Advertisment

ସରକାରୀ ଚାକିରି: ONGCରେ ଖାଲି ପଡ଼ିଛି ଏହିସବୁ ପଦବୀ, ଆବେଦନ ଫି’ ମାତ୍ର ୧୧୮ ଟଙ୍କା...

ONGC ମାଙ୍ଗାଲୋର ରିଫାଇନାରି ଆଣ୍ଡ୍‌ ପେଟ୍ରୋକେମିକାଲ୍ସ ଲିମିଟେଡ୍‌(MRPL)ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଆସିଷ୍ଟାଣ୍ଟ ଏକ୍ସକ୍ୟୁଟିଭ୍‌ (ONGC MRPL Recruitment) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ONGC Recruitment 2023

Govt Jobs: ONGC MPL Recruitment Application Fee Only Rs 118

ସରକାରୀ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଏକ ବଡ଼ ସୁଯୋଗ। ONGC(Oil and Natural Gas Corporation) ମାଙ୍ଗାଲୋର ରିଫାଇନାରି ଆଣ୍ଡ୍‌ ପେଟ୍ରୋକେମିକାଲ୍ସ ଲିମିଟେଡ୍‌(MRPL)ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଆସିଷ୍ଟାଣ୍ଟ ଏକ୍ସକ୍ୟୁଟିଭ୍‌ (ONGC MRPL Recruitment) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ତଥା ଆଶାୟୀ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ONGC MRPLର ଅଫିସିଆଲ୍‌ ୱେବ୍‌ସାଇଟ୍‌  mrpl.co.in କୁ ଯାଇ ଆବେଦନ କରିପାରିବେ। ଜାନୁଆରୀ ୧୫ ଆବେଦନର ଶେଷ ତାରିଖ ରହିଛି।

Advertisment

ଏହାଛଡ଼ା ଆଶାୟୀ ପ୍ରାର୍ଥୀ https://www.mrpl.co.in ଲିଙ୍କ୍‌କୁ କ୍ଲିକ୍‌ କରି ଏହା ଜରିଆରେ ଖାଲି ପଡ଼ିଥିବା ପଦବୀ ପାଇଁ ମଧ୍ୟ ଆବେଦନ କରିପାରିବେ। ଏହାସହ https://mrpl.co.in/careers ଲିଙ୍କ୍‌କୁ କ୍ଲିକ୍‌ କରି ଅଫିସିଆଲ୍‌ ନୋଟିଫିକେସନ୍‌କୁ ଯାଇ ଏସମ୍ପର୍କିତ ସମସ୍ତ ତଥ୍ୟ ଚେକ୍‌ କରିପାରିବେ। ଖାଲି ପଡ଼ିଥିବା ୭୮ ପଦବୀ ପୂରଣ ହେବ। 

ଅଧିକ ପଢ଼ନ୍ତୁ: MCLରେ ପୂରଣ ହେବ ୨୯୫ ପଦବୀ; ତୁରନ୍ତ ଆବେଦନ କରନ୍ତୁ

ଆବେଦନର ଶେଷ ତାରିଖ ଓ ପଦବୀ ସଂଖ୍ୟା...

  • ଅନ୍‌ଲାଇନ୍‌ ଆବେଦନ- ଡିସେମ୍ବର ୧୭ରୁ ଏହା ଆରମ୍ଭ ହୋଇ ସାରିଛି
  • ଅନ୍‌ଲାଇନ୍‌ ଆବେଦନ ଶେଷ ତାରିଖ- ଜାନୁଆରୀ ୧୫
  • ପଦବୀ ସଂଖ୍ୟା- ୭୮
Advertisment

ଯୋଗ୍ୟତା...

ଆଶାୟୀ ପ୍ରାର୍ଥୀଙ୍କ  ଯୋଗ୍ୟତା ଅଫିସିଆଲ୍‌ ନୋଟିଫିକେସନ୍‌ରେ ଅନୁସାରେ ହୋଇଥିବା ଜରୁରୀ

ଆବେଦନ ଫି’...

General, EWS ଓ OBC ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି’ ମାତ୍ର ୧୧୮ ଟଙ୍କା ରହିଛି। ତେବେ SC / ST / PwBD / Ex-Serviceman ପ୍ରାର୍ଥୀ କୌଣସି ଆବେଦନ ଫି’ ଦେବେ ନାହିଁ। 

ONGC Govt Jobs ONGC Jobs
Advertisment
Advertisment