• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cardiac Arrest

How To Keep Your Heart Healthy
Health Tips: ହୃଦ୍‌ଘାତରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ୬ଟି ଟିପ୍ସ

ଆଜିର ଦିନରେ ୨୦ରୁ ୩୦ ବର୍ଷର ଯୁବକମାନେ ମଧ୍ୟ ହୃଦ୍‌ଘାତ ଭଳି ପ୍ରମୁଖ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯୁବକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଉଥିବା ଦେଖାଯାଏ। ତେବେ କିପରି ହୃଦ୍‌ଘାତକୁ ରୋକାଯାଇପାରିବ ଆସନ୍ତୁ ସେ ବିଷୟରେ ଜାଣିବା।

Girl Dies of Cardiac arrest
ପରୀକ୍ଷା ଦେବାକୁ ଆସିଥିଲେ, ଟଳି ପଡ଼ିଲେ

ପରୀକ୍ଷାକୁ ସମସ୍ତଙ୍କର ଡର ଥାଏ । କିନ୍ତୁ ପରୀକ୍ଷାକୁ ଡରି କାହାର ପ୍ରାଣ ଚାଲି ଯିବାର ଶୁଣିଛନ୍ତି କି ? ରାଜକୋଟରେ ଘଟିଛି ଏପରି ଅଭାବନୀୟ ଘଟଣା ।

cardiologist dies of heart attack
୧୬ ହଜାରରୁ ଅଧିକ ହୁଦ୍‌ରୋଗୀଙ୍କ ଚିକିତ୍ସା କରିଥିବା ଡାକ୍ତର ଗୌରବଙ୍କ ହୃଦ୍‌ଘାତରେ ମୃତ୍ୟୁ

୪୧ ବର୍ଷିୟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଗୌରବ ଗାନ୍ଧୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଖବର ଏଇଥିପାଇଁ ଆଶ୍ଚର୍ଯ୍ୟ କରୁଛି ଯେ ଯେଉଁ ରୋଗରୁ ସେ ହଜାର ହଜାର ଲୋକଙ୍କୁ ରକ୍ଷାକରି ଜୀବନ ଦେଇଛନ୍ତି ଶେଷରେ ସେହି ରୋଗରେ ସେ ଚାଲିଗଲେ।

Mundali Boat Tragedy
ମହାନଦୀ ଟ୍ରାଜେଡି: କାର୍ଡିଆକ୍ ସକ୍‌ରୁ ହାତୀ ମୃତ

ହୃଦଘାତରେ ଜୀବନ ହାରିଲା ନୀରିହ ପଶୁ । ମହାନଦୀ ମୁଣ୍ଡଳି ବ୍ୟାରେଜରେ ବୋଟ୍ ଟ୍ରାଜେଡି ଓ ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ପ୍ରାଥମିକ ରିପୋର୍ଟ ମିଳିଛି । ଆଜି ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । ମୃତ ହାତୀର ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ କାର୍ଡିଆକ୍ ସକ୍‌ରୁ ବା ହୃଦଘାତ କାରଣରୁ ହାତୀର ମୃତ୍ୟୁ ହୋଇଛି । ହାତୀଟି ଦୀର୍ଘ ସମୟ ଧରି ପାଣିରେ ଅଖିଆ ଅପିଆ ଛିଡ଼ା ହୋଇ ରହିଥିଲା । ଉପବାସ ରହିବା ସହ ଲୋକଙ୍କୁ ଦେଖି ମାନସିକ ଆଘାତ ପାଇଥିଲା ନୀରିହ ପଶୁ ।