ଚଳଚଞ୍ଚଳ ଥିଲେ...ସମସ୍ତଙ୍କୁ ଆପଣାର କରି ବାଟ ଚାଲୁଥିଲେ... ଈଶ୍ବର ଭକ୍ତି ସହ ମଣିଷ ପଣିଆର ଭିନ୍ନ ଏକ ଭାବ ବନ୍ଧନରେ ବାନ୍ଧି ହୋଇଥିଲେ । କିଏ ଜାଣିଥିଲା ଏହି ସମୟରେ ସେ ଫେରିଯିବେ ଅଫେରା ରାଇଜକୁ !
ବ୍ରହ୍ମପୁର MKCG ମେଡିକାଲ, ବୁର୍ଲା ଭିମସାର କର୍ତ୍ତୃପକ୍ଷଙ୍କ ସହ ୨୪ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏହି ଚିଠି ଲେଖାଯାଇଛି। ଚିଠିରେ ଉଲ୍ଲେଖ ରହିଛି ଯେ, ୨୦୧୫ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ କ୍ୟାମ୍ପସରେ ଥିବା ମେଡିସିନ ଷ୍ଟୋରଗୁଡ଼ିକର ଲାଇସେନ୍ସ ଅବଧି ବଢ଼ାଯିବ ନାହିଁ।
ଦୈନିକ ଏଠାକୁ ପ୍ରାୟ ୩ ହଜାର ରୋଗୀ ଆସୁଥିବା ବେଳେ ପ୍ରାୟ ୫୦ରୁ ୬୦ ୟୁନିଟ୍ ରକ୍ତ ଆବଶ୍ୟକ ପଡ଼ୁଛି। କିନ୍ତୁ ଦେଖିଲା ବେଳକୁ ଏହାର ଅଧା ବି ମହଜୁଦ ରହୁନାହିଁ।
ଅପରେସନ୍ କରାଯାଇ ମଳଦ୍ୱାରରୁ ବାହାର କରାଗଲା ଶାବଳ। ଜଣେ ନାବାଳକର ମଳଦ୍ୱାର ଦେଇ ପଶି ଯାଇଥିବା ଶାବଳକୁ ଅପରେସନ କରି ସର୍ଜରୀ ବିଭାଗର ଡାକ୍ତରୀ ଟିମ୍ ଏହାକୁ ବାହାର କରିଛନ୍ତି।
ଖବରପାଇ ମେଡିକାଲର ବିଭାଗୀୟ ମୁଖ୍ୟ, ମେଡିକାଲ ଅଧୀକ୍ଷକ ଆସି ତଦନ୍ତ କରିଥିଲେ । ହେଲେ ଇଞ୍ଜେକସନ୍ର ତ୍ରୁଟି ନା ଚିକିତ୍ସାରେ ଭୁଲ ଭଟକା ଯୋଗୁଁ ଏଭଳି ଘଟଥିଲା ତାହା ଜଣାପଡ଼ିନଥିଲା ।