/odishatv-khabar/media/post_attachments/uploadimage/library/16_9/16_9_0/Panchang_1675478597.jpg)
Panchang
ସୈାର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ଶନିବାର ।ଚନ୍ଦ୍ର – କର୍କଟ ଅହୋରାତ୍ର,ତିଥି – ୧୪ଶୀ ରାତ୍ରି ୦୯.୩୦ ଗତେ ପୂର୍ଣ୍ଣିମା ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର- ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ ପାଦ- କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ଦିବା ୦୯.୧୬ ଗତେ ୧ ପାଦ ।
Advertisment
ଶୁଭ ସମୟ:
- ଦିବା ୧୦.୩୬ ରୁ ୦୧.୦୭
- ସନ୍ଧ୍ୟା ୦୮.୧୦ ରୁ ୧୦.୪୩
- ରାତ୍ରି ୧୨.୨୬ ରୁ ୦୨.୦୮
- ରାତ୍ରି ୦୨.୫୯ ରୁ ୦୪.୪୧
ଅଧିକ ପଢ଼ନ୍ତୁ | ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ
ଅଶୁଭ ସମୟ:
- ଋାହୁକାଳ - ଦିବା ୦୯.୧୨ ରୁ ୧୦.୩୬
- କାଳବେଳା – ପ୍ରାତଃ ୦୬.୨୪ ରୁ ୦୭.୪୮ ଓ ଦିବା ୦୪.୧୨ ରୁ ୦୫.୩୬
- ବାରବେଳା – ଦିବା ୦୧.୨୪ ରୁ ୦୨.୪୮
- କାଳରାତ୍ରି – ସନ୍ଧ୍ୟା ୦୫.୩୬ ରୁ ୦୭.୧୨
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)