• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

CRPF Recruitment 2023
CRPFରେ ଚାକିରି କରିବା ପାଇଁ ବଡ଼ ସୁଯୋଗ ! ତୁରନ୍ତ କରନ୍ତୁ ଆବେଦନ

ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଜାନୁଆରୀ ୨୫ ପର୍ଯ୍ୟନ୍ତ ଚାଲିବ।

Karnataka
ବିବାହ ପରେ ପୁଅ ଯେମିତି ବାପାର, ଝିଅ ବି ସେମିତି...କୋଟାରେ ରହିଛି ଉଭୟଙ୍କ ଅଧିକାର...

ବିବାହ ପରେ ପୁଅ ଯଦି ପୁଅ ହୋଇ ରହିପାରୁଛି ଏବଂ ବାପାର ନାଁ ମଧ୍ୟ ବ୍ୟବହାର କରିପାରୁଛି ତେବେ ଝିଅ ମଧ୍ୟ ବିବାହ କରିବା ପରେ ଝିଅ ହୋଇ ରହିବ ଆଉ ବାପାର ନାଁ ବ୍ୟବହାର କରିପାରିବ ।

Amit Shah On Ram Mandir
ଶାହା କହିଲେ ବର୍ଷେ ଭିତରେ ସରିବ ରାମ ମନ୍ଦିର

ଆଗାମୀ ବର୍ଷକ ମଧ୍ୟରେ ସରିବ ରାମ ମନ୍ଦିର କାମ ।

Cold Wave
ପାଇପ୍‌ରୁ ପାଣି ବଦଳରେ ବାହାରୁଛି ବରଫ, ଦେଖନ୍ତୁ ଭିଡିଓ

କାଶ୍ମୀରରେ ଏବେ ଏମିତି ସ୍ଥିତି ଉପୁଜିଛି । ପାଇପ୍‌ରୁ ପାଣି ବଦଳରେ ବାହାରୁଛି ବରଫ ।

Shah Rukh Khan
ଶାହରୁଖ୍‌ ଖାନ୍‌ଙ୍କ ମାସିକ ରୋଜଗାର କେତେ ? ସିଧା ପଚାରିଦେଲେ ଫ୍ୟାନ୍‌...

କେତେ ରୋଜଗାର କରନ୍ତି ? ଉତ୍ତର ଦେଲେ କିଙ୍ଗ ଖାନ୍‌ ଫ୍ୟାନ୍‌ମାନେ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲେ ଆଉ ଶାହରୁଖ୍‌ ସମସ୍ତ ଉତ୍ତର ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ ।

Chit fund scam: Supreme Court seeks status report from CBI
ଚିଟ୍‌ଫଣ୍ଡ ଠକେଇ ମାମଲା: CBIକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ଚିଟ୍‌ଫଣ୍ଡ ଠକେଇ ମାମଲାରେ CBIକୁ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ମାମଲାର ଅଗ୍ରଗତି ସମ୍ପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

6 Devotees Dies As Their Vehicle Rams Into tree In Karnataka
ଦୁର୍ଘଟଣାରେ ୬ ଶ୍ରଦ୍ଧାଳୁ ମୃତ, ଅଧାରେ ରହିଗଲା ଦିଅଁ ଦର୍ଶନ...

ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ବାହାରି ଥିବାବେଳେ ଦୁର୍ଘଟଣାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ପିକ୍‌ଅପ୍‌ ଭ୍ୟାନ୍‌ ଗଛରେ ପିଟି ହେବା ଯୋଗୁ ଦୁର୍ଘଟଣା ଘଟିଛି।

Man Dies After Fell From Hill While Taking Selfie With Monkey
ଘାଟି ରାସ୍ତାରେ କାର୍‌ ଅଟକାଇ ମାଙ୍କଡ଼ ସହ ସେଲ୍‌ଫି ନେଉଥିଲେ, ପାହାଡ଼ରୁ ଖସି ପଡ଼ିଲେ...

ମାଙ୍କଡ଼ ସହ ସେଲ୍‌ଫି ନେବା ବେଳେ ଜଣେ ବ୍ୟକ୍ତି ୫୦୦ ଫୁଟ୍‌ ଗଭୀର ଖାତକୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

Train Ticket
IRCTCର ନୂଆ ନିୟମ, କରିବାକୁ ପଡ଼ିବନି ଟିକେଟ କ୍ୟାନ୍‌ସଲ ! ଏଣିକି ହେବ ରିସିଡ୍ୟୁଲ..

