• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ମଙ୍ଗଳବାର, ତିଥି – ୫ମୀ ଅହୋରାତ୍ର, ଚନ୍ଦ୍ର –କନ୍ୟା ଅହୋରାତ୍ର, ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - କୃଷିୁ ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ସନ୍ଧ୍ୟା ୦୫/୨୮ ଗତେ ୧ ପାଦ -କୃଷିହାନି – ଭୂମିଦାନ ।

ଶୁଭ ସମୟ :-

  • ଦିବା ୦୮/୩୯ ରୁ ୧୦/୩୫
  • ଦିବା ୦୧/୧୦ ରୁ ୦୧/୨୯
  • ଦିବା ୦୪/୪୨ ରୁ ୦୫/୨୭
  • ସନ୍ଧ୍ୟା ୦୬/୧୯ ରୁ ୦୭/୦୩
  • ରାତ୍ରି ୦୯/୧୭ ରୁ ୧୧/୩୦
  • ରାତ୍ରି ୦୧/୪୪ ରୁ ୦୩/୧୩

ଅଶୁଭ ସମୟ :-

  • ଋାହୁକାଳ - ଦିବା ୦୩/୦୬ ରୁ ୦୪/୪୨
  • କାଳବେଳା - ଦିବା ୦୧/୨୯ ରୁ ୦୩/୦୬
  • ବାରବେଳା - ପ୍ରାତଃ ୦୭/୦୩ ରୁ ୦୮/୩୯
  • କାଳରାତ୍ରି – ରାତ୍ରି ୦୭/୪୨ ରୁ ୦୯/୦୬

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :-

Aries
  • ଅଶ୍ୱନୀ – ବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ଭଲ ସମ୍ବନ୍ଧ ରହିବ
  • ଦ୍ୱିଜା – ଜୀବନକୁ ଉକୃଷ୍ଟ କରିବା ଲାଗି ସୁଯୋଗ ପାଇବେ
  • କୃତିକା – ଲେଖାଲେଖି କରୁଥିବା ବ୍ୟକ୍ତିଙ୍କୁ ପ୍ରଂଶସା ମିଳିପାରେ

ପ୍ରତିକାର - ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ

ବୃଷ :- 

Taurus
  • କୃତିକା - ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ଭାବ ପ୍ରକାଶ କରିବେ
  • ରୋହିଣୀ –ପରିବାର ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଚେଷ୍ଟା କରିବେ
  • ମୃଗଶିରା –ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାକୁ ମନଦେଇ ଶୁଣି ପାରନ୍ତି

ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

ମିଥୁନ :- 

Gemini
  • ମୃଗଶିରା -ଯାତ୍ରା ସମୟ ରେ ସତର୍କତା ଅବଲମ୍ବନ କରନ୍ତୁ
  • ଆଦ୍ରା - ଅତି ଭଲ ସପଂର୍କ ରଖିଥିବା ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି
  • ପୁନର୍ବସୁ - ଋାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି

ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କର୍କଟ :- 

Cancer
  • ପୁନର୍ବସୁ - ଧୈର୍ଯ୍ୟ ଧର କାମରେ ସଫଳତା ପାଇବେ
  • ପୁଷ୍ୟା – ଶିକ୍ଷାକ୍ଷେତ୍ରରେ ଭଲ ପରିମାଣ ପାଇବେ
  • ଅଶ୍ଳେଷା - ଲେଖାପଢା ପ୍ରତି ଆଗ୍ରହ ରୁଚି ବଢିବ

ପ୍ରତିକାର – ମା ଭୁନନେଶୂରୀଙ୍କର ମହାକବଚ ଧାରଣ କରନ୍ତୁ

ସିଂହ :- 

Leo
  • ମଘା –ପିୟତମଙ୍କ ଠାରୁ କିଛି ଉପହାର ପାଇବେ
  • ପୂ , ଫାଲଗୁନୀ - ସଂଚାର କ୍ଷେତ୍ରରେ ବ୍ୟକ୍ତିଙ୍କୁ ଲାଭ ମିଳିବ
  • ଉ ,ଫାଲଗୁନୀ – ମହିଳାଙ୍କୁ କାମରେ ଟିକେ ଆରାମ ମିଳିବ

ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

କନ୍ୟା :- 

Virgo
  • ଉ , ଫାଲଗୁନୀ –ନୂଆ ଜମି କିଣିବା ଆଗରୁ ଶୁଭ ମୂହୁର୍ତ ଦେଖି କିଣନ୍ତୁ
  • ହସ୍ତା – ବୈବାହିକ ଜୀବନ ସୁଖ ଭରା ରହିବ
  • ଚିତ୍ରା – କାମରେ ନିଜ ଲୋକଙ୍କ ଠାରୁ ସାହାର୍ଯ୍ୟ ପାଇବେ

ପ୍ରତିକାର - ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା :- 

Libra
  • ଚିତ୍ରା – ମନ ଚାହୁଁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହେବ
  • ସ୍ୱାତୀ –ପରିବାର ଭିତରେ ଭୁଲବୁଝାବଣା ହେବ
  • ବିଶାଖା – କୈାଣସି କାମକୁ ତରତରିଆ ହୋଇ କରନ୍ତୁ ନାହିଁ

ପ୍ରତିକାର – ଶିବଙ୍କର ଦର୍ଶନ କରନ୍ତୁ

ବିଛା :- 

Scorpio
  • ବିଶାଖା –ଆପଣଙ୍କର ଆତ୍ମ ବିଶ୍ୱାସ ଦେଖି କର୍ତୁପକ୍ଷ ଖୁସିହେବେ
  • ଅନୁରାଧା –ଅନ୍ୟକୁ ସାହାର୍ଯ୍ୟ କରିବାକୁ ଯାଇ ଅପମାନିତ ହେବେ
  • ଜ୍ୟେଷ୍ଠା – ପୁରୁଣା ବିଚାରକୁ ଛାଡି ନୂଆ ବିଚାର ଗ୍ରହଣ କରିବେ

ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ

ଧନୁ :- 

Sagittarius
  • ମୂଳା – ଜୀବନ ସାଥିଙ୍କ ସହଯୋଗ ଆପଣଙ୍କ ଅଶାନ୍ତିଙ୍କୁ କମ୍ କରିବ
  • ପୂ , ଷାଢା – ଶତ୍ରୃଙ୍କୁ ପରାସ୍ତ କରିବେ
  • ଉ , ଷାଢା – ଭାବିଥିବା କାମ କାହାରି ସାହାର୍ଯ୍ୟରେ ପୂରା ହୋଇଯିବ

ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର :- 

Capricorn
  • ଉ , ଷାଢା - ବାପା , ମାଙ୍କ ପରାମର୍ଶ ନିଅନ୍ତୁ ଭଲ ହେବ
  • ଶ୍ରବଣା – ପ୍ରେମ ସମ୍ବନ୍ଧ ପ୍ରତି ଆପଣ ଅଧିକ ବିନମ୍ର ରହିବେ
  • ଧନିଷ୍ଠା –ଅନ୍ୟ ଜିଲ୍ଲାରେ ବ୍ୟବସାୟ ବିସ୍ତାର କରିବା ଲାଗି ଭାବିବେ

ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

କୁମ୍ଭ :- 

Aquarius
  • ଧନିଷ୍ଠା – ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରି ପାରନ୍ତି
  • ଶତଭିଷା –ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ
  • ପୂ , ଭାଦ୍ରପଦ –ପଡୋଶୀ ଶତ୍ରୁତା ଲାଗି ରହିବ

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ମୀନ :- 

Pisces
  • ପୂ , ଭାଦ୍ରପଦ - କୌଣସି ପୋଗ୍ରାମରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରେ
  • ଉ , ଭଦ୍ରପଦ -ପରିଶ୍ରମ କରିଲେ ବଳକା କାମ ପୂରା ହେବ
  • ରେବତୀ – ମନର ବ୍ୟଥା ପାଖ ଲୋକକୁ କୁହନ୍ତୁ, ମନ ହାଲକା ରହିବ

ପ୍ରତିକାର – ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)