ପୂର୍ବରୁ କେବଳ ନିର୍ଦ୍ଧିଷ୍ଟ ଷ୍ଟେସନ ସର୍ଚ୍ଚ କଲେ ସେହି ବିଷୟରେ ତଥ୍ୟ ମିଳୁଥିଲା । କିନ୍ତୁ ଏବେ ସେହି ଷ୍ଟେସନ ସମେତ ଆଖପାଖ ଷ୍ଟେସନର ସମସ୍ତ ସୂଚନା ମିଳିପାରିବ ।
ଏଣିକି ଟିକେଟ କ୍ୟାନ୍ସଲ କରି ପୁଣି ଥରେ ଟିକେଟ ବୁକ୍ କରିବାକୁ ପଡ଼ିବ ନାହିଁ କି ଏଥି ପାଇଁ କ୍ୟାନ୍ସଲେସନ ଫି’ କଟିବ ନାହିଁ।