ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ମଙ୍ଗଳବାର, ତିଥି – ୫ମୀ ଅହୋରାତ୍ର, ଚନ୍ଦ୍ର –କନ୍ୟା ଅହୋରାତ୍ର, ଘାତ ଚନ୍ଦ୍ର- ବୃଷ ରାଶିର ଅହୋରାତ୍ର, ଘାତ ବାର –ମକର ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - କୃଷିୁ ଓ ବଂଶହାନି – ଭୂମି ଓ ତିଳକାଞନ ଦାନ ସନ୍ଧ୍ୟା ୦୫/୨୮ ଗତେ ୧ ପାଦ -କୃଷିହାନି – ଭୂମିଦାନ ।
ଶୁଭ ସମୟ :-
- ଦିବା ୦୮/୩୯ ରୁ ୧୦/୩୫
- ଦିବା ୦୧/୧୦ ରୁ ୦୧/୨୯
- ଦିବା ୦୪/୪୨ ରୁ ୦୫/୨୭
- ସନ୍ଧ୍ୟା ୦୬/୧୯ ରୁ ୦୭/୦୩
- ରାତ୍ରି ୦୯/୧୭ ରୁ ୧୧/୩୦
- ରାତ୍ରି ୦୧/୪୪ ରୁ ୦୩/୧୩
ଅଶୁଭ ସମୟ :-
- ଋାହୁକାଳ - ଦିବା ୦୩/୦୬ ରୁ ୦୪/୪୨
- କାଳବେଳା - ଦିବା ୦୧/୨୯ ରୁ ୦୩/୦୬
- ବାରବେଳା - ପ୍ରାତଃ ୦୭/୦୩ ରୁ ୦୮/୩୯
- କାଳରାତ୍ରି – ରାତ୍ରି ୦୭/୪୨ ରୁ ୦୯/୦୬
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ :-
- ଅଶ୍ୱନୀ – ବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ଭଲ ସମ୍ବନ୍ଧ ରହିବ
- ଦ୍ୱିଜା – ଜୀବନକୁ ଉକୃଷ୍ଟ କରିବା ଲାଗି ସୁଯୋଗ ପାଇବେ
- କୃତିକା – ଲେଖାଲେଖି କରୁଥିବା ବ୍ୟକ୍ତିଙ୍କୁ ପ୍ରଂଶସା ମିଳିପାରେ
ପ୍ରତିକାର - ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ
ବୃଷ :-
- କୃତିକା - ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ଭାବ ପ୍ରକାଶ କରିବେ
- ରୋହିଣୀ –ପରିବାର ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଚେଷ୍ଟା କରିବେ
- ମୃଗଶିରା –ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାକୁ ମନଦେଇ ଶୁଣି ପାରନ୍ତି
ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ :-
- ମୃଗଶିରା -ଯାତ୍ରା ସମୟ ରେ ସତର୍କତା ଅବଲମ୍ବନ କରନ୍ତୁ
- ଆଦ୍ରା - ଅତି ଭଲ ସପଂର୍କ ରଖିଥିବା ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି
- ପୁନର୍ବସୁ - ଋାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି
ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କର୍କଟ :-
- ପୁନର୍ବସୁ - ଧୈର୍ଯ୍ୟ ଧର କାମରେ ସଫଳତା ପାଇବେ
- ପୁଷ୍ୟା – ଶିକ୍ଷାକ୍ଷେତ୍ରରେ ଭଲ ପରିମାଣ ପାଇବେ
- ଅଶ୍ଳେଷା - ଲେଖାପଢା ପ୍ରତି ଆଗ୍ରହ ରୁଚି ବଢିବ
ପ୍ରତିକାର – ମା ଭୁନନେଶୂରୀଙ୍କର ମହାକବଚ ଧାରଣ କରନ୍ତୁ
ସିଂହ :-
- ମଘା –ପିୟତମଙ୍କ ଠାରୁ କିଛି ଉପହାର ପାଇବେ
