ଭାଇକୁ କୋଚିଂ ଛାଡ଼ିବାକୁ ଯାଇ ଆଉ ଫେରିଲେନି ମହିଳା ସପ୍ଟୱେର ଇଞ୍ଜିନିୟର । ଝିଅକୁ ହରାଇ କାନ୍ଦୁଛି ପୂରା ପରିବାର ।
ଆମ ଝିଅକୁ ହତ୍ୟା କରାଯିବାର ଦେଢ ମାସ ହୋଇଗଲାଣି, କିନ୍ତୁ ପୋଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନାହିଁ। ପୋଲିସ ମାତ୍ର ୨ ଜଣଙ୍କୁ ଗିରଫ କରିଛି କିନ୍ତୁ ଅନ୍ୟ ୫ ଅଭିଯୁକ୍ତଙ୍କୁ ଛାଡିଦେଇଛି। ସେମାନେ ଏବେ ଖୁଲମଖୁଲା ବୁଲୁଛନ୍ତି।