• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Styory

World Day Against Child Labour
World Day Against Child Labour 2024: ଆଜି ବି ଦଶ ଶିଶୁରେ ଜଣେ ଶିଶୁ ଶ୍ରମିକ; ଜାଣନ୍ତୁ ଏହାର ମୁଖ୍ୟ କାରଣ

ଆଜି ‘ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ’। ପ୍ରଗତି, ଆହ୍ୱାନ ଏବଂ କାର୍ଯ୍ୟ ଉପରେ ପ୍ରତିଫଳିତ କରିବାର ଏହା ଏକ ସମୟ, ଯାହା ପ୍ରତ୍ୟେକ ଶିଶୁର ଶୋଷଣ ଏବଂ ଶ୍ରମ ମୁକ୍ତ ପିଲାଦିନର ଅଧିକାରକୁ ନିଶ୍ଚିତ କରିବା ପାଇଁ ବିଚାର କରିବାର ଦିନ।

tulsi leaf for lord jagannath
OUATରୁ ଜଗା ପାଇଁ ଯିବ ୬୦ କେଜି ତୁଳସୀ ଓ ୧୦୦ଟି ପଦ୍ମ

କାଳିଆ ପାଇଁ ଚାଲିଛି ତୁଳସୀ ଓ ପଦ୍ମ ଚାଷ। ଯୁଆଡ଼େ ଦେଖିବେ ବୃନ୍ଦାବତୀଙ୍କ ଆସ୍ଥାନ। ଦିନେ ଘାସବୁଦାରେ ପରିପୁର୍ଣ୍ଣ ଥିବା ସ୍ଥାନଟି ଆଜି ପାଲଟିଛି ତୁଳସୀ ଉଦ୍ୟାନ। କେବଳ ସେତିକି ନୁହଁ ପଦ୍ମ ଫୁଲରେ ପରିପୁର୍ଣ୍ଣ ହୋଇଛି ପୁଷ୍କରିଣୀ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା ତୁଳସୀ ଏବଂ ପଦ୍ମ ଚାଷ।

coin man
ନିଆରା ନିଶା, ସଂଗ୍ରହ କରିଛନ୍ତି ଦେଶ ବିଦେଶର ମୁଦ୍ରା

ପିଲାଦିନୁ ମୁଦ୍ରା ସଂଗ୍ରହ କରୁଛନ୍ତି ଚନ୍ଦ୍ରଶେଖର। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଏ.ଚନ୍ଦ୍ରଶେଖର ସରାବଙ୍କ ରହିଛି ଏକ ନିଆରା ନିଶା । ପେଶାରେ ସେ ଜୁଡିସିଆଲ କ୍ଲର୍କ ହୋଇଥିଲେ ମଧ୍ୟ ଦେଶ ବିଦେଶର କଏନ, ନୋଟ୍ ଏବଂ ଡାକ ଟିକଟ କଲେକ୍ସନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Scannable microchip can be embed in arms to show covid vaccination status
ହାତରେ ଲାଗିବ ମାଇକ୍ରୋ ଚିପ୍‌; ଜଣାପଡିବ ଟିକାକରଣର ସବୁ ବିବରଣୀ

ଟୀକାକରଣର ସ୍ଥିତି ଜାଣିବା ପାଇଁ ଅତ୍ୟାଧୁନିକ ଜ୍ଞାନ ଓ କୌଶଳରେ ତିଆରି କରାଯାଇଛି ମାଇକ୍ରୋଚିପ୍  । ଏହାକୁ ହାତରେ ଲାଗାଇ ସ୍କାନ୍‌ କରିବା ମାତ୍ରେ ହିଁ ବ୍ୟକ୍ତିର ଟୀକାକରଣର ସବୁ ସ୍ଥିତି ଅତି ସହଜରେ ଜଣାପଡିଥାଏ । ଫଳରେ ଲୋକଙ୍କୁ ଟିକାକରଣ ଷ୍ଟାଟସ ବହନ କରି ସବୁ ସ୍ଥାନକୁ ଯିବାକୁ ପଡିବ ନାହିଁ ।

Historic Coast Canal
ପରିଚୟ ଖୋଜୁଛି କୋଷ୍ଟ କେନାଲ

ଐତିହାସିକ କୋଷ୍ଟ କେନାଲ। ଦିନେଥିଲା ନୌବାଣିଜ୍ୟର ସ୍ୱତନ୍ତ୍ର ପରିଚୟ। ଏହି ବାଟ ଦେଇ ହେଉଥିଲା ବାଣିଜ୍ୟ କାରବାର। ଆମଦାନୀ ଠାରୁ ରପ୍ତାନୀ ପର୍ଯ୍ୟନ୍ତ ସବୁ କିଛିର ମୁଖ୍ୟ ମାଧ୍ୟମ ଥିଲା ଏହି କୋଷ୍ଟ କେନାଲ। ବାଣିଜ୍ୟ କାରବାର ପ୍ରମୁଖ ସ୍ଥାନ ନେଇଥିଲା ଏହି କେନାଲ ଏବେ ମୃତପ୍ରାୟ। ପୂର୍ବପରି ନା ଏଇଠି ହେଉଛି ବାଣିଜ୍ୟ କାରବାର ନା ଏହି କେନାଲ ପାଖରେ ଥିବା ଜମି ଶସ୍ୟଶ୍ୟାମଳା ହୋଇପାରୁଛି। କହିବାକୁ ଗଲେ ପୁନଃଉଦ୍ଧାର ଅଭାବରୁ ଭଦ୍ରକର କୋଷ୍ଟ କେନାଲ ଏବେ ବିଲୀନ ହେବାକୁ ବସିଲାଣି।

Special Styory | Earn Rs 70000 In 4 Hours, Know Details
ଏଇ ଅଫିସ୍‌ରେ ମାତ୍ର ୪ ଘଂଟା କାମ କଲେ ମିଳିବ ୭୦ ହଜାର ଟଙ୍କା, ଏମିତି କରନ୍ତୁ ଆବେଦନ

ଏହି ଅଫିସ୍‌ରେ ଦିନକୁ ୪ ଘଂଟା କାମ କଲେ ମାସକୁ ମିଳିବ ୭୦ ହଜାର ଟଙ୍କା। କମ୍ପାନୀର ନାହିଁ କୌଣସି ପ୍ରତିବନ୍ଧକ।