କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ । ଲିଭ୍ ଇନ୍ ରିଲେସନ୍ସିପ୍କୁ ନେଇ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବର୍ଷ ବର୍ଷ ଧରି ଲିଭ୍ ଇନ୍ ରିଲେସନ୍ସିପ୍ରେ ରହିଲେ ମହିଳା ଆଣିପାରିବେନି ଦୁଷ୍କର୍ମ ଅଭିଯୋଗ ।
ବିବାହ ପରେ ପୁଅ ଯଦି ପୁଅ ହୋଇ ରହିପାରୁଛି ଏବଂ ବାପାର ନାଁ ମଧ୍ୟ ବ୍ୟବହାର କରିପାରୁଛି ତେବେ ଝିଅ ମଧ୍ୟ ବିବାହ କରିବା ପରେ ଝିଅ ହୋଇ ରହିବ ଆଉ ବାପାର ନାଁ ବ୍ୟବହାର କରିପାରିବ ।
ଶିକ୍ଷାନୁଷ୍ଠାନରେ ପିନ୍ଧା ଯିବ କେବଳ ୟୁନିଫର୍ମ । ଚଳିବ ନାହିଁ କୌଣସି ଧାର୍ମିକ ପୋଷାକ । ହିଜାବ ବ୍ୟାନ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ପରେ କର୍ଣ୍ଣାଟକ ହାଇକୋର୍ଟ ଏହା କହିଛନ୍ତି ।