• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Ganjam

Election
ରାତି ପାହିଲେ ପୌରାଧ୍ୟକ୍ଷ ନିର୍ବାଚନ, ବିଜେପି କାଉନସିଲରଙ୍କୁ ବିଜେଡିରେ ମିଶିବାକୁ ଧମକ !

ଗଞ୍ଜାମ କୋଦଳା ଏନ୍ଏସିରେ ବି ପୌରାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ରାଜନୀତି ବେଶ୍ ସରଗରମ ରହିଛି ଏହେଲେ ବିଜେପି କାଉନ୍ସିଲର ଝିଲି ପ୍ରଧାନ । ତାଙ୍କ ଶ୍ୱଶୁରଙ୍କ ଅଭିଯୋଗ, ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୋରଜବରଦସ୍ତ ପୋଲିସ ଉଠାଇନେଇଥିଲା ।

IIC Dev kumar Gamang
ୟୁନିଫର୍ମ ନୁହେଁ ସାଧା ପୋଷାକରେ ଥିଲେ IIC, ତେବେ ବନ୍ଧୁକ ଆସିଲା କେଉଁଠୁ ? କେମିତି ଫୁଟିଲା ଗୁଳି ?

ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦେବ କୁମାର ଥାନାରେ ଥିଲେ, ହେଲେ କ୍ୱାର୍ଟରକୁ ଯିବା ପରେ ଘଟିଥିଲା ଅକସ୍ମାତ୍ ଅଘଟଣ । ଗୁଳି ଫୁଟିବା ଶବ୍ଦ ଶୁଣି ତତକ୍ଷଣାତ୍ ଥାନାର ଅନ୍ୟ କର୍ମଚାରୀମାନେ ଆଇଆଇସିଙ୍କ କ୍ୱାର୍ଟରକୁ ଦୌଡ଼ିଥିଲେ ।

Token Validity Ends
ଟୋକନ ଅବଧି ସରିଲା, ଧାନ ନେଲେନି ସରକାର : ତହସିଲଦାରଙ୍କୁ ଦୁଃଖ ଜଣାଇଲେ ଚାଷୀ

ଜଗମୋହନ ସମବାୟ ସମିତି ନାଁରେ ସାଙ୍ଘାତିକ ଅଭିଯୋଗ। ଚାଷୀଙ୍କ ପାଖକୁ ଆସୁଥିବା ମେସେଜକୁ ସଂପାଦକ କହୁଛନ୍ତି ଲାପସ୍। ଏମିତି କିପରି ବୋଲି ପ୍ରଶ୍ନ କଲେ କିଛି ଉତ୍ତର ମିଳୁନି। ଶେଷରେ ଚାଷୀମାନେ ଏକାଠି ହୋଇ ତହସିଲଦାରଙ୍କୁ କଲେ ଅଭିଯୋଗ...

police attack
ପୋଲିସ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ; ପରିବାର ପକ୍ଷରୁ ୧୦ ଲକ୍ଷ ଦାବି

ପୋଲିସ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ଗଞ୍ଜାମରୁ ସାମ୍ନାକୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଗଞ୍ଜାମ ଜରଡ଼ା ଥାନା ଧାଡିଆମ୍ବ ଗାଁର ରାହାସ ଶବର ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିବାକୁ ଯାଇିଥିବାବେଳେ, ପୋଲିସକୁ ବିରୋଧର କରିବାରୁ ମହିଳା ଜଣକ ‌ଆକ୍ରମଣର ଶିକାର ହୋଇଲେ । ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି ।

Allegation Against Minister Bikram Keshari Arukha
ବିଜେଡି ମନ୍ତ୍ରୀଙ୍କ ଦାଦାଗିରି: ବୁଥ୍‌ ଭିତରେ ପଶି ଜବରଦଖଲ କଲେ, ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଆକ୍ରମଣ କଲେ...

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ଗାଁ ବୁଥ୍‌ରେ ପଶି ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଆକ୍ରମଣ କରିବା ସହ ବୁଥ୍‌ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। 

Panchayat Election
ଭୋଟ୍‌ ସରିଲା, ବିଡିଓଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଲେ ପ୍ରାର୍ଥୀ ! ହେଲେ କାହିଁକି ?

