• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Ganjam

Special story
ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ଚାରି ପ୍ରାଣୀ : ଖାଇବା ତ ଦୂର କଥା, ରହିବାକୁ ଘର ଖଣ୍ଡେ ବି ନାହିଁ

ଗଂଜାମ ଜଗନ୍ନାଥପ୍ରସାଦ କୁଡୁତାଇ ଗାଁର ଘଟଣା, ପିଲାଙ୍କ ପାଠପଢା ଓ ଘର ଖଣ୍ଡେ ପାଇଁ ନିବେଦନ

Ganjam family In trouble
ଟେଲରିଂ କରି ଘର ଚଳାଉଥିଲେ ସୁରେନ୍ଦ୍ର, ଜ୍ୱରରେ ଚାଲିଗଲା ଜୀବନ ! ଏବେ ପୁରା ପରିବାର ଅସହାୟ

ଘରେ ଏକମାତ୍ର ରୋଜଗାରିଆ ଥିଲେ ସ୍ୱାମୀ ନରେନ୍ଦ୍ର ନାୟକ । ସେ ଚାଲିଯିବା ପରେ ମୁଣ୍ଡ ଉପରେ ଛାତ ନାହିଁ କି ପେଟକୁ ଦାନା ନାହିଁ ।

Mob Barges Into Police Station After Breaking Open Gate And Thrashes Police Officials
ମହଙ୍ଗା ପଡ଼ିଲା ରାତି ଅଧିଆ ରେଡ୍‌, ପୋଲିସ୍‌କୁ ତଳେ ପକାଇ ଖୋବି ଚାଲିଲେ...

ଥାନାରେ ପଶି ଉତ୍ତ୍ୟକ୍ତ ଲୋକ ପୋଲିସ୍‌କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏପରିକି ତଳେ ପକାଇ ପୋଲିସ୍‌କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ପୋଲିସ୍‌ର ରାତି ଅଧିଆ ଚଢଉକୁ ବିରୋଧ କରି ଲୋକଙ୍କ ଆକ୍ରୋଶ ବଢ଼ିଥିଲା।

Superstition
୭୦ ବର୍ଷ ହେଲା ବାସନ୍ଦ ହୋଇଛନ୍ତି, ହେଲେ କାରଣ କ’ଣ ? କାହାକୁ ଜଣାନାହିଁ !

ବାସନ୍ଦ ଯୋଗୁଁ ଆଖପାଖ ଗାଁରେ ନିଜ ଜାତିରେ ପୁଅ-ଝିଅ ବାହା ଦେଇ ପାରୁନାହାନ୍ତି କି ବୈବାହିକ ସଂପର୍କ ସ୍ଥାପନ କରିପାରୁ ନାହାନ୍ତି ।

Lovers Death
ଜଙ୍ଗଲରେ ଝୁଲିଛି ପ୍ରେମୀଯୁଗଳଙ୍କ ମୃତଦେହ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଦୁବୁଲୁଣ୍ଡା-ମରେଇପାଟ ଗାଁ ନିକଟ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

Lady Kill Self
ସହିପାରିଲେନି ଯୌତୁକ ନିର୍ଯାତନା, ଥାନା ଆଗରେ ବିଷ ପିଇଲେ ମହିଳା

ଗଞ୍ଜାମ ଜିଲା ଛତ୍ରପୁର ଥାନା ଆଗରେ ପୁଣି ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

Villagers spend sleepless nights to ward off thieves & robbers
ଚୋର ପାଇଁ ରାତି ରାତି ଉଜାଗର: ଯାହାକୁ ଦେଖିବ ତା’ ହାତରେ ଠେଙ୍ଗା, ବାଡ଼ି..

୧୫ ଦିନ ହେଲା ସାରା ରାତି ଅନିଦ୍ରା ରହୁଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଅଧୀନ ବିଭିନ୍ନ ଗାଁର ଲୋକ। ଚୋର ଧରିବାକୁ ରାତି ଉଜାଗର ହେବାକୁ ପଡ଼ୁଛି। 

Elderly Man Killed In Ganjam
ମାରିକି ମାଟି ତଳେ ପୋତି ଦେଲେ, ଧରାପଡ଼ିବା ପରେ...

