• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Online App BAN
୧୩୮ ଅନଲାଇନ୍ ଜୁଆ ଆପ୍-୯୪ ଲୋନ୍ ଆପ୍ ଉପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ !

ଏଭଳି ଆପ୍‌ ତିଆରି କରି ଚୀନ୍‌ ଭାରତୀୟଙ୍କ ମୋବାଇଲରୁ ତଥ୍ୟ ଚୋରି କରୁଥିବା ମଧ୍ୟ ଅନେକ ସମୟରେ ଅଭିଯୋଗ ହୋଇଥିଲା ।

narendr modi
ମୋଦି ହେଲେ ବିଶ୍ୱର ନମ୍ବର ୱାନ୍ ନେତା : ପଛରେ ପଡ଼ିଲେ . . .

ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ବି ପଛରେ ପକାଇ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ତାଲିକାରେ ଆଗରେ ରହି ପୁଣି ଥରେ ବିଶ୍ୱ ମଞ୍ଚରେ ଚର୍ଚ୍ଚା ସାଉଁଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Success story of young entrepreneur aanchal aggarwal
Success story : ସୋସିଆଲ୍ ମିଡିଆକୁ ବ୍ୟବହାର କରି କିପରି ରୋଜଗାର କରିବେ; ଜାଣନ୍ତୁ ଆଞ୍ଚଲ୍‌ଙ୍କ ଠାରୁ

ଆଜିକାଲି ପ୍ରାୟ ସମସ୍ତେ ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟ୍‌ଫର୍ମରେ ଖୁବ ଆକ୍ଟିଭ୍ ରହୁଥିବା ଦେଖାଯାଏ। କିଛି ଲୋକ ଇନ୍‌ଷ୍ଟାଗ୍ରାମ୍ କେବଳ ରିଲ୍ସ ଅପକୋଡ୍ କରୁଥିବା ବେଳେ ଆଉ କିଛି ଲୋକ ଏହା ଦ୍ୱାରା ଭଲ ରୋଜଗାର ମଧ୍ୟ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଯୁବ ଉଦ୍ୟୋଗୀ ଆଞ୍ଚଲ୍ ଅଗ୍ରୱାଲ୍‌ଙ୍କ ସଫଳତାର କାହାଣୀ।

Smart Temple In India
ଭାରତର ସ୍ମାର୍ଟ ମନ୍ଦିର, ଏଠି ଭକ୍ତଙ୍କ ପାଇଁ ସବୁକିଛି ଅନଲାଇନ୍ ସୁବିଧା

ଅନେକ ମନ୍ଦିରରେ ଦେଖିବାକୁ ମିଳିଲାଣି ଆପ୍ ସେବା । ଯାହା ଦ୍ୱାରା ଶ୍ରଦ୍ଧାଳୁମାନେ ଭଗବାନଙ୍କ ଦର୍ଶନ ସହ ବିଭିନ୍ନ ସୁବିଧା ପାଇପାରିବେ ।

Gadar 2 starcast fees sunny deol
‘ଗଦର ୨’ରେ ତାରା ସିଂହ ପାଇଁ ସନୀ ଦେଓଲ ନେଇଛନ୍ତି ଏତେ କୋଟି…

‘ଗଦର ୨’ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଜାନୁଆରୀ ୨୬ରେ ‘ଗଦର ୨’ ର ରିଲିଜ୍ ତାରିଖ ଏବଂ ପୋଷ୍ଟର’ ରିଲିଜ୍ ହେବା ଦିନଠାରୁ ପ୍ରଶଂସକମାନେ ବହୁତ ଖୁସି ଥିବା ଜଣାଯାଏ। ଏଥିରେ ତାରା ସିଂହ ପାଇଁ ସନୀ ଦେଓଲ କରିଥିବା ଚାର୍ଜ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।

Cricketer Shikhar Dhawan's estranged wife not to post anything defamatory on social media
‘ବଦ୍‌ନାମ କଲା ଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ...’ କ୍ରିକେଟର ଶିଖର ଧୱନ୍ତଙ୍କ ପତ୍ନୀଙ୍କୁ କୋର୍ଟଙ୍କ ଚେତାବନୀ

