• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Today World Cancer Day 2023
ଆଜି ବିଶ୍ୱ କର୍କଟ ଦିବସ: କର୍କଟ ରୋଗୀଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବା ଜରୁରୀ

ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ ।

Kerala Transgender Man Pregnant
ଆଶ୍ଚର୍ଯ୍ୟ ! ଝିଅ ଥିଲେ ପୁଅ ହେଲେ, ଏବେ ଜନ୍ମ ଦେବେ ଛୁଆ

ମା’ ବଦଳରେ ଯଦି ବାପା ଗର୍ଭରେ ପିଲା ବଢ଼େ ? ତା’ହେଲେ ଆପଣ କ’ଣ କହିବେ ? ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କେରଳର କୋଝିକୋଡରେ ଏଭଳି ଅଭୂତପୂର୍ବ ଘଟଣା ଘଟିଛି।

India-made artificial tears linked to vision loss in US
ସାବଧାନ ! ଜୀବନ ନେଉଛି ଏହି ଆଖି ଡ୍ରପ୍‌...

ଭାରତରେ ପ୍ରସ୍ତୁତ ଆଖି ଡ୍ରପ୍ (Eye Drop)ଘାତକ ପ୍ରମାଣିତ ହୋଇଛି। ଏହା ସାମ୍ନାକୁ ଆସିବା ପରେ ଚେନ୍ନାଇର ଫାର୍ମା କମ୍ପାନୀ ଔଷଧ ପ୍ରସ୍ତୁତି ବନ୍ଦ କରିଛି। 

Panchang
Today Panchang 4th Feb 2023: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୈାର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Adani
ହଠାତ୍‌ ଅଧା ହୋଇଗଲା ଆଦାନୀଙ୍କ ସଂପତ୍ତି !

ଆଦାନୀଙ୍କ କଂପାନୀରେ ଯେଉଁ କ୍ଷତି ହୋଇଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା। ତେଣୁ ହଠାତ୍‌ ଏତେ ବଡ କ୍ଷତି ହେବାରୁ ପୂରା ଚିନ୍ତାରେ କମ୍ପାନୀ। ବିଶେଷଜ୍ଞଙ୍କ କହିବାନୁସାରେ ଆଦାନୀ ଗ୍ରୁପରେ ଯେଉଁ ସ୍ଥିତି ରହିଛି ତାହା ସ୍ଥାୟୀ ନୁହେଁ । ହିଣ୍ଡନବର୍ଗ ରିପୋର୍ଟ ପାଇଁ ଏମିତି ସ୍ଥିତି ଦେଖାଯାଇଥିବା କୁହାଯାଉଛି। ତେବେ ଏହାକୁ ନେଇ ଆଦାନୀ ଗ୍ରୁପ କୌଣସି ସ୍ପଷ୍ଟତା ଆଣିନାହିଁ

notification For constable trademasn posts
BSFରେ କନ୍‌ଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି

BSF କନ୍‌ଷ୍ଟେବଳ (ଟ୍ରେଡ୍ସମ୍ୟାନ୍) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୧୪୧୦ଟି ପୋଷ୍ଟ୍ ପୂରଣ ହେବ। ଏଥିରେ ପୁରୁଷ ପ୍ରାର୍ଥୀଙ୍କ ପାଇଁ ୧୩୪୩ଟି ପଦବୀ ଥିବାବେଳେ ମହିଳା ପ୍ରାର୍ଥୀଙ୍କ ପାଇଁ ୬୭ଟି ପଦବୀ ଅଛି।

5 bollywood actress who got pregnant before marriage
ବଲିଉଡ୍‌ର ୫ ନାୟିକା, ଯିଏ ବିବାହ ପୂର୍ବରୁ ହୋଇଥିଲେ ଗର୍ଭବତୀ

ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ସେମାନଙ୍କର ଗର୍ଭଧାରଣକୁ ଲୁଚାଇ ରଖିଥିଲେ, ଆଉ କେତେକ ଗର୍ଭଧାରଣ ବିଷୟରେ ଜାଣିବା ମାତ୍ରେ ଶୀଘ୍ର ବିବାହ କରିନେଇଥିଲେ। ତେବେ ଆସନ୍ତୁ ସେମିତି କିଛି ଅଭିନେତ୍ରୀମାନଙ୍କ ବିଷୟରେ ଜାଣିନେବା…

Uma Bharati
ମଦ ଦୋକାନ ଆଗରେ ଗାଈ ବାନ୍ଧିଲେ ଉମା; କ୍ଷୀର ପିଇବାକୁ କହିଲେ

ବିଜେପି ଶାସିତ ରାଜ୍ୟରେ ମଦ୍ୟପାନକୁ ବିରୋଧ କରାଯାଇଥିଲା ।

First salary of these superstars will shock you
ଆଜି କୋଟି କୋଟି ଟଙ୍କାରେ ଖେଳୁଥିବା ଏହି ତାରକାଙ୍କ ପ୍ରଥମ ଦରମା ୫୦ ତ କାହାର ୧୦୦ ଟଙ୍କା ଥିଲା