ଜଣେ ବୃଦ୍ଧଙ୍କ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି। ୩ ଦିନ ପୂର୍ବେ ବୃଦ୍ଧଙ୍କୁ ଗୁଣି ସନ୍ଦେହରେ କିଛି ବ୍ୟକ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। 

Ganjam
OTV Impact: ଜୀବନକୁ ବାଜି ଲଗାଇ ପାର ହେଉଥିଲେ ନଦୀ, ପୋଲ ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ଜାମୁଗଣ୍ଡ ଉପରେ ଗୋଟିଏ ଲୁହା ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।

School Students
ପ୍ରଖର ନଈ ସୁଅରେ ସ୍କୁଲ ପିଲାଙ୍କ ବିପଜ୍ଜନକ ଯାତ୍ରା

ଡିଇଓଙ୍କଠୁ ଗଣଶିକ୍ଷାମନ୍ତ୍ରୀ, ସମସ୍ତେ କହୁଛନ୍ତି ତଦନ୍ତ ହେବ । ମହେନ୍ଦ୍ରତନୟାରେ ପୋଲଟିଏ ହେଉନଥିବାରୁ ହଟୁନି ଦୁର୍ଦ୍ଦଶା ।

Sulakhyana
ଧରାକୋଟର ନିଆରା ବାହୁଡ଼ା ଯାତ୍ରା, ଏକାଦଶୀରେ ଟଣାଯାଏ ରଥ

ରାଣୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ କଲେ ଛେରାପହଁରା । ୨ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ ।

Amogha
ଜାତୀୟ ସଡ଼କ ସୁରକ୍ଷା ମହୋତ୍ସବ ୨୦୨୨, ଶ୍ରେଷ୍ଠ ୪୦ ଚଳଚିତ୍ରରେ ହିଞ୍ଜିଳିକାଟୁର ଫିଲ୍ମ ଅମୋଘ

୬ଟି ଭାଷାରେ ଦେଶର ୨୬୦ ଚଳଚିତ୍ର ହୋଇଥିଲା ପ୍ରଦର୍ଶିତ । ହିଞ୍ଜିଳିକାଟୁ ନୃତ୍ୟମ ଗବେଷଣା କେନ୍ଦ୍ର ନିର୍ମାଣ କରିଛି ଫିଲ୍ମ ।

deadbody
ବୋହୂର କାଠଫାଳିଆ ମାଡ଼ରେ ଶ୍ୱଶୁର ମୃତ

ପାରିବାରିକ କଳହରୁ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପହଞ୍ଚି ଆସିକା ଥାନା ପୋଲିସର ତଦନ୍ତ ।

Ganjam
ବିଗିଡ଼ୁଛି ଗଞ୍ଜାମ ସ୍ଥିତି, ରାଜନୈତିକ ଆକ୍ରୋଶରୁ ଗଲାଣି ୧୨ ଜଣଙ୍କ ଜୀବନ

ଗଞ୍ଜାମ ଜିଲାରେ ଘଟୁଥିବା ଏସବୁ ହତ୍ୟାକାଣ୍ଡ ଏବେ ପୋଲିସର ନିଦ ହଜାଇ ଦେଇଛି । ଜିଲ୍ଲାବାସୀ ବି ଚିନ୍ତାରେ ।

Parents Beg To Finance Treatment
ଭେଣ୍ଡିଆ ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା ମାଆ

ପୁଅକୁ ବଞ୍ଚାଇବା ପାଇଁ ଭିକ ମାଗୁଛନ୍ତି ବାପା-ମାଆ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଦେଖିବାକୁ ମିଳିଛି ଏଭଳି ହୃଦୟବିଦାରକ ଦୃଶ୍ୟ ।

Accident
ଓଲଟିଲା ଭ୍ୟାନ୍‌; ୧୬ ଆହତ, ୪ ଗୁରୁତର

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭୂତପଙ୍କାଳ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡ଼ିବାରୁ ୧୬ ଜଣ ଆହତ ହୋଇଛନ୍ତି।

Kalinga Ghati
କାଳ ହେଲା କଳିଙ୍ଗା ! ଏଣିକି ବାହାର ଗାଡ଼ିକୁ ଘାଟି ରାସ୍ତା ଦେଇ ଯିବା ମନା

ବିଲମ୍ବିତ ରାତିରେ ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଭଞ୍ଜନଗର ଓ ଜି.ଉଦୟଗିରି ପୋଲିସ । ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍‌ରୁ ଜଣକ ପରେ ଜଣେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।

Ganjam wonder kid makes his way into record books
ରେକର୍ଡ ବୁକ୍‌ରେ ନିଜ ନାଁ ଲିପିବଦ୍ଧ କଲେ ଅଢ଼େଇ ବର୍ଷର ବିସ୍ମୟ ବାଳକ

