ସବୁଠାରୁ ଉନ୍ନତ କୁହାଯାଉଥିବା ୭୦୦ ମେଗାହର୍ଜ ସମେତ ଅନ୍ୟ ବ୍ୟାଣ୍ଡର ସ୍ପ୍ରେମକୁ କିଣିଛି ଜିଓ।
ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ୫ଜି ସେବା ମିଳିବ ବୋଲି ଆଶା ରଖାଯାଇଛି।
ଇଣ୍ଟରନେଟ୍ କ୍ଷେତ୍ରରେ ଆସିବ ବୈପ୍ଲବିକ ପରିବର୍ତ୍ତନ