ଗଞ୍ଜାମ ଜିଲ୍ଲାରୁ ଆସିଛି ଆଉ ଏକ ହୃଦୟ ବିଦାରକ ଦୃଶ୍ୟ । ଏଠାରେ ଭୋଟ ଗ୍ରହଣ ସରିଥିବା ବେଳେ ଷ୍ଟ୍ରଙ୍ଗ ରୁମ୍‌ରେ ତାଲା ପଡ଼ିଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଉ ବିଡିଓଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଉଛନ୍ତି ପ୍ରାର୍ଥୀ । ଆପଣ ଚିନ୍ତା କରୁଥିବେ ଷ୍ଟ୍ରଙ୍ଗ ରୁମ୍‌ରେ ତ ଭୋଟ ବାକ୍ସ ରହିଲା ।

Panchayat Election
ବଳିଗଲା ତୃତୀୟ ପର୍ଯ୍ୟାୟ ହିଂସା କାଣ୍ଡ ! ଭୋଟ ବାକ୍ସରେ ପାଣି ପୁରାଇଲେ, ପୋଖରୀକୁ ଫିଙ୍ଗିଦେଲେ

ଭୋଟଗ୍ରହଣ କେନ୍ଦ୍ରରେ ଉତ୍ତେଜନା ପରେ ଲୋକଙ୍କୁ ବୁଝାସୁଝା ପରେ ଉତ୍ତେଜନା ଥମିଥିଲା । ବାଲାଟ ପେପର ଭିଜିଥିଲେ ପୁଣିଥରେ ଭୋଟ କରିବାକୁ ପ୍ରତିଶ୍ରୁତି ପରେ ଉତ୍ତେଜନା ହ୍ରାସ ପାଇଥିଲା । ପରିସ୍ଥିତି ଶାନ୍ତ ହେବା ପରେ ପୁଣି ଧାଡ଼ିରେ ଆସି ଭୋଟ ଦେଇଥିଲେ ଲୋକେ ।

The villagers evicted the tribal families
ଆଦିବାସୀ ପରିବାରକୁ ବାସନ୍ଦ କଲେ ଗାଁ ଲୋକେ

ପାନୀୟ ଜଳ ପ୍ରକଳ୍ପ ପାଇଁ ଜାଗା ନ ଦେବାରୁ ଜଣେ ଅସହାୟ ମହିଳାଙ୍କ ପରିବାର ଉପରେ ଦାଉ ସାଧିଲେ ଗ୍ରାମବାସୀ । ସଂପୃକ୍ତ ମହିଳାଙ୍କୁ ବାସନ୍ଦ କରିବା ଲାଗି କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ନିଆଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଠାରୁ ମାତ୍ର ୧ କିଲୋମିଟର ଦୂର ଜାମପଲ୍ଲୀରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

Political Journey Of Over 55 Years
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ୫୫ ବର୍ଷ ହେଲାଣି ଗୋଟିଏ ପରିବାର ହାତରେ ରହିଛି ପଂଚାୟତ କ୍ଷମତା

ଏବେ ନୁହେଁ ୫୫ ବର୍ଷ ହେଲାଣି ଗୋଟିଏ ପରିବାର ହାତରେ ରହିଛି ପଂଚାୟତ କ୍ଷମତା। ବାରମ୍ବାର ନିର୍ବାଚନରେ ବିଜୟ ହୋଇ ରାଜଗାଦିରେ ବସୁଛନ୍ତି ନାୟକ ପରିବାର...ଏବେ ପୁଣି ୬୬ ବର୍ଷୀୟ ଅରୁଣ ନାୟକ। କହୁଛନ୍ତି ନବୀନ ବାବୁ ଏତେ ବୟସରେ ରାଜନୀତି କରୁଛନ୍ତି ମୁଁ କାହିଁକି କରିପାରିବିନି…

Ganjam
ଗଂଜାମର ଗଡ଼ ଜିତିବ କିଏ?