ଶାହରୁଖ ଖାନଙ୍କ ଠାରୁ ସଲମାନ ଖାନ ପର୍ଯ୍ୟନ୍ତ ଆଜି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଏହି ତାରକାମାନଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନଥିଲା। ଏହି ସୁପର୍‌ଷ୍ଟାର୍‌ମାନଙ୍କର ପ୍ରଥମ ରୋଜଗାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେହି କେହି ୭୦ ଟଙ୍କାରୁ ମଧ୍ୟ ରୋଜଗାର ଆରମ୍ଭ କରିଛନ୍ତି।

Union Railways Minister Ashwini Vaishnaw
ଯେତିକି ମାଗିଥିଲେ ରାଜ୍ୟ ସରକାର, ତା’ଠାରୁ ଅଧିକ ଦେଲେ କେନ୍ଦ୍ର ସରକାର...

ରାଜ୍ୟ ସରକାର ମାଗିଥିଲେ ୮ ହଜାର ୪୦୦ କୋଟି, କେନ୍ଦ୍ର ସରକାର ଅଜାଡ଼ି ଦେଲେ ୧୦ ହଜାର ୧୨ କୋଟି ।

12 Moon On Space
ମହାକାଶକୁ ନେଇ ବଡ଼ ଖୁଲାସା : ପୃଥିବୀ କକ୍ଷପଥ ବାହାରେ ୧୨ ନୂତନ ଚନ୍ଦ୍ର ଆବିଷ୍କାର

ଜାତୀୟ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ ପୃଥିବୀର କକ୍ଷପଥ ବାହାରେ ୧୨ ନୂତନ ଚନ୍ଦ୍ର ଆବିଷ୍କାର କରାଯାଇଛି ।

Suicide Plant
ଦୁନିଆର ସବୁଠୁ ବିଷାକ୍ତ ଗଛ; ସ୍ପର୍ଶ କଲେ ସଙ୍ଗେସଙ୍ଗେ ହେବ ମୃତ୍ୟୁ

ବୈଜ୍ଞାନିକ ମାନେ ସୁଇସାଇଡ୍ ପ୍ଲାଣ୍ଟକୁ ନେଇ ବଡ଼ ତଥ୍ୟ ମଧ୍ୟ ରଖିଛନ୍ତି ।

Amul Milk
ବଢ଼ିଲା କ୍ଷୀର ଦାମ୍‌, ଲିଟର ପ୍ରତି ୩ଟଙ୍କା ବୃଦ୍ଧି କଲା କମ୍ପାନୀ

ଯେଉଁ ଗ୍ରାହକ ୧ ଲିଟର କ୍ଷୀର କିଣିବେ ତାଙ୍କୁ ଆଜିଠାରୁ ୫୪ଟଙ୍କା ଦେବାକୁ ପଡ଼ିବ ।

Hongkong
ବିଶ୍ୱର ସବୁଠାରୁ ବଡ଼ ସ୍ୱାଗତ ! ହଂକଂ ଯିବାକୁ ମାଗଣା ଟିକଟ ଜାରି କଲେ ସରକାର...

ପୁଣି ଥରେ ହଂକଂ ସରକାର ପକ୍ଷରୁ ନିବେଶକ ତଥା ବଡ଼ ବଡ଼ ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରାଯାଇଛି ।

Central Government Will Supply Atta At Rs 29 per Kg
ଜନତାଙ୍କୁ ମିଳିବ ବଡ଼ ଆଶ୍ୱସ୍ତି: ଏଣିକି ଏତିକି ଟଙ୍କା ଶସ୍ତାରେ ମିଳିବ ଅଟା ! ଫେବୃଆରୀ ୬ରୁ ବିକ୍ରି ଆରମ୍ଭ

ଜନତାଙ୍କୁ ଆଶ୍ୱସ୍ତି ଦେବା ଲାଗି ପ୍ରତି କିଲୋ ଅଟାକୁ ୨୯ ଟଙ୍କା ୫୦ ପଇସାରେ ବିକ୍ରି କରିବା ଲାଗି ସରକାର ଘୋଷଣା କରିଛନ୍ତି।

Parents
ଟିକେଟ କରିବାକୁ ପଡ଼ିବ ବୋଲି ଛୁଆକୁ ବିମାନବନ୍ଦରରେ ଛାଡ଼ି ଚାଲିଗଲେ ବାପା-ମାଆ !

