Advertisment

CRPFରେ ଚାକିରି କରିବା ପାଇଁ ବଡ଼ ସୁଯୋଗ ! ତୁରନ୍ତ କରନ୍ତୁ ଆବେଦନ

ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଜାନୁଆରୀ ୨୫ ପର୍ଯ୍ୟନ୍ତ ଚାଲିବ।

author-image
Chandan Shishu
ଅଦ୍ୟତନ ହୋଇଛି
CRPF Recruitment 2023

CRPF Recruitment 2023

ସିଆରପିଏଫ୍‌ (କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ)ରେ ଚାକିରି କରିବା ପାଇଁ ବଡ଼ ସୁଯୋଗ। ଏଏସଆଇ, ହେଡ୍‌ କନଷ୍ଟେବଳରେ ଆବେଦନ କରିବା ପାଇଁ ଆଶାୟୀଙ୍କୁ ଆହ୍ୱାନ କରିଛି ସିଆରପିଏଫ୍। ଯୋଗ୍ୟ ପ୍ରାର୍ଥୀମାନେ ସିଆରପିଏଫ୍‌ର ଅଫିସିଆଲ ୱେବସାଇଟ୍ crpf.gov.in ରେ ଆବେଦନ କରିପାରିବେ। ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଜାନୁଆରୀ ୪ ତାରିଖରୁ ଜାନୁଆରୀ ୨୫ ପର୍ଯ୍ୟନ୍ତ ଚାଲିବ। ୧୪୫୮ଟି ପୋଷ୍ଟ ପାଇଁ ପରୀକ୍ଷା ହେବ।

Advertisment

CRPF Recruitment 2023:

  1. ସିଆରପିଏଫ୍‌ର ଅଫିସିଆଲ ୱେବସାଇଟ୍ crpf.gov.in କୁ ଲଗଇନ୍‌ କରନ୍ତୁ।
  2. recruitment ଲିଙ୍କ୍‌ରେ କ୍ଲିକ୍ କରନ୍ତୁ। ପେଜ୍ ଖୋଲିଯିବ।
  3. ବର୍ତ୍ତମାନ ହୋମ୍‌ ପେଜ୍‌ରେ ଥିବା CRPF recruitment ASI, Head Constable ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
  4. registration detailsକୁ ଯାଇ submit ଉପରେ କ୍ଲିକ୍ କରନ୍ତୁ।
  5. application form ଫିଲଅପ୍ କରନ୍ତୁ ଓ ଆପ୍ଲିକେସନ୍ ଫି ପେମେଣ୍ଟ କରନ୍ତୁ।
  6. ଥରେ ହୋଇଗଲା ପରେ submit ଉପରେ କ୍ଲିକ୍ କରନ୍ତୁ ।
  7. ଏହାପରେ ଆପଣଙ୍କ Application ସବମିଟ୍ ହୋଇଯିବ।
  8. ଏହାପରେ ସେହି ପେଜ୍‌କୁ ଡାଉନଲୋଡ୍ କରନ୍ତୁ, ଆବଶ୍ୟକତା ପାଇଁ ହାର୍ଡ କପି ପାଖରେ ରଖନ୍ତୁ।

ଅଧିକ ପଢ଼ନ୍ତୁ: MCLରେ ପୂରଣ ହେବ ୨୯୫ ପଦବୀ; ତୁରନ୍ତ ଆବେଦନ କରନ୍ତୁ

ସିଲେକ୍ସନ ପ୍ରକ୍ରିୟା, କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା, ସ୍କିଲ୍ ଟେଷ୍ଟ, ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ(ଶାରିରୀକ ପରୀକ୍ଷା), ଡକ୍ୟୁମେଣ୍ଟ ଭେରିଫିକେସନ୍ ଓ ମେଡିକାଲ ଟେଷ୍ଟ ମାଧ୍ୟମରେ ନିର୍ଣ୍ଣୟ କରାଯିବ। ସାଧାରଣ, EWS ଓ OBC ବର୍ଗର ପୁରୁଷ ପ୍ରାର୍ଥୀ ପରୀକ୍ଷା ଫି ୧୦୦ ଟଙ୍କା ରହିଛି। ଏସ୍, ଏସ୍‌ଟି, Ex-servicemen, ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଫି ନାହିଁ।

Advertisment
CRPF
Advertisment
Advertisment