ଯୁବତୀ ଜଣକ ଅନ୍ଲାଇନ୍ରେ ଭେଜ୍ ବିରିୟାନୀ ଅର୍ଡର କରିଥିଲେ। ହେଲେ ଏଥିରୁ ଏକ ହାଡ଼ ବାହାରିଥିଲା। ଯାହାକି ମଟନ୍ କିମ୍ବା ଚିକେନ୍ର ହୋଇଥାଇପାରେ।
ଗ୍ରାହକ ଜଣକ ଅନ୍ଲାଇନ୍ରେ ଚିକେନ୍ ୱିଙ୍ଗସ୍ ଅର୍ଡର କରିଥିଲେ। ହେଲେ ଯେତେବେଳେ ସେ ପାର୍ସଲ ଖୋଲିଥିଲେ, ସେତେବେଳେ ବକ୍ସ ଭିତରୁ ତାଙ୍କୁ ଏକ ଦୁଃଖଭରା ଚିଠି ଓ ଚିକେନର ଖାଲି ହାଡ଼ ମିଳିଥିଲା।
ଅନ୍ଲାଇନ୍ରେ ମଟର ପନିର ଅର୍ଡର କରିଥିଲେ, ହେଲେ ଫୁଡ୍ ଡେଲିଭରିରେ ଚିକେନ୍ କରି ଆସିଥିଲା। ସେମାନେ ଜୋମାଟୋରେ ଖାଇବା ଅର୍ଡର ହୋଇଥିଲା। ଯେଉଁଠି ଏଭଳି ତ୍ରୁଟି ସାମ୍ନାକୁ ଆସିଛି।
ଅନ୍ଲାଇନ୍ରେ ଫୁଡ୍ ଅର୍ଡର ବେଳେ ଯଦି ଖାଦ୍ୟ ଘରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଯାଏ, ତା’ହେଲେ ଅଧିକାଂଶ ଲୋକ ଡେଲିଭରି ବୟ ଉପରେ ବିରକ୍ତି ଭାବ ପ୍ରକାଶ କରିଥାନ୍ତି। ଏପରିକି କିଛି ଲୋକ ଗାଳିଗୁଲଜ କରିବାକୁ ମଧ୍ୟ ପଛାନ୍ତି ନାହିଁ।