ସୀମା ସୁରକ୍ଷା ବଳ (BSF) ପୁନର୍ବାର ଗ୍ରୁପ୍ B ଏବଂ C ବର୍ଗର ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଯେଉଁମାନେ ଏନେଇ ଆବେଦନ କରି ନ ଥିଲେ ସେମାନେ ଏହାର ସୁଯୋଗ ନେଇପାରିବେ।
BSFରେ ଚାକିରି କରିବା ପାଇଁ ପ୍ରାୟ ଯୁବବର୍ଗଙ୍କ ସ୍ୱପ୍ନ ଥାଏ। ଯଦି ଆପଣ ଏଥିରେ ଯୋଗଦେବାକୁ ଆପଣ ବି ସ୍ୱପ୍ନ ଦେଖୁଥାନ୍ତି ତେବେ ଏହା ଏକ ଭଲ ସୁଯୋଗ। ଦ୍ୱାଦଶ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ।
ସେନାରେ ଚାକିରି କରିବା ଏକ ସମ୍ମାନର କଥା ହୋଇଥାଏ। ଏନେଇ ସୀମା ସୁରକ୍ଷା ବଳ (BSF) ରେ ଚାକିରି ପାଇବାକୁ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖନ୍ତି। ଯଦି ଆପଣ BSFରେ କାମ କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହି ସୁଯୋଗ ଆପଣଙ୍କ ପାଇଁ।
BSF ହେଡ୍ କନଷ୍ଟେବଲ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୪୭ ଟି ପଦବୀ ପୂରଣ ହେବ। ଚୟନ ପ୍ରାର୍ଥୀ ମାସକୁ ୮୦ହଜାର ଟଙ୍କା ଉପରେ ଦରମା ପାଇବେ।
BSF କନଷ୍ଟେବଳ ଏବଂ ହେଡ୍ କନଷ୍ଟେବଳ (ପ୍ରାଣୀ ଚିକିତ୍ସା) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ମାସିକ ଦରମା ୯୨ ହଜାର ରହିଛି।
BSF କନ୍ଷ୍ଟେବଳ (ଟ୍ରେଡ୍ସମ୍ୟାନ୍) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୧୪୧୦ଟି ପୋଷ୍ଟ୍ ପୂରଣ ହେବ। ଏଥିରେ ପୁରୁଷ ପ୍ରାର୍ଥୀଙ୍କ ପାଇଁ ୧୩୪୩ଟି ପଦବୀ ଥିବାବେଳେ ମହିଳା ପ୍ରାର୍ଥୀଙ୍କ ପାଇଁ ୬୭ଟି ପଦବୀ ଅଛି।
ଆପଣ BSFରେ ଚାକିରି କରିବାକୁ ଚାହଁଉଛନ୍ତି କି ? ବେକାର ଯୁବକ ଯୁବତୀ ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (BSF) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । BSF ପକ୍ଷରୁ ୨୭୮୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ ଏନେଇ ତୁରନ୍ତ କରନ୍ତୁ ଆବେଦନ ।