- ପୂ , ଫାଲଗୁନୀ - ସଂଚାର କ୍ଷେତ୍ରରେ ବ୍ୟକ୍ତିଙ୍କୁ ଲାଭ ମିଳିବ
- ଉ ,ଫାଲଗୁନୀ – ମହିଳାଙ୍କୁ କାମରେ ଟିକେ ଆରାମ ମିଳିବ
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ
କନ୍ୟା :-
- ଉ , ଫାଲଗୁନୀ –ନୂଆ ଜମି କିଣିବା ଆଗରୁ ଶୁଭ ମୂହୁର୍ତ ଦେଖି କିଣନ୍ତୁ
- ହସ୍ତା – ବୈବାହିକ ଜୀବନ ସୁଖ ଭରା ରହିବ
- ଚିତ୍ରା – କାମରେ ନିଜ ଲୋକଙ୍କ ଠାରୁ ସାହାର୍ଯ୍ୟ ପାଇବେ
ପ୍ରତିକାର - ତ୍ରୀପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା :-
- ଚିତ୍ରା – ମନ ଚାହୁଁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହେବ
- ସ୍ୱାତୀ –ପରିବାର ଭିତରେ ଭୁଲବୁଝାବଣା ହେବ
- ବିଶାଖା – କୈାଣସି କାମକୁ ତରତରିଆ ହୋଇ କରନ୍ତୁ ନାହିଁ
ପ୍ରତିକାର – ଶିବଙ୍କର ଦର୍ଶନ କରନ୍ତୁ
ବିଛା :-
- ବିଶାଖା –ଆପଣଙ୍କର ଆତ୍ମ ବିଶ୍ୱାସ ଦେଖି କର୍ତୁପକ୍ଷ ଖୁସିହେବେ
- ଅନୁରାଧା –ଅନ୍ୟକୁ ସାହାର୍ଯ୍ୟ କରିବାକୁ ଯାଇ ଅପମାନିତ ହେବେ
- ଜ୍ୟେଷ୍ଠା – ପୁରୁଣା ବିଚାରକୁ ଛାଡି ନୂଆ ବିଚାର ଗ୍ରହଣ କରିବେ
ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ
ଧନୁ :-
- ମୂଳା – ଜୀବନ ସାଥିଙ୍କ ସହଯୋଗ ଆପଣଙ୍କ ଅଶାନ୍ତିଙ୍କୁ କମ୍ କରିବ
- ପୂ , ଷାଢା – ଶତ୍ରୃଙ୍କୁ ପରାସ୍ତ କରିବେ
- ଉ , ଷାଢା – ଭାବିଥିବା କାମ କାହାରି ସାହାର୍ଯ୍ୟରେ ପୂରା ହୋଇଯିବ
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର :-
- ଉ , ଷାଢା - ବାପା , ମାଙ୍କ ପରାମର୍ଶ ନିଅନ୍ତୁ ଭଲ ହେବ
- ଶ୍ରବଣା – ପ୍ରେମ ସମ୍ବନ୍ଧ ପ୍ରତି ଆପଣ ଅଧିକ ବିନମ୍ର ରହିବେ
- ଧନିଷ୍ଠା –ଅନ୍ୟ ଜିଲ୍ଲାରେ ବ୍ୟବସାୟ ବିସ୍ତାର କରିବା ଲାଗି ଭାବିବେ
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ :-
- ଧନିଷ୍ଠା – ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରି ପାରନ୍ତି
- ଶତଭିଷା –ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ
- ପୂ , ଭାଦ୍ରପଦ –ପଡୋଶୀ ଶତ୍ରୁତା ଲାଗି ରହିବ
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ମୀନ :-
- ପୂ , ଭାଦ୍ରପଦ - କୌଣସି ପୋଗ୍ରାମରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରେ
- ଉ , ଭଦ୍ରପଦ -ପରିଶ୍ରମ କରିଲେ ବଳକା କାମ ପୂରା ହେବ
- ରେବତୀ – ମନର ବ୍ୟଥା ପାଖ ଲୋକକୁ କୁହନ୍ତୁ, ମନ ହାଲକା ରହିବ
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)