/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675396362.jpg)
Today Panchang
ସୈାର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର । ଚନ୍ଦ୍ର – ମିଥୁନ ରାତ୍ରି ୦୨.୩୧ ଗତେ କର୍କଟ,ତିଥି – ୧୩ଶୀ ସନ୍ଧ୍ୟା ୦୬.୫୮ ଗତେ ୧୪ଶୀ,ଘାତ ଚନ୍ଦ୍ର – କନ୍ୟା ରାତ୍ରି ୦୨.୩୧ ପର୍ଯ୍ୟନ୍ତ,ଘାତ ବାର- ବିଛା , ଧନୁ ଓ ମୀନ ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ।
Advertisment
ଶୁଭ ସମୟ:
- ପ୍ରାତଃ ୦୬.୨୫ ରୁ ୦୭.୦୯
- ପ୍ରାତଃ ୦୭.୫୪ ରୁ ୦୯.୧୨
- ଦିବା ୧୨.୨୨ ରୁ ୦୨.୩୭
- ସନ୍ଧ୍ୟା ୦୭.୧୮ ରୁ ୦୮.୪୮
- ରାତ୍ରି ୦୨.୦୮ ରୁ ୦୪.୪୨
ଅଧିକ ପଢ଼ନ୍ତୁ: ବିବାହରେ ହେଉଛି କି ବିଳମ୍ବ ? କରନ୍ତୁ ଏହି ଉପାୟ
ଅଶୁଭ ସମୟ:
- ଋାହୁକାଳ - ଦିବା ୧୦.୩୬ ରୁ ୧୨.୦୦
- କାଳବେଳା – ଦିବା ୧୦.୩୬ ରୁ ୧୨.୦୦
- ବାରବେଳା – ଦିବା ୦୯.୧୨ ରୁ ୧୦.୩୬
- କାଳରାତ୍ରି – ରାତ୍ରି ୦୮.୪୮ ରୁ ୧୦.୨୪
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)