ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଶେଖର ସୁମନ ଦଳରେ ଯୋଗ ଦେଇଛନ୍ତି। ଦିନେ କହୁଥିଲେ ସେ ନିଜକୁ ରାଜନୀତିରୁ ଦୂରେଇ ରଖିଛନ୍ତି।
CAA ବିରୁଦ୍ଧରେ ସାଉଥ୍ ସୁପର୍ଷ୍ଟାର୍ କମଲ ହାସନ୍। କହିଲେ ଏହା ଭାରତ ପାଇଁ ଏକ କଳା ଦିନ। ଧର୍ମଭିତ୍ତିକ ନାଗରିକତ୍ୱ ପରୀକ୍ଷଣ ଗଣତନ୍ତ୍ରର ଧର୍ମନିରପେକ୍ଷ ସାମ୍ବିଧାନିକ ଭିତ୍ତିଭୂମିର ବିରୁଦ୍ଧ ଅଟେ, ଏବଂ ମୁଁ ଆଇନଗତ ତଥା ରାଜନୈତିକ ସ୍ତରରେ ମୋର ସମସ୍ତ ଶକ୍ତି ସହିତ ଏହା ବିରୁଦ୍ଧରେ ଲଢିବି।
ନାୟବ ସିଂ ସୈନୀ ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ନାୟବ ସୈନୀଙ୍କ ନାଁରେ ବାଜିଲା ମୋହର।
ସୋସିଆଲ୍ ମିଡିଆ Xରେ YSR କଂଗ୍ରେସ ପାର୍ଟି TDP କୁ ନିନ୍ଦା କରିବା ସହ ପାର୍ଟି ଆଉ କେତେ ତଳକୁ ଖସିବ ବୋଲି ପ୍ରଶ୍ନ କରିଛି। ପାର୍ଟି ନିଜର ପ୍ରଚାର ପାଇଁ ଲୋକଙ୍କୁ କଣ୍ଡୋମ ବଣ୍ଟନ କରିବା କେଉଁ ପ୍ରକାର ପ୍ରଚାର?
ରାଷ୍ଟ୍ରପତିଙ୍କ ପ୍ରେରିତ ପତ୍ରରେ ଆଗରୁ ଲେଖାଯାଉଥିଲା ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ । ହେଲେ ଜି-ଟ୍ୱେଣ୍ଟି ଆମନ୍ତ୍ରଣ ପତ୍ରରେ ଲେଖାଯାଇଛି ପ୍ରେସିଡେଣ୍ଟ୍ ଅଫ୍ ଭାରତ ।
ସମ୍ବିଧାନର ଧାରା ୧ ରେ ରହିଛି ଯେ ଇଣ୍ଡିଆ ହିଁ ଭାରତ । ଉଭୟ ହିଁ ଆମ ଦେଶର ନାମ ।
ବିଜେପି ଶାସିତ ରାଜ୍ୟରେ ମଦ୍ୟପାନକୁ ବିରୋଧ କରାଯାଇଥିଲା ।
ଗଣମାଧ୍ୟମ ଆଗରେ ଏକ ନୂଆ ଜୋତା ଦେଖାଇ କହିଥିଲେ, ମୁଖ୍ୟମନ୍ତ୍ରୀ ପଦଯାତ୍ରରେ ସାମିଲ ହେଲେ ମୁଁ ଏହାକୁ ଉପହାର ଦେବି ।