୨୨ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୨୨ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୫୦୩ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୭ ହଜାର ୯୯ ଅର୍ଥାତ୍ ୭ ହଜାର ୯୯ଟି ଓ୍ୱାର୍ଡର ନେତା ବା ଓ୍ୱାର୍ଡ ସଭ୍ୟ ପଦ ପାଇଁ ବି ହେବ ଭୋଟ୍।

Stone Artist
ଓଃ କି ଦୁଃଖ ! ଭଲ ପଥର ମିଳୁନି କି ଗରାଖ ବି ନାହାନ୍ତି, ଭୋକ ଉପାସରେ ପଥର କାରିଗର

ପଥର କାରିଗରୀ ପାଇଁ ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲା ପୋଲସରା ନିକଟ ମଥୁରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗ୍ରାମର କିଛି ହାତ ଗଣତି ଶିଳ୍ପୀ ହିଁ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ।

Farmers Problem
ଅଦିନିଆ ବର୍ଷାରେ ବେହାଲ ଚାଷୀ କୁଳ ! ଧାନ ତ ଗଜା ହୋଇଥିଲା ଏବେ ପରିବା ଫସଲ ବି ଗଲା

ଠିକଣା ସମୟରେ ଧାନ ମଣ୍ଡିକୁ ଯାଇଥିଲେ ବି ମିଲର ନ ଉଠାଇବାରୁ ଚାଷୀ ଅସନ୍ତୋଷ ବଢିଛି । ରବି ଫସଲ ସହ ପନିପରିବା ଆଉ ଶେଷରେ ଧାନରେ ପାଣି ବାଜିବାରୁ ଚାଷୀ କଣ କରିବ କିଛି ବୁଝିପାରୁନି ।

Special Story
ଆର୍ମି ଟ୍ରେନିଂ ଦେଇ ଚର୍ଚ୍ଚାରେ ବ୍ରହ୍ମପୁରର ସୀମାଞ୍ଚଳ ! ସେନାରୁ ଅବସର ପରେ ଦେଶ ସେବା ପାଇଁ ଗଢୁଛନ୍ତି ସୈନିକ

ସେନାରୁ ଅବସର ନେଇ ସେ ଏବେ ଦେଶର ସେବା ପାଇଁ ସୈନିକ ଗଢୁଛନ୍ତି ବ୍ରହ୍ମପୁରର ସୀମାଞ୍ଚଳ । ବ୍ରହ୍ମପୁରରେ ସୀମାଞ୍ଚଳ ଖୋଲିଛନ୍ତି ଆର୍ମି ଏକାଡେମୀ । ତାଙ୍କ ଟ୍ରେନିଂ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେମିତି ଆର୍ମି ବାରାକ୍ ।

silvia
ହଲିଉଡ ଚଳଚ୍ଚିତ୍ରରେ ଚମକିଲେ ଓଡ଼ିଆ ଝିଅ ! ସ୍ପାଇଡର ସିରିଜରେ ସିଲଭିଆଙ୍କ ଧମାକା

ହଲିଉଡରେ ଧମାକା କରିଛନ୍ତି ଓଡ଼ିଆ ଝିଅ । ନିକଟରେ ସିନେମା ହଲକୁ ଆସିଥିବା ସ୍ପାଇଡର ମ୍ୟାନ ନୋ- ୱେ -ହୋମ ସିନେମାର ସେଟ୍ ଡିଜାଇନ କରିଛନ୍ତି ।

Covid Violation
ପଲ୍ଲିଶ୍ରୀ ମେଳାରେ କରୋନା କଟକଣାର ଧଜିଆ ଉଡ଼ିଲା

ଖଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଚାଲିଥିବା ପଲିଶ୍ରୀ ମେଳାରେ ପ୍ରବଳ ଭିଡ଼ । ଏଠି ଲୋକେ ଏତେ ମସଗୁଲ ହେଲେ ଯେ, କରୋନା କଟକଣାକୁ ଯେପରି କାହାରି ନିଘା ହିଁ ନାହିଁ ।

Pramila
ମୋବାଇଲରେ ଅଛି ତପସ୍ୱିନୀଙ୍କ ଭ୍ରୁଣ ହତ୍ୟାର ଭିଡ଼ିଓ : କୋର୍ଟରେ ଦାଖଲ କରାଯିବ ସ୍ମାର୍ଟ ଫୋନ୍‌ !!