ବିମାନରେ ଟିକେଟ କରିବାକୁ ପଡ଼ିବ ବୋଲି ନିଜ କୁନି ଛୁଆକୁ ବିମାନବନ୍ଦରରେ ଛାଡ଼ି ଚାଲିଗଲେ ।

Theft
ଫିଲ୍ମ ଷ୍ଟାଇଲ୍‌ରେ ଆସିଥିଲେ ଚୋରି କରିବାକୁ, ଫ୍ଲପ୍‌ ମାରିଲେ.. ସରି କହିଲେ...

ଟନେଲ ମାଧ୍ୟମରେ ସେମାନେ ଅଳଙ୍କାର ଦୋକାନ ଭିତରକୁ ଯାଇ ଚୋରି କରିବାର ପ୍ଲାନ୍‌ କରିଥିଲେ । ହେଲେ ସବୁ ପ୍ଲାନ୍‌ ଫ୍ଲପ୍‌ ହୋଇଗଲା ।

Man Kills Friend Falls To Death While Trying To Throw The Body
ହତ୍ୟା ପରେ ସାଙ୍ଗର ଶବକୁ ଫିଙ୍ଗୁଥିଲା ସାଙ୍ଗ, ଘାଟି ତଳକୁ ଖସି ଚାଲିଗଲା ଜୀବନ

ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ହତ୍ୟା କରିବା ପରେ ଅକାଳରେ ତାର ଜୀବନ ଯାଇଛି । ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ର ସାବନ୍ତବାଡ଼ିରେ ।

Chinese spy balloon flying high over the United States
ଆମେରିକା ଆକାଶରେ ଚୀନ ‘ସ୍ପାଏ ବେଲୁନ୍‌’, ଗୁଳି କରି ଖସାଇବାକୁ ନିର୍ଦ୍ଦେଶ

ଆମେରିକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଚୀନ ସ୍ପାଏ ବେଲୁନ୍‌ ଉଡାଇ ଗୁଇନ୍ଦାଗିରି କରୁଥିବା ଆମେରିକା ଅଭିଯୋଗ କରିଛି।

Ugandan
ଗୋଟିଏ ପରିବାରରେ ଜଣେ ସ୍ୱାମୀ ୧୨ ସ୍ତ୍ରୀ-୧୦୨ ସନ୍ତାନ-୫୭୮ ନାତି ନାତୁଣୀ

ଏହି ପୁରା ପରିବାର ଗାଁର ପ୍ରାୟ ଦୁଇ ଏକର ଜାଗାରେ ବସବାସ କରନ୍ତି ।

Air India Express flight catches fire
ମଝି ଆକାଶରେ ବିମାନରେ ଲାଗିଲା ନିଆଁ; ୧୮୪ ଯାତ୍ରୀଙ୍କୁ ଧରି ୧,୦୦୦ ଫୁଟ ଉଚ୍ଚରେ ଥିଲା ବିମାନ...

ଯାତ୍ରୀଙ୍କୁ ଧରି ୧,୦୦୦ ଫୁଟ ଉଚ୍ଚକୁ ବିମାନ ଉଡ଼ାଣ ଭରି ଥିବାବେଳେ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଥିଲା।

Exam
ପରୀକ୍ଷା ଦେବାକୁ ଛାତ୍ରୀମାନେ ଲୁହା ଗେଟ୍‌ ଡେଇଁ ଯାଉଛନ୍ତି.. ହେଲେ କାହିଁକି..?

ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

Speeding Car drags bike for 3 kms in Gurugram video goes viral
Viral Video: ଫୁଲ୍‌ ସ୍ପିଡ୍‌ରେ ଆସି ବାଇକ୍‌କୁ ଧକ୍କା ଦେଇ ୩ କି.ମି.ଘୋଷାଡ଼ି ନେଲା କାର୍‌...

ଦ୍ରୁତ ଗତିରେ ଏକ କାର୍‌ ଆସି ରାସ୍ତାକଡ଼ରେ ରଖା ଯାଇଥିବା ବାଇକ୍‌କୁ ଧକ୍କା ଦେଇ ୩ କି.ମି.ରୁ ଅଧିକ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଜଣାପଡ଼ିଛି। ଯଦିଓ ଏହି ଘଟଣାରେ ବାଇକ୍‌ ଚାଳକ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ହେଲେ ବାଇକ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

Today Panchang
Today Panchang 3rd Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Ruckus in both Houses over Adani row
ସଂସଦରେ ଅଦାନୀ ଝଡ଼: ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ସଂସଦର ଉଭୟ ଗୃହରେ ତାତି

ଅଦାନୀ ପ୍ରସଙ୍ଗରେ ଆସନ୍ତା ସୋମବାର କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।