• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ବୁଧବାର। ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୪ର୍ଥୀ ରାତ୍ରି ୦୯.୫୧ ଗତେ ୫ମୀ,ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୯.୦୨ ପର୍ଯ୍ୟନ୍ତ

ଶୁଭ ସମୟ:

ଦିବା ୦୭.୪୮ ରୁ ୦୮.୨୮

ଦିବା ୧୦.୦୬ ରୁ ୧୧.୧୯

ଦିବା ୦୧.୫୭ ରୁ ୦୫.୨୭

ସନ୍ଧ୍ୟା ୦୬.୨୦ ରୁ ୦୯.୫୭

ରାତ୍ରି ୧୨.୦୭ ରୁ ୦୧.୩୩

ଅଧିକ ପଢ଼ନ୍ତୁ: ଦୋକାନ ପାଇଁ ଘର ଠିକ କରିବା ପୂର୍ବରୁ କ’ଣ କରିବେ ଜାଣନ୍ତୁ

ଅଶୁଭ ସମୟ:

ଋାହୁକାଳ – ଦିବା ୧୧.୪୫ ରୁ ୦୧.୨୪

କାଳବେଳା – ଦିବା ୦୮.୨୮ ରୁ ୧୦.୦୬

ବାରବେଳା – ଦିବା ୧୧.୪୫ ରୁ ୦୧.୨୪

କାଳରାତ୍ରି – ରାତ୍ରି ୦୨.୨୮ ରୁ ୦୩.୪୯