ହେଲିକପ୍ଟରରେ ଉଡ଼ାଣ ଭରିବା ସାଧାରଣ ଲୋକଙ୍କ ପାଇଁ କୌଣସି ବଡ଼ ସ୍ୱପ୍ନ ଠାରୁ କମ୍ ନୁହେଁ । ହେଲେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଏହି ଆଶାକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ମଙ୍ଗଲ ଢିଲ୍ଲୋନଙ୍କର ଆଜି ପରଲୋକ ହୋଇଛି
ବସ୍ତର ମାଓ ସଂଗଠନ ପାଖରେ ୧୦ରୁ ଅଧିକ ଡ୍ରୋନ ଥିବା ସୂଚନା
ପୋରବନ୍ଦରଠୁ ଦକ୍ଷିଣ-ପଶ୍ଚିମରେ ୪୮୦ କିମି ଦୂରରେ ରହିଛି
ରୁଷ-ୟୁକ୍ରେନ ଯୁଦ୍ଧକୁ ପ୍ରାୟ ୧୫ ମାସ ବିତିଥିବା ବେଳେ, ପୁଣି ଏକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି ୟୁକ୍ରେନକୁ
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଖଡ଼ଗପୁର ଷ୍ଟେସନ ପାଖରେ ଲାଇନଚ୍ୟୁତ । କେହି ବି ମୃତାହତ ହୋଇନଥିବା ସୂଚନା ।
ବିଶ୍ୱବ୍ୟାପୀ ରିଅଲ ଟାଇମ ପେମେଣ୍ଟର ୪୬ ପ୍ରତିଶତ ଭାରତର ଅବଦାନ ରହିଛି । ଏହି ରିପୋର୍ଟ MyGovIndiaରୁ ପ୍ରକାଶ କରାଯାଇଥିବା ଜଣାପଡ଼ିଛି ।
ବର୍ଷେ ପର୍ଯ୍ୟନ୍ତ ଏକୁଟିଆ ଚାଲି ଚାଲି ମଲ୍ଲପୁରମ୍ରୁ ମକ୍କା-ମଦିନା ଯାତ୍ରା
ଦକ୍ଷିଣ ୟୁକ୍ରେନର ଏହି ଅଞ୍ଚଳ ପ୍ରାୟ ବର୍ଷେ ହେବ ରୁଷ କବଜାରେ ରହିଛି। ଡ୍ୟାମ ମଧ୍ୟ ରୁଷିଆ ସୈନ୍ୟଙ୍କ ଅକ୍ତିଆରରେ ଥିଲା ବୋଲି କୁହାଯାଉଛି । ତେବେ ଡ୍ୟାମ ଭୁଶୁଡ଼ିବା ପରେ ତଳିଆ ଅଞ୍ଚଳକୁ ପାଣି ମାଡ଼ିଯିବା ଫଳରେ ପ୍ରାୟ ଦେଢ଼ ହଜାର ଲୋକ ପରିବାର ଓ ଗୃହପାଳିତ ପଶୁପକ୍ଷୀଙ୍କୁ ଧରି ଘରଛାଡ଼ି ଅନ୍ୟତ୍ର ପଳାଇଛନ୍ତି
ସେମାନେ ଲିଭ-ଇନରେ ଥିଲେ ନା ବିବାହ କରିଥିଲେ? ଲାଜରେ ଲୁଚାଇଥିଲେ କି ବୈବାହିକ ସଂପର୍କ? ଘରେ ସ୍ୱାମୀ-ସ୍ତ୍ରୀ, ବାହାରେ ଥିଲେ ମାମୁଁ-ଭାଣିଜୀ ?
UPSC ରେଜଲ୍ଟ ୨୦୨୨ରେ ବେଦିକା ବିହାଣୀ ନିଜ ପଦବୀକୁ ସୁନିଶ୍ଚିତ କରିନେଇଛନ୍ତି। ଅନେକ ବର୍ଷର କଠିନ ପରିଶ୍ରମ ଦ୍ୱାରା ସେ ଏହି ପଦବୀ ହାସଲ କରିଛନ୍ତି। ଏହି ଯାତ୍ରାରେ ତାଙ୍କୁ ଅନେକ କିଛି ବଳିଦାନ ଦେବାକୁ ପଡିଛି।
କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ପରେଡ୍ ପ୍ରସଙ୍ଗ । ଇନ୍ଦିରା ଗାନ୍ଧୀ ହତ୍ୟାକାଣ୍ଡ ପ୍ରତିକୃତି ପ୍ରଦର୍ଶନକୁ ନେଇ ବିବାଦ ।
ଛାତ୍ରୀଙ୍କ ଦୁର୍ଗାରୂପ, ହଇରାଣ କରୁଥିବା ଯୁବକଙ୍କୁ ସର୍ବସମ୍ମୁଖରେ ଉତ୍ତମ ମଧ୍ୟମ ଦେଲେ. . .