ଭାରତୀୟ କ୍ରିକେଟର ଶିଖର ଧୱନଙ୍କ ପତ୍ନୀ ଆୟଶା ମୁଖାର୍ଜୀଙ୍କୁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ଚେତାବନୀ ଦେଇଛନ୍ତି। ଧୱନଙ୍କ ବିରୋଧରେ କେଉଁଠି ବି କେବେ ବି ବଦ୍‌ନାମ କଲା ଭଳି ମନ୍ତବ୍ୟ ନଦେବା ପାଇଁ ଆୟଶାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Sidharth malhotra kiara advani raataan lambiyan song crosses 730 million views
ସିଦ୍ଧାର୍ଥ ମଲହୋତ୍ରା-କିଆରା ଆଡ୍‌ଭାନୀଙ୍କ ପ୍ରେମର ଗୀତ

ସିଦ୍ଧାର୍ଥ ଏବଂ କିଆରାଙ୍କ ପ୍ରେମ ଓ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସବୁ ମହଲରେ ଏବେ ସେମାନଙ୍କ ପ୍ରେମର ଆଲୋଚନା। ଫିଲ୍ମ 'ଶେରଶାହ'ର ସୁଟିଂ ସମୟରେ ଉଭୟ ପ୍ରେମରେ ପଡିଥିଲେ ଏବଂ ବର୍ତ୍ତମାନ ଏହି ଦମ୍ପତି ପରସ୍ପର ସହ ଜୀବନସାରା ରହିବାକୁ ନିଷ୍ପତ୍ତି ନେଇଛନ୍ତି।

Agniveer Recruitment 2023
ବଦଳିଲା ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା, ଏଣିକି ପରୀକ୍ଷା ଦେବେ ଇଚ୍ଛୁକ ପ୍ରାର୍ଥୀ

ବଦଳିଲା ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା । ଏଣିକି ସେନାରେ ଯୋଗ ଦେବାକୁ ହେଲେ ମିଳିତ ପ୍ର‍ବେଶିକା ପରୀକ୍ଷା ଦେବାକୁ ହେବ ।

Mysterious Naga Cave In Thailand
ରହସ୍ୟମୟ ନାଗ ଗୁମ୍ଫା: ହଠାତ୍‌ ଦେଖିଲେ ଆପଣ ବି ହୋଇଯିବେ କନ୍‌ଫ୍ୟୁଜ୍‌, ପୂଜା କରନ୍ତି ଲୋକେ...

ନାଗ ଗୁମ୍ଫାରେ ଥିବା ବିଶାଳକାୟ ପଥର ପୁରାପୂରି ଏକ ବଡ଼ ସାପ ଅର୍ଥାତ୍‌ ଆନାକୋଣ୍ଡା ଭଳି ଦେଖା ଯାଉଛି। ଯେ କେହିବି ହଠାତ୍‌ ଏହାକୁ ଦେଖିବେ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିଯିବେ।

Former Pakistan President Pervez Musharraf Dies
ପରଲୋକରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। 

Actor Abhishek Bachchan
Happy Birthday: ଷ୍ଟାରକିଡ୍ ହୋଇ ବି ବୀମା ଏଜେଣ୍ଟ ଭାବରେ କାମ କରୁଥିଲେ ଅଭିଷେକ

ଅନେକ ବିଫଳତା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସଫଳତା ପାଇଛନ୍ତି ଅଭିଷେକ ବଚ୍ଚନ। ଆପଣ ଜାଣିଛନ୍ତି କି ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଏହି ଷ୍ଟାର୍‌କିଡ୍ ବୀମା ଏଜେଣ୍ଟ ଭାବରେ କାମ କରୁଥିଲେ? ଆସନ୍ତୁ ନଜର ପକେଇବା…

US shoots down suspected Chinese spy balloon
ଆମେରିକା ଗୁଳିରେ ଖସିଲା ଚୀନ୍‌ ସ୍ପାଏ ବେଲୁନ୍‌

