• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ଶନିବାର ।ଚନ୍ଦ୍ର – କର୍କଟ ଅହୋରାତ୍ର,ତିଥି – ୧୪ଶୀ ରାତ୍ରି ୦୯.୩୦ ଗତେ ପୂର୍ଣ୍ଣିମା ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ ପାଦ- କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ଦିବା ୦୯.୧୬ ଗତେ ୧ ପାଦ ।

ଶୁଭ ସମୟ:

  • ଦିବା ୧୦.୩୬ ରୁ ୦୧.୦୭
  • ସନ୍ଧ୍ୟା ୦୮.୧୦ ରୁ ୧୦.୪୩
  • ରାତ୍ରି ୧୨.୨୬ ରୁ ୦୨.୦୮
  • ରାତ୍ରି ୦୨.୫୯ ରୁ ୦୪.୪୧

ଅଧିକ ପଢ଼ନ୍ତୁ | ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ

ଅଶୁଭ ସମୟ:

  • ଋାହୁକାଳ - ଦିବା ୦୯.୧୨ ରୁ ୧୦.୩୬
  • କାଳବେଳା – ପ୍ରାତଃ ୦୬.୨୪ ରୁ ୦୭.୪୮ ଓ ଦିବା ୦୪.୧୨ ରୁ ୦୫.୩୬
  • ବାରବେଳା – ଦିବା ୦୧.୨୪ ରୁ ୦୨.୪୮
  • କାଳରାତ୍ରି – ସନ୍ଧ୍ୟା ୦୫.୩୬ ରୁ ୦୭.୧୨

OTV is now on Whatsapp

Join and get latest news update delivered to you via whatsapp

Join Now