/odishatv-khabar/media/post_attachments/uploadimage/library/16_9/16_9_0/Panchang_1738291395.jpg)
Panchang
ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୩୧ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର,ତିଥି- ୨ୟା ଦିବା ୦୧.୫୯ ଗତେ, ୩ୟା ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର,ଘାତବାର- ବିଛା, ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୧.୫୯ ପର୍ଯ୍ୟନ୍ତ, ତା’ପରେ ରାତ୍ରି ୦୪.୧୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
Advertisment
ଶୁଭସମୟ:
ପ୍ରାତଃ- ୦୬.୨୫ ରୁ ୦୭.୧୦
ପ୍ରାତଃ- ୦୭.୫୫ ରୁ ୦୯.୧୩
ଦିବା- ୧୨.୨୨ ରୁ ୦୨.୩୬
ଦିବା- ୦୪.୦୫ ରୁ ୦୫.୩୪
ସନ୍ଧ୍ୟା- ୦୭.୧୭ ରୁ ୦୮.୪୭
ରାତ୍ରି- ୦୨.୦୮ ରୁ ୦୪.୪୨
ଅଶୁଭସମୟ:
ରାହୁକାଳ- ଦିବା ୧୦.୩୬ ରୁ ୧୨.୦୦
କାଳବେଳା- ଦିବା ୧୦.୩୬ ରୁ ୧୨.୦୦
ବାରବେଳା- ଦିବା ୦୯.୧୩ ରୁ ୧୦.୩୬
କାଳରାତ୍ରି- ରାତ୍ରି ୦୮.୪୭ ରୁ ୧୦.୨୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)