ଏଣିକି ଟିକେଟ କ୍ୟାନ୍‌ସଲ କରି ପୁଣି ଥରେ ଟିକେଟ ବୁକ୍‌ କରିବାକୁ ପଡ଼ିବ ନାହିଁ କି ଏଥି ପାଇଁ କ୍ୟାନ୍ସଲେସନ ଫି’ କଟିବ ନାହିଁ।

Today Gold Price
Today Gold Price 5th Jan 2023: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୯୦୦ ଟଙ୍କା ରହିଛି ।

Sushant Singh Rajput’s Mumbai flat finds new tenant
ଅଢ଼େଇ ବର୍ଷ ପରେ ସୁଶାନ୍ତ ସିଂ ରହୁଥିବା ଫ୍ଲାଟ୍‌ ପାଇଁ ମିଳିଲେ ଭଡ଼ାଟିଆ, ଭୟରେ କେହି ରହୁ ନଥିଲେ...

ସୁଶାନ୍ତଙ୍କ ମୃତ୍ୟୁର ଅଢ଼େଇ ବର୍ଷ ପରେ ଏହି ଫ୍ଲାଟ୍‌ରେ ରହିବା ପାଇଁ ନୂଆ ଭଡ଼ାଟିଆ ମିଳିଛନ୍ତି। ଘରର ମାଲିକ ବିଦେଶରେ ରହୁଥିବା ବେଳେ ଦୀର୍ଘ ଦିନ ଧରି ଏହି ଫ୍ଲାଟ୍‌ରେ ରହିବା ପାଇଁ ସେ ଭଡ଼ାଟିଆ ଖୋଜୁଥିଲେ।

Truck Viral Video
ବିନା ଚକାରେ ଗଡ଼ୁଛି ଗାଡ଼ି, ବିନ୍ଦାସ୍‌ରେ ଚଲାଉଛନ୍ତି ଡ୍ରାଇଭର ! ଦେଖନ୍ତୁ ଭିଡିଓ..

ସୌଭାଗ୍ୟବଶତଃ ଗାଡ଼ିଟିର ଆଗ ଚକା ନଥିଲେ ମଧ୍ୟ ତାହା ସେମିତି ଛିଡ଼ା ହୋପାରୁଥିଲା ।

Govt Jobs: ONGC MPL Recruitment Application Fee Only Rs 118
ସରକାରୀ ଚାକିରି: ONGCରେ ଖାଲି ପଡ଼ିଛି ଏହିସବୁ ପଦବୀ, ଆବେଦନ ଫି’ ମାତ୍ର ୧୧୮ ଟଙ୍କା...

ONGC ମାଙ୍ଗାଲୋର ରିଫାଇନାରି ଆଣ୍ଡ୍‌ ପେଟ୍ରୋକେମିକାଲ୍ସ ଲିମିଟେଡ୍‌(MRPL)ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଆସିଷ୍ଟାଣ୍ଟ ଏକ୍ସକ୍ୟୁଟିଭ୍‌ (ONGC MRPL Recruitment) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

Today Panchang
Today Panchang 5th Jan 2023: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ମୁହୂର୍ତ୍ତ ହେବ ଆପଣଙ୍କ ପାଇଁ ଶୁଭ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ଗୁରୁବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Delivery Boy Dies After Car Hits, Drags Him For 500 Metres
ଆଉ ଏକ ଛାତିଥରା ଦୁର୍ଘଟଣା: ଗାଡ଼ିକୁ ଧକ୍କା ଦେବା ପରେ Swiggy ବୟଙ୍କୁ ୫୦୦ ମିଟର ଘୋଷାଡ଼ି ନେଲା କାର୍‌...

ଜଣେ ଡେଲିଭରୀ ବୟଙ୍କ ଗାଡ଼ିକୁ ଏକ କାର୍‌ ଧକ୍କା ଦେବା ସହ ତାଙ୍କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଇଥିଲା। ସାରା ଦେଶରେ ନୂଆବର୍ଷ ସେଲିବ୍ରେସନ୍‌ ଚାଲି ଥିବାବେଳେ ଦିଲ୍ଲୀରେ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା।

Drunk and Drive
ନୂଆ ଟେକ୍ନୋଲୋଜି, ମଦ ପିଇ ବସିଲେ ଗାଡ଼ି ହେବନି ଷ୍ଟାର୍ଟ...!

ମଦ ପିଇ ଗାଡ଼ି ଚଳାଉଥିଲେ ୧୦ ହଜାର ଟଙ୍କା ଜୋରିମାନା ସହ ୬ ମାସ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି ।

Pakistani Man
୬୦ ନମ୍ବର ଛୁଆକୁ ସ୍ୱାଗତ କଲେ ତିନି ସ୍ତ୍ରୀଙ୍କ ସ୍ୱାମୀ, ସେଞ୍ଚୁରୀ ମାରିବା ଲକ୍ଷ୍ୟରେ ପାକିସ୍ତାନୀ ବ୍ୟକ୍ତି

ୟେ ଦିଲ୍‌ ମାଙ୍ଗେ ମୋର୍‌ ! ନୂଆବର୍ଷରେ ପାକିସ୍ତାନୀ ବ୍ୟକ୍ତିଙ୍କ ଘରକୁ ଆସିଲା ୬୦ ନମ୍ବର ଛୁଆ ।

