ଆଜି ବିଦ୍ୟା ବାଲାନ୍ଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କ ଅଭିନୟ ଆଉ ଚେହେରାରେ ସେ ଆଜି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି। କିନ୍ତୁ ଏମିତି ବି ଦିନ ଥିଲା ତାଙ୍କୁ ଫିଲ୍ମ ମିଳୁ ନଥିଲା ଆଉ ବଡିଶେମିଂର ସମ୍ମୁଖୀନ ହେବାକୁ ପଡୁଥିଲା।
ମିସାଇଲ୍ ମାଡ଼ରେ ଜଣେ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇ ଥିବାବେଳେ ୨୨ରୁ ଅଧିକ ଆହତ ହୋଇଛନ୍ତି।
ନୂଆବର୍ଷ ସେଲିବ୍ରେସନ୍ ବେଳେ ଯୁବତୀଙ୍କ ସହ ଜବରଦସ୍ତ ସେଲ୍ଫି ଉଠାଇବାକୁ ନେଇ ମାର୍ପିଟ୍ ହୋଇଛି। ପ୍ରଥମେ ପାଟିତୁଣ୍ଡ ପରେ ମାର୍ପିଟ୍। ଏଥିରେ ୪ ଜଣ ଆହତ ହୋଇଛନ୍ତି।
ପାକିସ୍ତାନ ଫିଲ୍ମ 'ଦି ଲିଜେଣ୍ଡ୍ ଅଫ୍ ମୌଲା ଜଟ୍ଟ୍' ରିଲିଜ୍କୁ ନେଇ ଭାରତରେ ବିରୋଧ ଦେଖାଦେଇଛି। ଫିଲ୍ମକୁ ରିଲିଜ୍ ନ କରିବାକୁ ଧମକ ମଧ୍ୟ ଦିଆଯାଉଛି। ଏହାକୁ ନେଇ ଫୱାଦ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରିଲିଜ୍ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁସୃଢ ହେବ ବୋଲି ସେ କହିଛନ୍ତି।
ଗ୍ରହ ଚଳନ ଦୃଷ୍ଟିରୁ ଚଳିତ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହି ବର୍ଷ କୁମ୍ଭ ରାଶିରେ ଶନିଙ୍କ ପ୍ରଭାବ ରହିବ। ଏହାପରେ ଅକ୍ଟୋବର ପର୍ଯ୍ୟନ୍ତ ରାହୁ ମେଷ ରାଶି ଓ କେତୁ ତୁଳା ରାଶିରେ ରହିବ।
ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ନୂଆବର୍ଷ ଆରମ୍ଭରୁ ଅଏଲ୍ ମାର୍କେଟିଂ କମ୍ପାନୀ ଗୁଡ଼ିକ ଗ୍ରାହକଙ୍କୁ ବଡ଼ ଝଟ୍କା ଦେଇଛନ୍ତି। ବର୍ଷ ୨୦୨୩ ଆରମ୍ଭରୁ ଏଲ୍ପିଜି ସିଲିଣ୍ଡର( LPG Cylinder) ଦର ବୃଦ୍ଧି ପାଇଛି।
ନୂଆବର୍ଷରେ ଭୟଙ୍କର ଦୁର୍ଘଟଣା। ଆଜି ଭୋର ସମୟରେ କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି।
ନୂଆବର୍ଷ କିଛି ନୂଆ ଆଶା ଓ ଆକାଂକ୍ଷା ନେଇ ଆସେ। ନୂଆ ବର୍ଷ ଆରମ୍ଭରେ କିଛି ସଂକଳ୍ପ ନେବାର ଧାରା ରହିଛି, ଯାହା ଜୀବନରେ ଉନ୍ନତି ଆଣିବାକୁ ପ୍ରେରଣା ଯୋଗାଇଥାଏ। ଆପଣଙ୍କ ପିଲାମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ଦେବା ପାଇଁ ସେମାନଙ୍କ ଦ୍ୱାରା ଏହି ୫ ସଂକଳ୍ପ ନିଶ୍ଚୟ କରାନ୍ତୁ।
ଦିନେ କେହି ଜଣେ କପିଲ ଶର୍ମାଙ୍କୁ କହିଥିଲେ ଯେ ସେ ବହୁତ ମୋଟା, ପ୍ରଥମେ ତାଙ୍କୁ ଓଜନ କମେଇବାରେ ଅଛି। ଏ କଥା ତ କପିଲଙ୍କୁ ନିଶ୍ଚିତ ଖରାପ ଲାଗିଲା, କିନ୍ତୁ ଏହା ହିଁ ତାଙ୍କ ଭାଗ୍ୟକୁ ବଦଳେଇ ଦେଲା। ଏଇଠୁ ଆସିଲା ‘କମେଡି ନାଇଟ୍ସ ୱିଥ୍ କପିଲ’ର ଚିନ୍ତାଧାରା। ଜାଣନ୍ତୁ କେମିତି ଏମିତି ହେଲା….
