• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Danda Jatra

Dandanrutya
ଢୋଲ ବାଜୁଛି ଯେମିତି ଛାତି ଥରୁ ଛି ବି ସେମିତି

ଏ ମୁଣ୍ଡରୁ ସେ ମୁଣ୍ଡ ବନ୍ଧା ହୋଇଛି ରସି। ଆଉ ସେଇ ଗୋଟିଏ ରସିରେ ଭାରସାମ୍ୟ ରକ୍ଷା କରି ନିଆଁ ହୁଳାରେ ଝୁଣା ମାଡ ଚାଲିଛି। ଗୋଟେପଟେ ବିଶାଳକାୟ ଲିମ୍ବ ଗଛରେ ଦଉଡି ବନ୍ଧା ହୋଇଛି। ଏମିତି ଟିପଟାଣରେ ବନ୍ଧା ହୋଇଛି ଯେ, ରବର ଭଳି ଦଉଡି ଡେଉଁଛି। ଆଉ ଏ ମାନସିକ ଧାରୀ ଦଣ୍ଡୁଆ ଜଣକ ହନୁମାନଭଲି ଡିଆଁଡେଇଁ କରି ଦଣ୍ଡପ୍ରଦର୍ଶନ କରୁଛନ୍ତି।

Danda Jatra
ଡହ ଡହ ଖରାରେ ଦଣ୍ଡ ଯାତ୍ରା

ଦେହରେ ହଳଦିଆ ବସ୍ତ୍ର ହାତରେ ଝୁଲ ମୁଠା, କାନ୍ଧରେ ବାନା ବାଡ଼ି ଧରି ଗାଁକୁ ଗାଁ ଖାଲି ପାଦରେ ଚାଲିଛନ୍ତି ବ୍ରତଧାରୀ ଦଣ୍ଡୁଆ । ତତଲା ଭୂଇଁ ଓ ଡହ ଡହ ଖରାକୁ ଖାତିର ନକରି ପରିବାରର ମଙ୍ଗଳ ଓ ସମାଜର ଶୁଭ ମନାସି ବାହାରିଛନ୍ତି ଦଣ୍ଡ ଯାତ୍ରାରେ । ଢୋଲ, ଘଣ୍ଟ, ମହୁରୀ ବାଦ୍ୟରେ ପ୍ରକମ୍ପିତ ହେଉଛି ପୁର ପଲ୍ଲୀ ।

Danda jatra
ସଂଳାପରେ ଫାଟି ପଡ଼ୁଛି ଆଖଡ଼ା

ବାଜୁଛି ବାଦ୍ୟ.... ସଂଳାପରେ ଫାଟି ପଡ଼ୁଛି ଆଖଡ଼ା । ମଞ୍ଚରେ ଅଭିନୟ ପୂର୍ବରୁ ଆଖଡ଼ା ସ୍ଥଳରେ ନିଜର ଅଭ୍ୟାସ ଜାରିରଖିଛନ୍ତି କଳାକାର l ମ୍ୟୁଜିକସିଆନଠୁ ଆରମ୍ଭ କରି କଳାକାର ଓ ନିର୍ଦ୍ଦେଶକ ସମସ୍ତେ ଲାଗିଛନ୍ତି ରିହରସାଲରେ l ଗଞ୍ଜାମର ଗଣପର୍ବ ଦଣ୍ଡ ଯାତ୍ରା ପାଇଁ ଚାଲିଛି କଳାକାରଙ୍କ ପ୍ରସ୍ତୁତି ।

Danda Jatra
ଅଶ୍ଲୀଳ ନାଚରୁ ମହାଭାରତ; ଦଣ୍ଡଯାତ୍ରା ମଂଚରେ ପିଟାପିଟି

ରେକଡ ଡାନ୍ସରେ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାମୁହିଁ ।

Clash During Danda Jatra
ଦଣ୍ଡଯାତ୍ରା ବେଳେ ବୋହିଲା ରକ୍ତର ନଦୀ, ପୋଲିସ୍‌କୁ ବି ଛାଡ଼ିଲେନି...

ଦଣ୍ଡଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ। ପରସ୍ପର ମଧ୍ୟରେ ‌ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।