ତପସ୍ୱିନୀ କହିଛନ୍ତି, ଯଦି ମୋର ଟଙ୍କା ଦରକାର ଥିଲା ତେବେ ମୁଁ ଦାଣ୍ଡରେ କାହିଁକି ବସିଛି? ଟଙ୍କା ନେଇକି କୁଆଡ଼େ ପଳାଇଯାଆନ୍ତି। ସମ୍‌ କିମ୍ବା ହାଇଟେକ୍‌ରେ ପଢିବା ପାଇଁ ମୋ ବାପାଙ୍କ ପାଖରୁ ଟଙ୍କା ଆଣିଥିବା ତପସ୍ୱିନୀ ମଧ୍ୟ ଅଭିଯୋଗ କରିଛନ୍ତି। ଶ୍ୱଶୁର କହିଥିଲେ ପୁଅ ଡାକ୍ତର ଅଛି, ତୁମେ ବି ଏବେ ପର୍ଯ୍ୟନ୍ତ ଚାକିରି କରିନାହଁ। ତେଣୁ ପାଠ ପଢିକି ଚାକିରି କରିବା ଲାଗି ଶ୍ୱଶୁର କହିଥିଲେ ବୋଲି ତପସ୍ୱିନୀ କହିଛନ୍ତି।

Tapaswini
“କାଲି କବାଟ ଭାଙ୍ଗିବୁ, ସୁମିତ୍‌ଙ୍କୁ ଘରୁ ଘୋଷାରି ଆଣିବୁ”

‘ସିଏ ତା’ ଘରର ବୋହୂ ସିନା ଆମ ଘରର ଝିଅ। ତା ଶାଶୂ ଶ୍ୱଶୁରଙ୍କର ବିବେକ ନାହିଁ? ମାସେ ହେଲା ବୋହୂଟେ ଆସିକି ଦାଣ୍ଡରେ ବସିଛି? ଆମେ ଦେହ ସହୁନି, ଆମେ ପଳେଇ ଆସୁଛୁ, ସେ ବୋପା ମା କେମିତିକା?’

Tapaswini
ସବୁ ଲେଡ଼ିଜ୍‌ ଏକାଠି ହୁଅ, ତା’ଘରେ ପଶ...ହାବୁଡ଼ରେ ପଡ଼ିବ ତ...

ଆଜି ସୁମିତଙ୍କ ପଡ଼ୋଶୀ ତପସ୍ୱିନୀଙ୍କ ସପକ୍ଷରେ ପଦାକୁ ବାହାରିଛନ୍ତି। ସିଧା କ୍ୟାମେରା ସାମ୍ନାରେ ସଫା ସଫା କହିଛନ୍ତି, ତୁ ଚୋରଙ୍କ ଭଳିଆ କଣ ଘରେ ଲୁଚି ବସିଛୁ। ଗୋଟେ ସ୍ତ୍ରୀ ଲୋକ ଏଠି ଶୀତ କାକରରେ ପଡ଼ିଛି। ସବୁ ଲେଡିଜ୍ କବାଟ ଭାଙ୍ଗି ତା ଘରେ ପଶ

Khallikot
ଯୋଜନା ମାଳମାଳ, କାମ ଦୁର୍ବଳ : ଭିକ ମାଗୁଛନ୍ତି ମହିଳା ସରପଂଚ

ସରପଂଚ ଅଛନ୍ତି, କିନ୍ତୁ ଭିକ ମାଗୁଛନ୍ତି : ସରକାରଙ୍କ ମାଳ ମାଳ ଯୋଜନାକୁ ଖୋଦ୍‌ ସରପଂଚ ପାଉନାହାନ୍ତି। ଯାହାକୁ ନେଇ ଉଠିଛି ପ୍ରଶ୍ନ

Cyclone Jawad
ବର୍ଷ ଯାକର ପରିଶ୍ରମ ପାଣିରେ ଭାସିଗଲା, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ଗଞ୍ଜାମ ଖଲ୍ଲିକୋଟ ବ୍ଲକ୍ ଅଞ୍ଚଳରେ ରେକର୍ଡ ହୋଇଛି ୧୫୮ ମିଲିମିଟର ବର୍ଷା । ପ୍ରବଳ ବର୍ଷା ଯୋଗୁ ଉଜୁଡି ଯାଇଛି ଧାନ ଓ ପନିପରିବା ଫସଲ । କ୍ଷେତରେ କଟା ସରିଥିଲା ଧାନ, ଖଳାକୁ ଯିବା ଆଗରୁ ମାଡ଼ିଆସିଲା ବାତ୍ୟାଜନିତ ବର୍ଷା ।

