ଥା ମଧ୍ୟ ୫ ପ୍ରତିଶତ GST ସଂଗ୍ରହ କରିବେ । ଚପଲ, ଜୋତା ପାଇଁ ୧୨ ପ୍ରତିଶତ ଟ୍ୟାକ୍ସ ଲାଗିବ ।