ଏବେ ପୁଣି ଋଷଭ ଏବଂ ଉର୍ବଶୀଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିଛି। ତାଙ୍କ ନା’ ଖାଲି ଋଷଭ ପନ୍ତଙ୍କ ସହ ନୁହେଁ, ଅନ୍ୟମାନଙ୍କ ସହ ଜଡିତ କରାଯାଇ ଚର୍ଚ୍ଚା ମଧ୍ୟ ହେଉଛି। ଆସନ୍ତୁ ସେମାନେ ସବୁ କିଏ ଜାଣିବା।
ଥଣ୍ଡା ଲାଗିଲେ ସେ ନିଶ୍ଚୟ ଜ୍ୟାକେଟ୍ କିମ୍ବା ସ୍ୱେଟର ପିନ୍ଧିବେ କହିଲେ ରାହୁଲ ।
ଯଦିଓ ନୂଆବର୍ଷ- ୨୦୨୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ହେଲେ କିଛି ସ୍ଥାନରେ ନୂଆବର୍ଷ ଆଗୁଆ ପାଳନ ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ବିଳମ୍ବରେ ପାଳନ ହେବ।
ନୂଆ ବର୍ଷରେ ଛୁଟି କାଟିବା ପାଇଁ ଉଭୟ ଏବେ ଦୁବାଇରେ ସମୟ ବିତାଉଛନ୍ତି ।
କ୍ରିକେଟର ଋଷଭ୍ ପନ୍ତଙ୍କୁ ଏୟାରଲିଫ୍ଟ କରାଯାଇପାରେ। ଅଧିକ ଚିକିତ୍ସା ପାଇଁ ଡେରାଡୁନରୁ ଦିଲ୍ଲୀକୁ ତାଙ୍କୁ ଏୟାରଲିଫ୍ଟ କରାଯାଇପାରେ ବୋଲି ସୂଚନା ମିଳିଛି।
ଆଶା ଜଣେ ଆଥ୍ଲେଟ୍ ହେବା ସହ ଜଣେ ପର୍ବତାରୋହୀ ଭାବେ ବେଶ ଜଣାଶୁଣା ମଧ୍ୟ ।
ଗୋଟଏ ପଟେ କଇଁଛ ପିଠି ବା ଖୋଳ ଯେତିକି ଟାଣ କୁହାଯାଏ, କୁମ୍ଭୀର ଦାନ୍ତ ବି ସେତିକି ଟାଣ ବୋଲି କୁହାଯାଏ ।
କାହିଁକି ନିଜେ ଡ୍ରାଇଭ କରୁଥିଲେ ପନ୍ତ ? କେମିତି ହେଲା ଦୁର୍ଘଟଣା ? ଏହାର କାରଣ ଏବେ ସାମ୍ନାକୁ ଆସିଛି। ଦୁର୍ଘଟଣାସ୍ଥଳରୁ ଯେଉଁ ଆମ୍ବୁଲାନ୍ସରେ ପନ୍ତଙ୍କୁ ହସ୍ପିଟାଲ୍ ନିଆଯାଇଥିଲା, ସେହି ଆମ୍ବୁଲାନ୍ସର ଫାର୍ମାସିଷ୍ଟ ମୋନୁ କୁମାର ଘଟଣା ସମ୍ପର୍କରେ କହିଛନ୍ତି।
ଏକ ଖୋଲା ଜିପ୍ରେ କିଛି ପର୍ଯ୍ୟଟକ ଉଦ୍ୟାନ ଭିତରେ ବୁଲୁଥିବା ବେଳେ ହଠାତ୍ ଏକ ଗଣ୍ଡା ସେମାନଙ୍କୁ ଗୋଡ଼ାଇ ଆସିଥିଲା। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ବସ୍ ଓ ଏସ୍ୟୁଭି କାର୍ ମଧ୍ୟରେ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।
ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଚୀନରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ଦିନକରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି।
୮୨ ବର୍ଷ ବୟସରେ ଏ ଦୁନିଆକୁ ବିଦାୟ ଦେଇଛନ୍ତି ପେଲେ। ବ୍ରାଜିଲ୍ର ସର୍ବକାଳୀନ ଶ୍ରେଷ୍ଠ ସ୍କୋରର୍ ପେଲେ ଦେଶକୁ ୩ ଫିଫା ବିଶ୍ୱକପ ଜିତେଇଥିଲେ। ଆଜି ବି ତାଙ୍କୁ ଏହି ପ୍ରସଙ୍ଗରେ ଶୀର୍ଷରେ ରଖାଯାଇଛି। ପେଲେ ଫୁଟବଲରେ ତାଙ୍କ କ୍ୟାରିୟର ଏମିତି ସେମିତିରେ କରି ନଥିଲେ। ସେ ଏହା ପଛରେ କଠିନ ପରିଶ୍ରମ କରିଥିଲେ।
ବଲିଉଡ ଗୀତ ସବୁବେଳେ ସାରା ବିଶ୍ୱରେ ରାଜ କରିଆସୁଛି। ଏହା ହେଉଛି ଲୋକଙ୍କ ପ୍ରଥମ ପସନ୍ଦ। ବଲିଉଡ୍ ଗୀତରେ ନାଚିବାକୁ କେହି ନିଜକୁ ଅଟକାଇ ପାରନ୍ତି ନାହିଁ। ଏବେ ଏହି ମୋହରେ ପଡିଛନ୍ତି ଜଣେ ଜାପାନୀ ଝିଅ। ସେ ‘ବେଶରମ ରଙ୍ଗ’ ଗୀତରେ ନାଚି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି।
ସିନିୟର ସିଟିଜେନ୍ ସେଭିଂ ସ୍କିମ୍, ମନ୍ଥଲି ଇନକମ୍ ସେଭିଂ ସ୍କିମ୍, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍, କିଷାନ ବିକାଶ ପତ୍ର ଏବଂ ସମସ୍ତ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ପାଇଁ ସୁଧହାର ବଢ଼ିଛି ।