• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Teacher Student Love

Student teacher marriage
Love Story: ଶିକ୍ଷୟିତ୍ରୀଙ୍କୁ ହୋଇଗଲା ପ୍ରେମ; ୨୬ ବର୍ଷ ବଡ ହେଲେ ବି କରିନେଲେ ପତ୍ନୀ

୨୨ ବର୍ଷୀୟ ଡାନିୟାଲ୍ ୨୦୨୧ ମସିହାରେ ତାଙ୍କର ୪୮ ପ୍ରେମିକାଙ୍କୁ ବିବାହ କରିଥିଲେ। ପୂର୍ବରୁ ବିବାହ କରିଥିବା ଜମିଲା ୨୦୦୭ ମସିହାରେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ ଏବଂ ସେବେଠାରୁ ତାଙ୍କ କ୍ୟାରିୟର ଉପରେ ଧ୍ୟାନ ଦେଉଥିଲେ।

Teacher Student Love
ପ୍ରେମରେ ଦିଦି ଉବୁଟୁବୁ, ଟ୍ୟୁସନ କରୁ କରୁ ଛାତ୍ର ସହ ଚମ୍ପଟ୍‌

ଛାତ୍ରଙ୍କ ପ୍ରେମରେ ଉବୁଟୁବୁ ଦିଦି। ସତ ଜଣାପଡିବା ପରେ ଘର ଲୋକ ବାରଣ କଲେ, ହେଲେ ଦିଦି କିଛି ଶୁଣିଲେନି। ପ୍ରେମ ଏମିତି ବାୟା କଲା ଯେ ଛାତ୍ରଙ୍କ ସହ ଫେରାର ମାରିଲେ

Teacher Allegedly Shows Porn To Girls
କ୍ଲାସ ରୁମ୍‌ରେ ଛାତ୍ରୀଙ୍କୁ ଶିକ୍ଷକ ଦେଖାଉଥିଲେଏମିତି ଭିଡିଓ, ଆଉ ତା’ ପରେ...

ଗୁରୁଙ୍କୁ ଦିନେ ଭଗବାନଙ୍କ ଆସନ ଦିଆଯାଇଥିଲା ସମାଜରେ। ଗୁରୁଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ଛାତ୍ର। ହେଲେ ଆଜି ଗୁରୁ-ଶିଷ୍ୟ ସମ୍ପର୍କରେ ଅନେକ ଦୂରତା। ଏଠି ଗୁରୁଙ୍କୁ ନା ମିଳୁଛି ଛାତ୍ରଙ୍କ ସମ୍ମାନ ନା ଛାତ୍ରଙ୍କୁ ମିଳୁଛି ଗୁରୁଙ୍କ ମାର୍ଗଦର୍ଶନ। ଗୁରୁଶିଷ୍ୟ ସମ୍ପର୍କରେ ଏମିତି ଆଉ ଏକ କଳଙ୍କର ଚିହ୍ନ ଲଗାଇଛନ୍ତି ଝାଡ଼ଖଣ୍ଡର ଜଣେ ଶିକ୍ଷକ।

The children wept bitterly on the teachers farewell
ଶିକ୍ଷକଙ୍କ ବିଦାୟକୁ ସହିପାରିଲେନି ପିଲା; ଘେରିଗଲେ, କାନ୍ଦିଲେ

ଅପୂର୍ବ ଗୁରୁ-ଶିଷ୍ୟ ବନ୍ଧନ ଦେଖିବାକୁ ମିଳିଛି। ଜଣେ ଶିକ୍ଷକଙ୍କ ବଦଳିକୁ ସହିପାରି ନାହାନ୍ତି ଛାତ୍ରଛାତ୍ରୀ। ସେ ସ୍କୁଲ୍ ଛାଡି ଗଲାବେଳେ ତାଙ୍କୁ ଘେରି କାନ୍ଦିବାକୁ ଲାଗିଛନ୍ତି।