• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ଶୁକ୍ରବାର ତିଥି –୮ମୀ ରାତ୍ରି ୦୩/୫୭ ଗତେ ୯ମୀ ଚନ୍ଦ୍ର –ତୁଳା ଅହୋରାତ୍ର ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ସନ୍ଧ୍ୟା ୦୬/୩୬ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ

ଶୁଭ ସମୟ

ପ୍ରାତଃ ୦୫/୨୭ ରୁ୦୬/୧୮

ପ୍ରାତଃ ୦୭/୧୦ ରୁ୦୮/୪୦

ଦିବା ୧୨/୧୮ ରୁ ୦୨/୫୨

ଦିବା ୦୪/୩୫ ରୁ ୦୬/୧୭

ରାତ୍ରି ୦୭/୪୭ ରୁ ୦୯/୦୫

ରାତ୍ରି ୦୧/୪୪ ରୁ ୦୩/୫୮

ଅଶୁଭ ସମୟ

ଋାହୁକାଳ - –ଦିବା ୧୦/୧୬ ରୁ ୧୧/୫୨

କାଳବେଳା - ଦିବା ୧୦/୧୬ ରୁ ୧୧/୫୨

ବାରବେଳା – ଦିବା ୦୮/୪୦ ରୁ ୧୦/୧୬

କାଳରାତ୍ରି - ରାତ୍ରି ୦୯/୦୫ ରୁ ୧୦/୨୯

ଆଜିର ରାଶିଫଳ

ମେଷ:

ଅଶ୍ୱନୀ –ନିଜ ମନରେ ନୂଆ ନୂଆ ବିଚାର ଆସିପାରେ

ଦ୍ୱିଜା – ବଡ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇବେ

କୃତିକା – ସ୍ଥଗିତ କାମ ବନ୍ଧୁ ସାହାର୍ଯ୍ୟରେ ପୁରା କରିବେ

ପ୍ରତିକାର - ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ

ବୃଷ:

କୃତିକା -ଦାମ୍ପତ୍ୟ ଜୀବନରେ ସୈାହାର୍ଦ୍ଦ୍ୟ ବଢିପାରେ

ରୋହିଣୀ –ଆପଣଙ୍କୁ ପୁରସ୍କାର ମିଳିବାର ଯୋଗ ରହିଛି

ମୃଗଶିରା –ଆପଣଙ୍କ ସ୍ୱଭାବ ଟିକେ କୋମଳ କରନ୍ତୁ

ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ:

ମୃଗଶିରା -ଧାର ଦେବା ନେବାରେ ନିବୃତ ରିହନ୍ତୁ

ଆଦ୍ରା - ଖାଦ୍ୟ ପ୍ରତି ସଜାଗ ରୁହନ୍ତୁ

ପୁନର୍ବସୁ - ରାସ୍ତାରେ ଯିବା ସମୟରେ ପକେଟ ମାର ପ୍ରତି ସାବଧାନ ରୁହନ୍ତୁ

ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

କର୍କଟ:

ପୁନର୍ବସୁ - ଆପଣଙ୍କ କଳାତ୍ମକ ବଢିପାରେ

ପୁଷ୍ୟା – ବାଲ୍ୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ଯୋଗ ରହିଛି

ଅଶ୍ଳେଷା - ନୂତନ ଜିନିଷ କ୍ରୟ କରିପାରନ୍ତି

ପ୍ରତିକାର – ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ:

ମଘା – ବ୍ୟବସାୟ ବିଷୟରେ ଭଲ କଥା କହିବେ

ପୂ , ଫାଲଗୁନୀ - ନବ ବିବାହିତ ଦମ୍ପତି ଏକା ସାଙ୍ଗରେ ସମୟ ବିତାଇବେ

ଉ ,ଫାଲଗୁନୀ – ଗୃହିଣୀଙ୍କ ଘରକାମରେ ଘର ଲୋକ ସାହାର୍ଯ୍ୟ କରିବେ

ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ

କନ୍ୟା:

ଉ , ଫାଲଗୁନୀ –ଆମଦାନି ବଢଇବାର ନୂଆ ଯୋଜନ ମୁଣ୍ଡକୁ ଆସିପାରେ

ହସ୍ତା –ଅନ୍‌ଲାଇନ ବ୍ୟବସାୟ କରିବାକୁ ଭାବିବେ

ଚିତ୍ରା –ପରିବାରରେ ଲୋକ ଆପଣଙ୍କ କଥାକୁ ସତମତି ଦେବେ

ପ୍ରତିକାର - ସକାଳୁ କୁକୁର,କାଉକୁ ଖାଇବାକୁ ଦିଅନ୍ତୁ

ତୁଳା:

ଚିତ୍ରା - ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ

ସ୍ୱାତୀ – ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ ମନ ମୁତାବକ କାମ ସଂପୂର୍ଣ୍ଣ ହେବ

ବିଶାଖା - ସରକାରୀ କାମରେ ସଫଳତା ପାଇବେ

ପ୍ରତିକାର –ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା:

ବିଶାଖା –ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି

ଅନୁରାଧା – ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ

ଜ୍ୟେଷ୍ଠା –ନିଜ ଜିନିଷ କେଉଁଠି ରଖି ଦେଇ ପାସୋରି ଯାଇ ପାରନ୍ତି

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ:

ମୂଳା –ପିତାମାତାଙ୍କ ଓ ସହଯୋଗ ପାଇବେ

ପୂ , ଷାଢା – ଲୋକେ ଆପଣଙ୍କ ବ୍ୟକ୍ତିତକୁ ପ୍ରେରଣା ଦେବେ

ଉ , ଷାଢା –ନୂଆ ପଥ ଦୃଷ୍ଟି ଗୋଚର ହେବ

ପ୍ରତିକାର – କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ

ମକର:

ଉ , ଷାଢା - କର୍ତୁପକ୍ଷଙ୍କ କଥାକୁ ଭଲ ଭାବରେ ଶୁଣି ମତ ଦିଅନ୍ତୁ ଖୁସି ହେବେ

ଶ୍ରବଣା – ଖୁସି ଖବର ଶୁଣି ମନ ପ୍ରଫୁଲିତ ରହିବ

ଧନିଷ୍ଠା – ବୃତିରେ ନୂଆ ଯୋଜନା କରିବେ

ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ:

ଧନିଷ୍ଠା - ଚାହୁଁଥିବା କାମ ସହଜରେ ପୁରା ହୋଇଯିବ

ଶତଭିଷା –-ନୂଆ ଜାଗାକୁ ବୁଲିବାକୁ ଯାଇ ପାରନ୍ତି

ପୂ , ଭାଦ୍ରପଦ – ରାଜନୀତିରେ ଆର୍ଥିକ ଲାଭ ହୋଇପାରେ

ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ମୀନ:

ପୂ , ଭାଦ୍ରପଦ –ଆର୍ଥିକ ସ୍ଥିତିକୁ ନେଇ ମାନସିକ ଅସ୍ଥିରତା ବଢିପାରେ

ଉ , ଭଦ୍ରପଦ - ବିଶ୍ୱାସି ଲୋକ ବିଶ୍ୱାସଘାତ କାମ କରିପାରନ୍ତି

ରେବତୀ – କୋର୍ଟକଚେରୀ ମାମଲାଠୁ ଦୂରରେ ରୁହନ୍ତୁ

ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)