• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ ଗୁରୁବାର । ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୫ମୀ ସନ୍ଧ୍ୟା ୦୬.୫୯ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

ପ୍ରାତଃ ୦୫.୧୦ ରୁ ୦୬.୦୩

ଦିବା ୦୯.୩୪ ରୁ ୧୧.୧୯

ସନ୍ଧ୍ୟା ୦୭.୦୩ ରୁ ୦୯.୧୩

ରାତ୍ରି ୦୧.୦୬ ରୁ ୦୨.୧୭

ରାତ୍ରି ୦୩.୪୪ ରୁ ୦୫.୧୦

ଅଧିକ ପଢ଼ନ୍ତୁ: ବାସ୍ତୁରେ ପାରିବାରିକ କଳହର କାରଣ ଏବଂ ନିରାକରଣ

ଅଶୁଭ ସମୟ:

ଋାହୁକାଳ – ଦିବା ୦୧.୨୪ ରୁ ୦୩.୦୩

କାଳବେଳା – ଦିବା ୦୩.୦୩ ରୁ ୦୪.୪୧

ବାରବେଳା – ଦିବା ୦୪.୪୧ ରୁ ୦୬.୨୦

କାଳରାତ୍ରି – ରାତ୍ରି ୧୧.୪୫ ରୁ ୦୧.୦୬