ମମତା ମହାନ୍ତଙ୍କ ରାସ୍ତାରେ କି ସୁଜିତ୍ କୁମାର ? ରାଜ୍ୟକୁ ମିଳିଥିବା ନୂଆ ରେଳପ୍ରକଳ୍ପ ପାଇଁ କେନ୍ଦ୍ରକୁ ସୁଜିତଙ୍କ ପ୍ରଶଂସା ।
ରାଜ୍ୟ ସରକାର ମାଗିଥିଲେ ୮ ହଜାର ୪୦୦ କୋଟି, କେନ୍ଦ୍ର ସରକାର ଅଜାଡ଼ି ଦେଲେ ୧୦ ହଜାର ୧୨ କୋଟି ।
ସାଂସଦ ଓ ବିଧାୟକ ଗୋଟିଏ ପାଦ ବଢ଼ାଇଲେ ରେଳ ମନ୍ତ୍ରଣାଳୟ ଆଉ ୧୦ ପାଦ ଆଗକୁ ବଢ଼ାଇବ।
ମୋବାଇଲ୍ ଟାୱାର ପାଇଁ ୩୯୩୩ ସାଇଟ୍ସ ଚିହ୍ନଟ ହୋଇଛି। ଓଡ଼ିଶାରେ ୬ ହଜାର ଗାଁ ଅନ୍କଭର ରହିଛି, ତେଣୁ ନିଶ୍ଚିତ ମୋବାଇଲ୍ ଟାୱାର ହେବ।ପ୍ରେସ୍ମିଟ୍ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।
ପ୍ରତାପ ନନା କରିଛନ୍ତି ଆୟୋଜନ। ଆଜି ନନାଙ୍କ ଘରେ ପ୍ରବଳ ଭିଡ଼। ନନାଙ୍କ ଘରେ ଛ' ତିଅଣ, ନ' ଭଜା। ଜଙ୍ଗଲରୁ କିଛି ଦେଶୀ ଜିନିଷ ଆଜି ରନ୍ଧା ହୋଇଛି। ନନା ନିଜେ ମନ୍ତ୍ରୀ ଥିଲେ। ବାଲେଶ୍ୱରର ସାଂସଦ ମଧ୍ୟ ସେ। ହେଲେ ତାଙ୍କ ଚାଳ ଛପର ଘର ଛାତ ହୋଇ ପାରିନାହିଁ ସିନା ରାନ୍ଧଣା ଟା ଜମେଇକି ହେଇଛି