• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Labourer

Payal Journey from Labourer to Champion
Inspirational Stories: ଦାଦନ ଦୁଃଖର ସଫଳ କାହାଣୀ; ହାତ-ପାଦ ନାହିଁ, ଅର୍ଜୁନ ବିଜେତାଙ୍କୁ ହରାଇଲେ ଗୋଲ୍ଡ ଗାର୍ଲ ପାୟଲ

କଠିନ ପରିଶ୍ରମ କରିଚାରିଲେ ଆଉ ବନିଗଲେ ଗୋଲ୍ଡେନ ଗାର୍ଲ। ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ଚାବି କାଠି ଏକଥାକୁ ପ୍ରମାଣ କରିଛନ୍ତି ବଲାଙ୍ଗୀର ଯମୁନାବାହାଲ ଗାଁର ପାୟଲ ନାଗ । 

Water Problem
ଦେବଦୂତ ସାଜିଲେ ଦାଦନ ଶ୍ରମିକ, ସରକାର ଯାହା କଲେନି କରି ଦେଖାଇଲେ

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଦୀର୍ଘ ୨୪ ବର୍ଷରେ ଯାହା ହୋଇପାରିଲା ନାହିଁ, ତାହା କରି ଦେଖାଇଛନ୍ତି ଜଣେ ଦାଦନ ଶ୍ରମିକ । ଦାଦନ ଖଟି ନିଜ ଗାଁକୁ ଯୋଗାଇଛନ୍ତି ପିଇବା ପାଣି ।

hit and run
ରାଜଧାନୀ ରାସ୍ତାରେ ଛାତିଥରା ଘଟଣା : ହିଟ୍‌ ଆଣ୍ଡ ରନରେ ଶ୍ରମିକ ମୃତ

ରାତିର ଘନ ଅନ୍ଧକାରରେ ମାଡ଼ି ଆସିଲା ନାଲି ଗାଡ଼ି...ଶୋଇଥିବା ସମୟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା..

agniveer
ଚର୍ଚ୍ଚାରେ ନନ୍ଦକିଶୋରଙ୍କ କାହାଣୀ; ପରିସ୍ଥିତି ବନାଇଥିଲା ଶ୍ରମିକ, ହେଲେ ଆଜି ସେ ଅଗ୍ନିବୀର

ନନ୍ଦକିଶୋର ନାଗ୍ । ପିଲାଟି ବେଳୁ ଦେଶମାତୃକାର ସେବା ପାଇଁ ସ୍ୱପ୍ନ ଦେଖୁଥିଲେ ସତ, ହେଲେ ପରିସ୍ଥିତି ତାଙ୍କୁ ଶ୍ରମିକ ସଜେଇଦେଇଥିଲା । ବାପା କାଳିଆ ନାଗ, ହଠାତ୍ ପକ୍ଷାଘାତରେ ପୀଡ଼ିତ ହେବାରୁ ପାଠପଢ଼ାରେ ଡୋରି ଲାଗିଲା ।

3 migrant labourers missing in ganjam
ଦାଦନ ଯାଇ ୩ ନିଖୋଜ, ଖସି ଆସିଥିବା ଶ୍ରମିକ କହିଲେ ଛାତିଥରା କଥା 

ପରିବାର ଲୋକଙ୍କ କହିବା କଥା ବର୍ତ୍ତମାନ ସେମାନେ ସେହି ସ୍ଥାନରୁ ପୁଣି ଲୁଚି ଆସିଛନ୍ତି କିନ୍ତୁ ତାଙ୍କ ପତ୍ତା ମିଳୁନି। କେଉଁଠି ଅଛନ୍ତି କିପରି ଅଛନ୍ତି ତାର ଖବର ନାହିଁ। ହେଲେ ସେଠାରୁ ଖସି ଆସିଥିବା ୨ ଜଣ ବ୍ୟକ୍ତି ସୁର ଦାସ ଏବଂ ପ୍ରଭକାର ଦାସ ସେଠାକାର ନିର୍ଯାତନାର କରୁଣ ଚିତ୍ର ବଖାଣିଛନ୍ତି।

Apana Eka Nuhanty- Meritorious Girl From Nuapada Works As Labourer To Feed Family
ଦ୍ୱିତୀୟ ବିବାହ ପରେ ଦୁଇ ଝିଅଙ୍କୁ ଚାହିଁଲାନି ବାପା, ବୁଢୀ ଆଇ ପାଇଁ କୁଲି କାମ କରୁଛି କୁନି ଝିଅ

ଦ୍ୱିତୀୟ ବିବାହ ପରେ ଦୁଇ ଝିଅଙ୍କୁ ଚାହିଁଲାନି ବାପା। ଅଧାରୁ ପାଠ ଛାଡ଼ି ଏବେ କୁଲି କାମ କରୁଛି ନାବାଳିକା ଝିଅ। ପୁଣି ମୁଣ୍ଡରେ ବୁଢୀ ଆଇର ଦାୟିତ୍ୱ। ନା ସରକାରୀ ଚାଉଳ ମିଳୁଛି ନା କିଛି ସୁବିଧା ସୁଯୋଗ ମିଳୁଛି...ଭୋକ ଉପାସରେ କଟୁଛି ଦିନ