• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: United States

United States Of America
United States Of America: ଯୁଦ୍ଧ ନିଆଁରେ ମାଲାମାଲ ହେଉଛି ଆମେରିକା, ଏତେ ଟଙ୍କାର ବେପାର କରୁଛି ଯେମିତି ଦେଶ କିଣି ଦେବ

ଯୁଦ୍ଧମନସ୍କ ପୃଥିବୀରୁ ଆମେରିକା ବେଶ ଭଲ ଅସ୍ତ୍ରଶସ୍ତ୍ର ବ୍ୟବସାୟ କରି ମୁନାଫା ଉଠାଉଛି । ଏହି ବ୍ୟାବସାୟିକ ଲାଭ ବାଇଡେନ ପ୍ରଶାସନର ଶେଷ ବର୍ଷରେ ହୋଇଥିଲା । ୨୦୨୪ରେ ଆମେରିକା ୨୭.୫୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ବୁଝାମଣା କରିଛି । ଯାହା ୨୦୨୩ ତୁଳନାରେ ୨୯ ପ୍ରତିଶତ ଅଧିକ ।

ମାଡ଼ି ଆସୁଛି ବରଫ ଝଡ଼
Winter Storm: ବରଫ ବିପର୍ଯ୍ୟୟ...ବିପଦରେ ୬୩ ମିଲିୟନ ଲୋକ, ଦୁଇ ରାଜ୍ୟରେ ଜରୁରୀକାଳୀନ ସ୍ଥିତି

ଆମେରିକାର ଅନେକ ଅଞ୍ଚଳରେ ସବୁଠାରୁ ବଡ଼ ତୁଷାରପାତ ଏବଂ ଝଡ଼ ଦେଖାଯିବ । ବିଭାଗୀୟ ଅଧିକାରୀ କହିଛନ୍ତି, ୨୦୧୧ ପର ଠାରୁ ଏହା ଆମେରିକା ପାଇଁ ସବୁଠାରୁ ଶୀତଳ ତଥା ହାଡ଼ଥରା ଜାନୁଆରୀ ହୋଇପାରେ । ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଥଣ୍ଡା ଅନୁଭୂତ ହେବ । କିଛି ସ୍ଥାନର ତାପମାତ୍ରା ଶୂନ ଡିଗ୍ରୀକୁ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଥିବା ବେଳେ ପ୍ରବଳ ପବନ ବହିବା ଦ୍ୱାରା ବିପଦ ବଢ଼ିବ ।

US deported Indians
ଲୁଚିଛପି ଯାଇଥିଲେ ବିଦେଶ; ଚାଟାର୍ଡ ଫ୍ଲାଇଟ୍‌ରେ ବିଦା କଲା ଆମେରିକା

ଫିଲ୍ମରେ ନୁହେଁ ବରଂ ରିୟଲରେ ବେଆଇନ ଭାବରେ ରହୁଥିବା ଭାରତୀୟଙ୍କ ବିରୋଧରେ ଆମେରିକା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେମାନଙ୍କୁ ଏକ ସ୍ୱତନ୍ତ୍ର ଫ୍ଲାଇଟ୍ ଯୋଗେ ଭାରତକୁ ପଠାଇ ଦିଆଯାଇଛି।

American Lawmaker Introduces Bill To Declare Diwali As Holiday In united states
ଆମେରିକାରେ ବି ଘୋଷଣା ହେଉ ଦୀପାବଳି ଛୁଟି, କୁଇନ୍ସର ସାଂସଦ ଆଣିଲେ ଦିୱାଲୀ ଡେ' ବିଲ୍

ଆମେରିକାରେ ବିଭିନ୍ନ ସମୁଦାୟର ପ୍ରାୟ ୪୦ ଲକ୍ଷ ଲୋକ ପ୍ରତିବର୍ଷ ଦୀପାବଳି ପାଳନ କରିଥାନ୍ତି। 

Chinese spy balloon flying high over the United States
ଆମେରିକା ଆକାଶରେ ଚୀନ ‘ସ୍ପାଏ ବେଲୁନ୍‌’, ଗୁଳି କରି ଖସାଇବାକୁ ନିର୍ଦ୍ଦେଶ

ଆମେରିକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଚୀନ ସ୍ପାଏ ବେଲୁନ୍‌ ଉଡାଇ ଗୁଇନ୍ଦାଗିରି କରୁଥିବା ଆମେରିକା ଅଭିଯୋଗ କରିଛି।

US targets Putin’s daughters
ପୁଟିନଙ୍କ ଝିଅ ଉପରେ ଆମେରିକାର ଆଖି

ଋଷିଆ ବିରୋଧରେ ଆହୁରି କଠୋର ହୋଇଛି ଆମେରିକା। ଏଥର ଆମେରିକା ଟାର୍ଗେଟରେ ଋଷିଆର ରାଷ୍ଟ୍ରପତି ପୁଟିନଙ୍କ ଦୁଇ ଝିଅ। ସାର୍ବଜନୀନ ସ୍ଥାନରେ କମ୍‌ ନଜର ଆସୁଥିବା ପୁଟିନଙ୍କ ଦୁଇ ଝିଅଙ୍କୁ ଆମେରିକା କଟକଣାର ସାମ୍ନା କରିବାକୁ ପଡ଼ିଛି...

Joe Biden
ଆଫଗାନିସ୍ତାନ୍‌କୁ ୪୭୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବ ଆମେରିକା

ଆଫଗାନିସ୍ତାନକୁ ଆର୍ଥିକ ସହାୟତା ଯୋଗାଇବ ଆମେରିକା । ତାଲିବାନ ସରକାର ଗଠନ ପରେ ଆମେରିକା ଆଫଗାନ୍ ବାସୀଙ୍କୁ ଆର୍ଥିକ ସହାୟତା କରିବ ବୋଲି ଘୋଷଣା କରିଛି ବାଇଡେନ୍ ପ୍ରଶାସନ । ସଂଯୁକ୍ତ ରାଷ୍ଟ୍ରରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ-ଗ୍ରୀନଫିଲ୍ଡ ଆଫଗାନିସ୍ତାନକୁ ଆର୍ଥିକ ସହାୟତା କଥାକୁ ସ୍ପଷ୍ଟ କରିଛନ୍ତି