ଏବେ ସବୁଠି ଆମ୍ବ ପ୍ରବଳ । ରାଜ୍ୟର ସୁଆଦିଆ ସୁଆଦିଆ ଆମ୍ବକୁ ମୋଦିଙ୍କ ପାଖକୁ ପଠାଇଲେ ଦିଦି...ପୂର୍ବରୁ ଦୁର୍ଗାପୂଜାରେ ପ୍ରଧାନମନ୍ତ୍ରୀଙ୍କୁ ପଠାନ୍ତି କୁର୍ତ୍ତା ଓ ମିଠା ।
ପ୍ରଦୀପ ପ୍ରଜ୍ଜ୍ୱଳନ ପାଇଁ ମଞ୍ଚକୁ ଗଲେ। ହଟାଲ ଟଳିପଡିଲେ ଭାରତନାଟ୍ୟମ ଗୁରୁ ଶ୍ରୀ ଗଣେଶନ। ହେଇଗଲା ମୃତ୍ୟୁ। ଡାକ୍ତର ହୃଦଘାତ ଏହାର କାରଣ ବୋଲି କହୁଥିଲେ ବି ପୋଷ୍ଟମର୍ଟମ ପରେ ଜଣାପଡିବ ସତ।
ବର୍ତ୍ତମାନ ରାମାନନ୍ଦ ସାଗରଙ୍କ ‘ଶ୍ରୀକୃଷ୍ଣ’ଙ୍କୁ ୫୮ ବର୍ଷ ହେଲାଣି। ଏହା ଭିତରେ ତାଙ୍କ ଲୁକ୍ରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି। ଆଜି ବି ଫିଟ୍ନେସ୍ ପ୍ରତି ତାଙ୍କର ଆଗ୍ରହ ପୂର୍ବପରି ରହିଛି। ତାଙ୍କ ଜିମ୍ ୱାର୍କଆଉଟ୍ର ଫଟୋ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।
ନିଖୋଜର ୪୦ ଦିନ ପରେ ଆମାଜନର ଘଞ୍ଚ ଜଙ୍ଗଲରୁ ୪ ଶିଶୁଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ମେ’ ୧ ତାରିଖରେ ବିମାନ ଦୁର୍ଘଟଣା ପରଠାରୁ ସେମାନେ ନିଖୋଜ ହୋଇଯାଇଥିଲେ।
ସମ୍ପୃକ୍ତ ବ୍ୟକ୍ତି ଷ୍ଟାର୍ବକ୍ସ କଫି ଶପ୍ରେ ବସି ୪୦୦ ଟଙ୍କାର କଫି ଅର୍ଡର କଲେ ଓ ସେଇଠି ବସି ପିଇଲେ। ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଏହି କଫି ପାଇଁ ସେ ୪୦୦ ଟଙ୍କା ବଦଳରେ ୧୯୦ ଟଙ୍କା ଦେଲେ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୫୫୦ ଟଙ୍କା ହୋଇଛି।
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ବାତ୍ୟା 'ବିପର୍ଯ୍ୟୟ' କ୍ରମେ ଘନୀଭୂତ ହେବାରେ ଲାଗିଛି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଆହୁରି ତୀବ୍ରତର ହେବ ଏହି ବାତ୍ୟା।
ନିକଟରେ ଏକ ବିବୃତ୍ତିରେ ନାସିରୁଦ୍ଦିନ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି ମୁକେଶ ଖାନ୍ନା। ଆଜିକାଲି ମୁସଲମାନମାନଙ୍କୁ ଘୃଣା କରିବା ଏକ ଫ୍ୟାଶନ ହୋଇଯାଇଛି ବୋଲି ନାସିରୁଦ୍ଦିନଙ୍କ ମତକୁ ନେଇ ସେ ବର୍ଷିଛନ୍ତି। ପଢନ୍ତୁ ସେ କ’ଣ କହିଛନ୍ତି।
ଏହି ସମୟରେ ପର୍ଯ୍ୟଟକଙ୍କର ସ୍ୱାସ୍ଥ୍ୟ ଖରାପ ନହେଉ, ସେଥିପାଇଁ ଏହି ସବୁ ଅସ୍ୱାସ୍ଥ୍ୟକର ଖାଦ୍ୟକୁ ବାରଣ କରାଯାଇଛି ।
ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳ ବିଭାଗ ଆପ୍ରେଣ୍ଟିସ୍ ପଦ ପାଇଁ ଦମଦାର ନିଯୁକ୍ତି ବାହାର କରିଛି। ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନେ ଏହି ସୁଯୋଗର ଲାଭ ଉଠାଇପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ସମୁଦାୟ ୭୭୨ଟି ପଦବୀ ପୂରଣ ହେବ।