Google Penalty
ଇଣ୍ଟରନେଟ୍‌ରେ ପ୍ରଭୁତ୍ୱ ବିସ୍ତାର କରୁଛି ଗୁଗୁଲ, ସିସିଆଇ ଲଗାଇଲା ମୋଟା ଜୋରିମାନା

ଟ୍ରିବ୍ୟୁନାଲ ପକ୍ଷରୁ ସିସିଆଇକୁ ନିର୍ଦେଶ ଦିଆଯାଇଛି ଯେ, ଆଗାମୀ ଫେବ୍ରୁଆରୀ ୧୩ ତାରିଖରେ ପରବର୍ତ୍ତୀ ଶୁଣାଣୀ ପାଇଁ ପ୍ରସ୍ତୁତ ରୁହ ।

accident
ଜାଣିଶୁଣି ପାହାଡ଼ ଉପରୁ ଟେସଲା କାରକୁ ତଳକୁ ଖସାଇଲେ ଯୁବକ, ଭିତରେ ଥିଲେ ଦୁଇ ପିଲା ଓ ସ୍ତ୍ରୀ...

ପୁଅ, ଝିଅ ଓ ସ୍ତ୍ରୀକୁ ମାରିବାକୁ ଭୟଙ୍କର ଯୋଜନା । ହେଲେ ଭଗବାନ ଆଉ କିଛି ଚାହୁଁଥିଲେ . .

death
ଖାଲ ଦେଖୁ ଦେଖୁ ଗାଡ଼ିରୁ ଗଳି ପଡ଼ିଲେ ମହିଳା ସପ୍ଟୱେର ଇଞ୍ଜିନିୟର, ମାଡ଼ିଗଲା ଟ୍ରକ୍‌

ଭାଇକୁ କୋଚିଂ ଛାଡ଼ିବାକୁ ଯାଇ ଆଉ ଫେରିଲେନି ମହିଳା ସପ୍ଟୱେର ଇଞ୍ଜିନିୟର । ଝିଅକୁ ହରାଇ କାନ୍ଦୁଛି ପୂରା ପରିବାର ।

MLA Dadagiri
ବିଧାୟକଙ୍କ ଦାଦାଗିରି, ଗାଡ଼ି ଛାଡ଼ିଲେନି ବୋଲି ଟୋଲ୍‌ଗେଟ୍ କର୍ମଚାରୀଙ୍କୁ ପିଟିଲେ

ଅଭିଯୋଗ ଆସିଲେ, କାହିଁକି ବିଧାୟକ ଚାପୁଡ଼ା ମାରିଲେ ସେନେଇ ଘଟଣାର ଯାଞ୍ଚ କରାଯିବ । 

Woman Stabbed By Ex Boyfriend After Breaking Up With Him
Video: ଗର୍ଲଫ୍ରେଣ୍ଡ୍‌ ସହ ଝଗଡ଼ା ପରେ ବ୍ରେକ୍‌ଅପ୍‌, ରାଗିକି ଛୁରୀ ଭୁସି ଦେଲା ବୟଫ୍ରେଣ୍ଡ୍‌...

ପ୍ରେମିକ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲା ପ୍ରେମିକା। ହେଲେ ବ୍ରେକ୍‌ଅପ୍‌କୁ ସହ୍ୟ କରିପାରି ନଥିଲେ ପ୍ରେମିକ।

Drunk Man Urinates On Woman In Flight
ବାପରେ ବାପ ! ଏତେ ମଦ ନିଶା ଯେ, ବିମାନ ଭିତରେ ମହିଳାଙ୍କ ଉପରେ ପରିସ୍ରା କରିଦେଲେ

ବିମାନ ଭିତରେ ମହିଳାଙ୍କ ଉପରେ ପରିସ୍ରା କରିଦେଲେ ମଦ୍ୟପ ଯାତ୍ରୀ।  ଏଥିରେ ମହିଳାଙ୍କ ଡ୍ରେସ୍‌, ଜୋତା ଓ ବ୍ୟାଗ୍‌ ଓଦା ହୋଇଯାଇଥିବା ଅଭିଯୋଗ ହୋଇଛି।

Lady Passenger Alleges She Was Forced To Remove Shirt During Checking at Airport
ମହିଳା ଯାତ୍ରୀଙ୍କ ସାଂଘାତିକ ଅଭିଯୋଗ- ‘ଏୟାରପୋର୍ଟରେ ଚେକିଂ ନାଁରେ ଡ୍ରେସ୍‌ ଖୋଲିବାକୁ କହିଲେ’

ବେଙ୍ଗାଲୁରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜଣେ ମହିଳା ଯାତ୍ରୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଚେକିଂ ନାଁରେ ଡ୍ରେସ୍‌ ଖୋଲିବାକୁ କୁହାଯାଇଥିବା ମହିଳା ଜଣକ ଅଭିଯୋଗ ଆଣିଛନ୍ତି।