Love, Sex, Dhoka
୯ ବର୍ଷ ଶାରୀରିକ ସମ୍ପର୍କ ପରେ ବାହା ହେବାକୁ ଅମଙ୍ଗ ! ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା

୯ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରେମିକାକୁ ଧରାଛୁଆଁ ଦେଉନାହିଁ ପ୍ରେମିକ। ଅନ୍ୟତ୍ର ବାହା ହେଉଥିବା କଥା ଶୁଣି ପ୍ରେମିକର ଦୁଆରେ ବସିଲେ ପ୍ରେମିକା। ଆଉ କହୁଛନ୍ତି, ନ୍ୟାୟ ନମିଳିଲେ ବିଷ ପିଇବି

Special Story | Woman Delivers In Auto-Rickshaw After Doctor Refuses To Attend Her In Ganjam
ଡାକ ଶୁଣିଲେନି ଡାକ୍ତର ବାବୁ; ଅଟୋ ଭିତରେ ପ୍ରସବ କଲେ ମହିଳା

ହଜିଗଲା ମାନବିକତା । ଗର୍ଭବତୀଙ୍କ ଡାକ ଶୁଣିଲେନି ଡାକ୍ତର ବାବୁ । ମେଡିକାଲ ଫାଟକ ଆଗରେ ଅନ୍ଧାର ରାତିରେ ଗର୍ଭ ଯ଼ନ୍ତ୍ରଣାରେ ଛଟପଟ ଜନନୀ । ଶେଷରେ ଅଟୋ ଭିତରେ ପ୍ରସବ କରାଇଲେ ଦିଦି ।

gangpur
ପାର୍କ ସଦୃଶ ଥାନା ! ପାଚେରୀରେ ସଚେତନତା ବାର୍ତ୍ତା,ଦେଶର ସର୍ବଶ୍ରେଷ୍ଠ ତିନି ଥାନା ତାଲିକାରେ ଗଞ୍ଜାମ ଗାଙ୍ଗପୁର ଥାନା

ଲୋକ ଥାନାକୁ ଯିବାକୁ ଡରନ୍ତି। କିନ୍ତୁ ଆମ ରାଜ୍ୟର ଏହି ଥାନାକୁ ଲୋକ ବୁଲିବାକୁ ଆସନ୍ତି। ଥାନାର ପରିବେଶ ମଧ୍ୟ ସେମିତି, ଯାହା ହୁଏତ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ଏ ଥାନାକୁ ଦେଶର ସର୍ବଶ୍ରେଷ୍ଠ ୩ଟି ଥାନା ଭିତରୁ ଗୋଟିଏ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

GOLD Seized
ଏତେ ସୁନା ! ଏତେ ଟଙ୍କା ! ଏକାଠି ଦେଖିବା ସାଧାରଣ ଲୋକଙ୍କ ପାଇଁ ମୁସ୍କିଲ ନୁହେଁ ନାମୁମ୍‌କିନ୍‌

ପ୍ରାୟ ୮ କିଲୋଗ୍ରାମରୁ ଅଧିକ ସୁନା ଜବତ କରିଛି ପୋଲିସ । ଖୋଜ୍ଜାପଲ୍ଲୀ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ଏହି ପରିମାଣର ସୁନା ଜବତ ହୋଇଛି ।

Orphan Girl Delivers Newspaper
ସ୍ୱାଭିମାନୀ ନିରୁପମା: ବାପାମା’ ଆରପାରିକୁ ଯିବା ପରେ ଭାଙ୍ଗିନି ମନୋବଳ, ଖବରକାଗଜ ବିକ୍ରି କରି ଚଳୁଛନ୍ତି

ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୫ ବର୍ଷ ହେଲା ଖବରକାଗଜ ବିକ୍ରି କରି ଆସୁଛନ୍ତି ନିରୁପମା। ବାପାମା’ ଆରପାରିକୁ ଚାଲିଗଲା ପରେ ସେ ଏକା ହୋଇ ଯାଇଛନ୍ତି। ହେଲେ ତାଙ୍କର ମନୋବଳ ଭାଙ୍ଗିନି। ବରଂ ଚଳିବା ପାଇଁ କାହା ପାଖରେ ହାତ ନପତାଇ ପରିବାରର ବୃତ୍ତିକୁ ଆପଣାଇଛନ୍ତି।