ଅସିତ ତ୍ରିପାଠୀଙ୍କଠୁ ବାଲକ୍ରିଷ୍ଣନଙ୍କ ପର୍ଯ୍ୟନ୍ତ ଗୋଟି ଗୋଟି କରି ନାଁ ନେଇ ସିଏମଓ ରିଟାୟାର୍ଡ ଅଫିସରଙ୍କ କ୍ଲବ୍ ପାଲଟିଲାଣି ବୋଲି କହିଥିଲେ ବିରୋଧୀ ଦଳ ନେତା ।
ଅସିତ ତ୍ରିପାଠୀଙ୍କଠୁ ବାଲକ୍ରିଷ୍ଣନଙ୍କ ପର୍ଯ୍ୟନ୍ତ ଗୋଟି ଗୋଟି କରି ନାଁ ନେଇ ସିଏମଓ ରିଟାୟାର୍ଡ ଅଫିସରଙ୍କ କ୍ଲବ୍ ପାଲଟିଲାଣି ବୋଲି କହିଥିଲେ ବିରୋଧୀ ଦଳ ନେତା ।
CM ପଦ ପାଇଁ ଶନି ମନ୍ଦିର ପୂଜା କଥା ଲିକ୍ ହେବାରୁ ନବଙ୍କୁ ହଟାଗଲା ବୋଲି ସେ କହିଛନ୍ତି।
ଖୁବଶୀଘ୍ର ବଦଳୁଛି ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା। ପାଓ୍ୱାର କରିଡରରେ ବଡ଼ ଚର୍ଚ୍ଚା। ପୁରୁଣାରୁ ୫୦ ପ୍ରତିଶତଙ୍କୁ ବଦଳାଇ ନୂଆ ଟିମ୍ ଗଢୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। କିଏ ହେବେ ଆଉଟ୍, କାହାର ହେବ ଇନ୍।
ପୋଲ କାମ ଚାଲିଥିବା ବେଳେ ଆଜି ହଠାତ୍ ସାଇଡ୍ ଓ୍ବାଲ୍ ଭୁଶୁଡ଼ି ପଡ଼ିଥିଲା।
ହାଇକୋର୍ଟଙ୍କୁ ଏନେଇ ଅନୁରୋଧ କରିଥିଲେ ରାଜ୍ୟ ସରକାର। ଦାୟିତ୍ୱରେ ଯିଏ ବି ଅବହେଳା କରିଥିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଯୋଜନା ଅନୁଯାୟୀ ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ସମ୍ବାଦପତ୍ର ହକର୍ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ।
ଆଡମିଶନ ପାଇଁ ଆବଶ୍ୟକ ପଡ଼ୁଥିବା ଟଙ୍କା ପାଖରେ ନଥିବାରୁ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ
ତ୍ୱରିତ ଶୁଣାଣି ପାଇଁ କେସ୍ କରାଯାଇଛି। ମାମଲାର ଚାର୍ଜସିଟ୍ ଦାଖଲ ହୋଇନି ହେଲେ ତ୍ୱରିତ ଶୁଣାଣି ଲାଗି ଅପିଲ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି।
ଆଜି ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I କୁଚିଣ୍ଡାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନୁଆ ସ୍ମାର୍ଟକାର୍ଡ ବଣ୍ଟନ I ବିଭିନ୍ନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ ସହ ଶୁଭାରମ୍ଭ I ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ବଢ଼ାଇ ଦିଆଯାଇଛି ସୁରକ୍ଷା ବ୍ୟବସ୍ଥା।
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି। ଏଣିକି ଶିଶୁଙ୍କ ପାଇଁ ରହିବ ସ୍ୱତନ୍ତ୍ର ଥାନା। ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ (Child Friendly Police Station) ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।