ଇଏ ସାଧାରଣ ନିମ ଗଛ ନୁହେଁ । ଦୈବଶକ୍ତି ଅଛି ଏହି ଗଛରେ । ପତ୍ର ସବୁ ମିଠା ଲାଗୁଛି...ପାଖଆଖ ଗାଁରୁ ଲୋକଙ୍କ ସୁଅ ଛୁଟିଛି । ଗଛକୁ ଦେଖି ଯିଏ ଯୁଆଡେ ଗଲା, ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲା ।
ଚୈତ୍ର ମାସରେ ନିମ୍ବ କଢି ଖାଇବା ଅନେକଙ୍କର ପସନ୍ଦ ହୋଇଥାଏ। ହେଲେ ଗଛର ଏଭଳି ସ୍ଥିତି ଅନେକଙ୍କୁ ବିଚଳିତ କରିଛି ।
ନିମ୍ବ ପାଣିରେ ମୁହଁ ଧୋଇଲେ ମିଳିବ ଏହି ସମସ୍ୟାରୁ ମୁକ୍ତି...
ନିମ୍ବ ଗଛରୁ ବାହାରୁଛି କ୍ଷୀର ! ଆଉ ଏହାକୁ ବିଶ୍ୱାସ କରି ଲୋକମାନେ ଧୂପଦୀପ ଦେଇ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି। ଆଜ୍ଞାମାଳ, ମନ୍ଦିରରୁ ପତାକା ଆଣି ନିମ୍ବ ଗଛରେ ବନ୍ଧା ଯାଇଛି। ଗଛରେ ଠାକୁର ଆର୍ବିଭାବ ହେବାର ବିଶ୍ୱାସକୁ ନେଇ ଲୋକଙ୍କ ଭିଡ଼ ଜମୁଛି।