• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Online Food Order

Customer finds bones from veg biryani
ଅନ୍‌ଲାଇନ୍‌ରେ ଅର୍ଡର କଲେ ଭେଜ୍‌ ବିରିୟାନୀ, ବାହାରିଲା ହାଡ଼...ଗ୍ରାହକଙ୍କ ମୁଣ୍ଡ ଗରମ

ଯୁବତୀ ଜଣକ ଅନ୍‌ଲାଇନ୍‌ରେ ଭେଜ୍‌ ବିରିୟାନୀ ଅର୍ଡର କରିଥିଲେ। ହେଲେ ଏଥିରୁ ଏକ ହାଡ଼ ବାହାରିଥିଲା। ଯାହାକି ମଟନ୍‌ କିମ୍ବା ଚିକେନ୍‌ର ହୋଇଥାଇପାରେ।

Man Orders Chicken Wings Online, Receives Bones In Box
ଡେଲିଭରି ବୟଙ୍କ ଇମୋସନାଲ୍‌ ଚିଠି- ‘କ୍ଷମା କରିବେ ବାବୁ...ଭାରି ଭୋକ ଲାଗିଲା, ସବୁ ଖାଇଦେଲି’

ଗ୍ରାହକ ଜଣକ ଅନ୍‌ଲାଇନ୍‌ରେ ଚିକେନ୍‌ ୱିଙ୍ଗସ୍‌ ଅର୍ଡର କରିଥିଲେ। ହେଲେ ଯେତେବେଳେ ସେ ପାର୍ସଲ ଖୋଲିଥିଲେ, ସେତେବେଳେ ବକ୍ସ ଭିତରୁ ତାଙ୍କୁ ଏକ ଦୁଃଖଭରା ଚିଠି ଓ ଚିକେନର ଖାଲି ହାଡ଼ ମିଳିଥିଲା।

Gwalior Restaurant Fined For Delivering Chicken Curry Instead Of Matar Paneer
ଅର୍ଡର କଲେ ମଟର ପନିର, ଆସିଲା ଚିକେନ...୨୦ ହଜାର ଟଙ୍କା ଫାଇନ୍‌ ଗଣିଲା ରେଷ୍ଟୁରାଣ୍ଟ୍‌

ଅନ୍‌ଲାଇନ୍‌ରେ ମଟର ପନିର ଅର୍ଡର କରିଥିଲେ, ହେଲେ ଫୁଡ୍‌ ଡେଲିଭରିରେ ଚିକେନ୍ କରି ଆସିଥିଲା। ସେମାନେ ଜୋମାଟୋରେ ଖାଇବା ଅର୍ଡର ହୋଇଥିଲା। ଯେଉଁଠି ଏଭଳି ତ୍ରୁଟି ସାମ୍ନାକୁ ଆସିଛି। 

Food Delivery Boy
ଖାଇବା ପହଞ୍ଚାଇବା ପରେ କାନ୍ଦି ପକାଇଲେ ଡେଲିଭରି ବୟ, ଆଉ ତା’ପରେ...

ଅନ୍‌ଲାଇନ୍‌ରେ ଫୁଡ୍‌ ଅର୍ଡର ବେଳେ ଯଦି ଖାଦ୍ୟ ଘରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଯାଏ, ତା’ହେଲେ ଅଧିକାଂଶ ଲୋକ ଡେଲିଭରି ବୟ ଉପରେ ବିରକ୍ତି ଭାବ ପ୍ରକାଶ କରିଥାନ୍ତି। ଏପରିକି କିଛି ଲୋକ ଗାଳିଗୁଲଜ କରିବାକୁ ମଧ୍ୟ ପଛାନ୍ତି ନାହିଁ।