• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indira Gandhi

Why Indira Gandhi include secular and socialist words in Indian constitution
Indira Gandhi: ଜରୁରୀକାଳୀନ ପରିସ୍ଥିତିରେ ଇନ୍ଦିରା ଗାନ୍ଧୀ କାହିଁକି ସମ୍ବିଧାନରେ 'ସମାଜବାଦୀ' ଏବଂ 'ଧର୍ମନିରପେକ୍ଷ' ଶବ୍ଦ ଯୋଡିଲେ

‘ସମାଜବାଦୀ’ ଏବଂ ‘ଧର୍ମନିରପେକ୍ଷ’ ଏହି ଦୁଇଟି ଶବ୍ଦ ସମ୍ବିଧାନରେ ରହିବା ଉଚିତ କି ନାହିଁ ତାହା ଗମ୍ଭୀରତାର ସହିତ ବିଚାର କରିବାର ଆବଶ୍ୟକତା ଅଛି ବୋଲି କୁହାଯାଉଛି। ଏହି ଦୁଇଟି ଶବ୍ଦକୁ ନେଇ ସାରା ଦେଶରେ ବିତର୍କ ଆରମ୍ଭ ହୋଇଛି। ସମ୍ବିଧାନରୁ ଏହାକୁ ହଟାଇବା ପାଇଁ ଦାବି ହେଉଛି।

Emergency
Emergency in India: ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୫୦ ବର୍ଷ

ରାଜନୈତିକ ଅସ୍ଥିରତା ପାଇଁ ୧୯୭୫ ଜୁନ୍ ୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା I ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଇମର୍ଜେନସୀ ଜାରି କରିଥିଲେ I ଗଣମାଧ୍ୟମର ସ୍ୱର ଦମନ, ନାଗରିକଙ୍କ ସ୍ୱାଧୀନତା ସୀମିତ ରହିଥିଲା ।

indira Gandhi 5 big decision of her country ever remember
Indira Gandhi Birthday: ଇନ୍ଦିରା ଗାନ୍ଧୀଙ୍କ ଏହି ୫ଟି ବଡ ନିଷ୍ପତ୍ତି ଦେଶକୁ କରିଦେଲା ପରିବର୍ତ୍ତନ

ଇନ୍ଦିରା ଗାନ୍ଧୀଙ୍କ କେତେକ ବଡ ଓ ଶକ୍ତିଶାଳୀ ନିଷ୍ପତ୍ତି ଯୋଗୁଁ ତାଙ୍କୁ ଲୌହ ମାନବୀ ବୋଲି କୁହାଯାଏ। ତେବେ ଆସନ୍ତୁ ଏହି ଅବସରରେ ସେ ନେଇଥିବା ୫ଟି ବଡ ନିଷ୍ପତ୍ତି ବିଷୟରେ ଜାଣିନେବା ଯାହା ସେତେବେଳେ ଦେଶକୁ ଆଶ୍ଚର୍ଯ୍ୟ କରିଥିଲା ଆଉ ତାଙ୍କର ଏହି ନିଷ୍ପତ୍ତି ତାଙ୍କୁ ଲୌହ ମାନବୀ କରିଦେଲା।

Mamata Banerjee
ଇନ୍ଦିରା ଗାନ୍ଧୀଙ୍କୁ ଚନ୍ଦ୍ରକୁ ପଠାଇଲେ ଦିଦି, ମମତାଙ୍କ ଆଉ ଏକ ଭିଡିଓ ଭାଇରାଲ

ପ୍ରଥମେ ରାକେଶ ରୋଶନ, ଆଉ ଏବେ ଇନ୍ଦିରା ଗାନ୍ଧୀଙ୍କୁ ଚନ୍ଦ୍ରକୁ ପଠାଇଲେ ମମତା

S. Jaishankar
କାନାଡ଼ା ଉପରେ ଖପ୍ପା ଭାରତ ସରକାର, ଜୟଶଙ୍କର ଦେଲେ ଚେତାବନୀ

କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ପରେଡ୍ ପ୍ରସଙ୍ଗ । ଇନ୍ଦିରା ଗାନ୍ଧୀ ହତ୍ୟାକାଣ୍ଡ ପ୍ରତିକୃତି ପ୍ରଦର୍ଶନକୁ ନେଇ ବିବାଦ ।

Kangana Ranaut plays Indira Gandhi in Emergency, teaser released
୧୯୭୫ ଜରୁରୀକାଳୀନ ସ୍ଥିତିକୁ ପରଦାରେ ଦେଖିବେ ଦର୍ଶକ, କଙ୍ଗନା ବନିଛନ୍ତି ଇନ୍ଦିରା ଗାନ୍ଧୀ

୧୯୭୫ ଜରୁରୀକାଳୀନ ସ୍ଥିତିକୁ ପରଦାରେ ଦେଖିବେ ଦର୍ଶକ....ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି କଙ୍ଗନା...ଦେଖନ୍ତୁ ତାହାର କିଛି ଝଲକ…