ଚୀନ୍‌ର ସ୍ପାଏ ବେଲୁନ୍‌କୁ ଗୁଳି କରି ଖସାଇଲା ଆମେରିକା। ଆମେରିକାର ପୂର୍ବ ଉପକୂଳ ଅଞ୍ଚଳରେ ଉଡୁଥିବା ଚୀନ୍‌ର ଏକ ସନ୍ଦିଗ୍ଧ ବେଲୁନ୍‌କୁ ଗୁଳି କରି ଖସାଇ ଦିଆଯାଇଥିବା ନେଇ ପେଣ୍ଟାଗନ୍ ପକ୍ଷରୁ ସୂଚନା ଦିଆଯାଇଛି।

How to improve digital skills for better career
Career Tips: ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ୍ ଜ୍ଞାନ ଜରୁରୀ; ଜାଣନ୍ତୁ କିପରି କରିବେ ଡେଭେଲପ୍

ଆଜିର ସମୟରେ, ପ୍ରତ୍ୟେକ କ୍ୟାରିୟର ଏବଂ ବ୍ୟବସାୟ ପାଇଁ କମ୍ପ୍ୟୁଟର ଏବଂ ଡିଜିଟାଲ୍ ଜ୍ଞାନର ପ୍ରଥମ ଆବଶ୍ୟକତା ରହିଛି। ସେଥିପାଇଁ ଲୋକଙ୍କ ପାଖରେ ବେସିକ୍ ଡିଜିଟାଲ୍ ସ୍କିଲ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜାଣନ୍ତୁ କିପରି କରିବେ ଡେଭେଲପ୍।

Ask me session with fans one fan wants 1 crore rs from pathaan earning
‘ପଠାନ’ର ୭୦୦ କୋଟି ରୋଜଗାରରୁ ୧ କୋଟି ମାଗିଲେ ଫ୍ୟାନ୍

ଶାହରୁଖ ଖାନ୍‌ ଟ୍ୱିଟର୍‌ରେ ASK SRK ରେ ଏକ ସେସନ କରିଥିଲେ। ଏହି ସେସନ୍‌ରେ ଶାହରୁଖଙ୍କ ପ୍ରତ୍ୟେକ ଉତ୍ତର ପଢିବା ପରେ, ଆପଣ ନିଶ୍ଚିତ ଭାବରେ ହସିବାକୁ ଲାଗିବେ।

special story
ବିବାହ ପୂର୍ବରୁ ଚାଲିଗଲା ଭାବି ସ୍ୱାମୀଙ୍କ ଚାକିରି . . . ଦ୍ୱନ୍ଦ୍ୱରେ ଯୁବତୀ

ମୁଁ ବିବାହ କରୁବାକୁ ଥିବା ଯୁବକ ଜଣକ ଏବେ ଚାକିରି ହରାଇଛନ୍ତି . .

NASA captures photo of 'bear's face'
ନାଶା ଜାରିକଲା ମଙ୍ଗଳ ଗ୍ରହର ଫଟୋ; ଦେଖିବାକୁ ମିଳିଲା ଭାଲୁର ମୁହଁ

ନାଶା ଅନୁସାରେ, ମଙ୍ଗଳ ଗ୍ରହରେ ଅବିକଳ ଏକ ଭାଲୁର ଚିତ୍ର ଦେଖିବାକୁ ମିଳିଛି ।

Veteran singer vani jairam passed away
ପଦ୍ମଭୂଷଣ ଗ୍ରହଣ କରିବା ପୂର୍ବରୁ ଚାଲିଗଲେ ଗାୟିକା ବାଣୀ ଜୟରାମ

ଆଉ ନାହାନ୍ତି ଦିଗ୍‌ଗଜ ଗାୟିକା ବାଣୀ ଜୟରାମ। ୭୮ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ଚଳିତ ବର୍ଷ ସେ ପଦ୍ମଭୂଷଣ ପାଇବା ନେଇ ଘୋଷଣା ହୋଇଥିଲା। ଓଡିଆ ଚଳଚ୍ଚିତ୍ର ଜଗତକୁ ତାଙ୍କ ଅବଦାନ ଅତୁଳନୀୟ।

Techie poses as woman online, traps woman in sex-for-job scam
‘ମୁଁ ମୋନିକା କହୁଛି... ହୋଟେଲକୁ ଆସ’, ବାସ୍‌ ୟା ପରେ ଆରମ୍ଭ ହେଉଥିଲା ରେକର୍ଡିଂ...