ଯାହା ପଚାରିଲେ କୁନି ମୁହଁରୁ ଫଟାଫଟ ବାହାରୁଛି ଉତ୍ତର। ଯେଉଁ ବୟସରେ ପିଲାଙ୍କ ପାଟି ଭଲ କରି ଖୋଲି ନଥାଏ, ସେହି ବୟସରେ ସେ ଅନର୍ଗଳ ଭାବେ ଇଂରାଜୀ ଶବ୍ଦର ବିପରୀତ ଶବ୍ଦ କହୁଛନ୍ତି । 

 self-immolation
SP ଅଫିସ୍ ଆଗରେ ଆତ୍ମାହୁତି ଦେଇଥିବା ଯୁବକ ମୃତ

ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଏବଂ ଏହାର ତଦନ୍ତ ଜାରି ରହିଥିଲା । ପ୍ରକୃତରେ କେଉଁ କାରଣ ଲାଗି ସେ ଏତେବଡ଼ କଠୋର ନିଷ୍ପତ୍ତି ନେଲେ ତାହାର ତଦନ୍ତ ଚାଲିଛିି ।

Viral Pushpa Dance In Classroom
‘ପୁଷ୍ପା’ ଗୀତରେ ସ୍ମାର୍ଟ କ୍ଲାସ୍‌ରେ ଡ୍ୟାନ୍ସ କଲେ ଛାତ୍ର, ସସ୍‌ପେଣ୍ଡ୍‌ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ଏକ ସ୍ମାର୍ଟ ସ୍କୁଲ୍‌ରେ ‘ପୁଷ୍ପା’ ଫିଲ୍ମର ଗୀତରେ ଛାତ୍ରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଥିଲା। ଏନେଇ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆକ୍ସନ ନିଆଯାଇଛି।

Ranapa Dance
ଓଡ଼ିଶାର ଲୋକ କଳା, ଯାହା କହେ ଓଡ଼ିଆଙ୍କ କଥା ଓ ଗାଥା

କଳିଙ୍ଗର ଗର୍ବ ଆଉ ଗୌରବର କାହାଣୀ ବର୍ଣ୍ଣନା କରେ ଓଡ଼ିଆଙ୍କ ଏହି ପାରମ୍ପରିକ କଳା । କେତେ ବୀର ଥିଲେ ଆମ ପୂର୍ବଜ, କେତେ ସମୃଦ୍ଧ ଥିଲା ଆମ ସଂସ୍କୃତି ।

Crime
ମୁଥ ମାରି ଶିକ୍ଷାଧିକାରୀଙ୍କ ନାକ ଫଟାଇଦେଲେ ଦମ୍ପତି

DEOଙ୍କ ସହ ଆଲୋଚନା କରୁଥିବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା ।

Brother-sister duo killed, mother critical due to suspected food poisoning last night
BREAKING: ବିଷାକ୍ତ ଖାଦ୍ୟ ଖାଇ ଭାଇ-ଭଉଣୀ ମୃତ, ମା ଗୁରୁତର

ବିଷାକ୍ତ ଖାଦ୍ୟ ଖାଇ ଭାଇ ଭଉଣୀ ମୃତ, ମା ଗୁରୁତର । ଗଂଜାମ ଜିଲ୍ଲା ରମ୍ଭା ଥାନା ଗଡ଼ଗୁମା ଗାଁରେ ବିଷାକ୍ତ ଖାଦ୍ୟ ଖାଇ ଭାଇ, ଭଉଣୀଙ୍କର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଅଛନ୍ତି ।

Chhatrapur Murder Case
ଭାବି ସ୍ୱାମୀଙ୍କୁ ହତ୍ୟା ଦୁଃଖ ସହିପାରିଲେନି ଭାବିପତ୍ନୀ, ଶେଷରେ ବିଷ ପିଇଦେଲେ

ଗଞ୍ଜାମ ହଂସପୁରରେ ତୁମୁଳକାଣ୍ଡ । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ହିଂସାତ୍ମକ ମୋ଼ଡ ନେଲା ଆନ୍ଦୋଳନ ।

Ganjam Police
ପୋଲିସକୁ ପିଟିଲେ; ସାମ୍ବାଦିକଙ୍କୁ ଦୁର୍ବ୍ୟହାର କଲେ, ମୋବାଇଲ ଛଡ଼ାଇନେଲେ

ତିନି ଦିନ ପୂର୍ବେ ଜଣେ ବ୍ୟବସାୟୀଙ୍କୁ ସେଠାରେ ହତ୍ୟା କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହି ଉତ୍ତେଜନା ଟିକେ ନଥମୁଣୁ ତାଙ୍କ ଭାବି ପତ୍ନୀ ସେହି ଦୁଃଖରେ ଆତ୍ମହତ୍ୟା କରିଛନ୍ତି ।