ଆଜିର ଦିନରେ ୨୦ରୁ ୩୦ ବର୍ଷର ଯୁବକମାନେ ମଧ୍ୟ ହୃଦ୍ଘାତ ଭଳି ପ୍ରମୁଖ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯୁବକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଉଥିବା ଦେଖାଯାଏ। ତେବେ କିପରି ହୃଦ୍ଘାତକୁ ରୋକାଯାଇପାରିବ ଆସନ୍ତୁ ସେ ବିଷୟରେ ଜାଣିବା।
ପରୀକ୍ଷାକୁ ସମସ୍ତଙ୍କର ଡର ଥାଏ । କିନ୍ତୁ ପରୀକ୍ଷାକୁ ଡରି କାହାର ପ୍ରାଣ ଚାଲି ଯିବାର ଶୁଣିଛନ୍ତି କି ? ରାଜକୋଟରେ ଘଟିଛି ଏପରି ଅଭାବନୀୟ ଘଟଣା ।
୪୧ ବର୍ଷିୟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଗୌରବ ଗାନ୍ଧୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଏହି ଖବର ଏଇଥିପାଇଁ ଆଶ୍ଚର୍ଯ୍ୟ କରୁଛି ଯେ ଯେଉଁ ରୋଗରୁ ସେ ହଜାର ହଜାର ଲୋକଙ୍କୁ ରକ୍ଷାକରି ଜୀବନ ଦେଇଛନ୍ତି ଶେଷରେ ସେହି ରୋଗରେ ସେ ଚାଲିଗଲେ।
ଭୁବନେଶ୍ୱର ଏମ୍ସରେ CPR କୌଶଳ ଶିକ୍ଷା ପ୍ରଦାନ କରାଯାଇଛି ।
ହୃଦଘାତରେ ଜୀବନ ହାରିଲା ନୀରିହ ପଶୁ । ମହାନଦୀ ମୁଣ୍ଡଳି ବ୍ୟାରେଜରେ ବୋଟ୍ ଟ୍ରାଜେଡି ଓ ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ପ୍ରାଥମିକ ରିପୋର୍ଟ ମିଳିଛି । ଆଜି ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । ମୃତ ହାତୀର ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ କାର୍ଡିଆକ୍ ସକ୍ରୁ ବା ହୃଦଘାତ କାରଣରୁ ହାତୀର ମୃତ୍ୟୁ ହୋଇଛି । ହାତୀଟି ଦୀର୍ଘ ସମୟ ଧରି ପାଣିରେ ଅଖିଆ ଅପିଆ ଛିଡ଼ା ହୋଇ ରହିଥିଲା । ଉପବାସ ରହିବା ସହ ଲୋକଙ୍କୁ ଦେଖି ମାନସିକ ଆଘାତ ପାଇଥିଲା ନୀରିହ ପଶୁ ।