ପରିଚୟ ବଦଳାଇ ଯୁବତୀଙ୍କ ସହ କଥା ହୋଇ ବନ୍ଧୁତା ସ୍ଥାପନ କରୁଥିଲେ। ପରେ ସେମାନଙ୍କୁ ହୋଟେଲ ଡକାଇ ଭେଟିବା ସହ ଆଇଟି ସେକ୍ଟରରେ ଚାକିରି ଦେବାର ଲୋଭ ଦେଖାଇ ମହିଳାଙ୍କୁ ଯୌନ ଶୋଷଣ କରୁଥିଲେ।

CRPF Jawan shoot self
ଛୁଟିରୁ ଫେରି ଯବାନଙ୍କ ଆତ୍ମହତ୍ୟା; ନିଜ A-K 47 ନେଲା ଜୀବନ

ନିଜକୁ ନିଜେ ଗୁଳି ମାରି ଟଳି ପଡ଼ିଲେ । ହେଲେ କାହିଁକି, କ’ଣ ଥିଲା କାରଣ ?

3-Month-Old Baby Poked 51 Times With Hot Rod
୩ ମାସ ଶିଶୁର ଜୀବନ ସହ ଖେଳ: ନିମୋନିଆରୁ ସୁସ୍ଥ ପାଇଁ ୫୧ ଥର ଗରମ ଲୁହା ଚେଙ୍କ ଦେଲେ, ଶେଷରେ...

ନିମୋନିଆରେ ଆକ୍ରାନ୍ତ ୩ ମାସର ଶିଶୁକୁ ସୁସ୍ଥ ଲାଗି ଚିକିତ୍ସା ପରିବର୍ତ୍ତେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁର ପେଟରେ ଥରେ କି୨ ଥର ନୁହେଁ ୫୧ ଥର ଗରମ ଲୁହା ଚେଙ୍କ ଦିଆଯାଇଥିଲା।

cancer
ଖେଳରେ ଖେଳରେ କୁନି ପିଲାଙ୍କ କ୍ୟାନ୍ସର ଚିକିତ୍ସା : କୁନି ଓଠରେ ଫୁଟୁଛି ହସ

ଡାକ୍ତରଖାନା ପକ୍ଷରୁ ପିଲାମାନଙ୍କୁ ଡାକ୍ତରଙ୍କ ନିକଟକୁ ପରାମର୍ଶ ନେବାକୁ ଯିବାପାଇଁ ଇଲେକ୍ଟ୍ରକ୍ କାର୍‌ର ବ୍ୟବସ୍ଥା କରାଯାଇଛି

Man Bites Off Pet Snake's Head
ମହିଳାଙ୍କ ସହ ଝଗଡ଼ା କରି ଅଜଗର ମୁଣ୍ଡକୁ କାମୁଡ଼ିଦେଲା ଯୁବକ

ସାପକୁ ନିର୍ଯାତନା ଦେବା ଅଭିଯୋଗରେ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ୟକ୍ତି ଜଣକ ଘରେ ପାଳନ କରିଥିବା ଏକ ଅଜଗର ସାପର ମୁଣ୍ଡକୁ କାମୁଡ଼ି ଦେଇଥିଲେ । 

Gold Price Today
Gold Price Today 4th Feb 2023: ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ସୁନା ଦର

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୫୦୦ ଟଙ୍କା ରହିଛି ।

 Hand grenade blast at fashion show venue
ଫ୍ୟାଶନ ଶୋ’ ଭେନ୍ୟୁରେ ଭୟଙ୍କର ବିସ୍ଫୋରଣ, କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ଅଭିନେତ୍ରୀ ସନ୍ନି ଲିଓନୀ

ଫ୍ୟାଶନ ଶୋ’ ଭେନ୍ୟୁରେ ଭୟଙ୍କର ବିସ୍ଫୋରଣ। ଏହି ଫ୍ୟାଶନ ଶୋ’ରେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ବୋଲି ଜଣାପଡ଼ିଛି।