ଯୋଗର ନିୟମିତ ଅଭ୍ୟାସ ବିଭିନ୍ନ କ୍ରନିକ୍ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କାକୁ ଦୂର କରେ। କିନ୍ତୁ ଯୋଗ କରିବା ବେଳେ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଏନେଇ କ’ଣ କହୁଛି ଆୟୁଷ ମନ୍ତ୍ରଣାଳୟ ଆସନ୍ତୁ ଜାଣିବା।