ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼! ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା। ଦିଗପହଣ୍ଡିରୁ ବିପିନ ପ୍ରଧାନ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଛାଡିଛନ୍ତି ବିଜେଡି ହାତ।
ପ୍ରତିଦିନ ବିଜେଡି ଗୋଷ୍ଠୀ କନ୍ଦଳର ଚିତ୍ର ସାମନାକୁ ଆସୁଛି । ସବୁଠି ସିଟିଂ MLAଙ୍କ ବିରୋଧରେ ତୀବ୍ର ହେଉଛି ଅସନ୍ତୋଷ ।
ବିଜେଡିର ଗଞ୍ଜାମ କସରତ। ନବୀନ ନିବାସରେ ହେଲା ସମୀକ୍ଷା, ସୁପ୍ରିମୋ ଦେଲେ ଟିକେଟ୍ ପାଇଁ ଗ୍ରୀନ ସିଗନାଲ୍। ସକାଳ ସାଢେ ଦଶଟାରୁ ଆରମ୍ଭ ହୋଇଥିଲା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବୈଠକ।
5-ଟି ଅନ୍ତର୍ଭୁକ୍ତ ଆମ ହସ୍ପିଟାଲର ବିକଳ ଚିତ୍ର l ଉଦଘାଟନର କିଛି ମାସ ନ ପୁରୁଣୁରୁ ଅଦିନିଆ ବର୍ଷାରେ ଅତ୍ୟାଧୁନିକ ହସ୍ପିଟାଲର ଜଳମୟ ସ୍ଥିତି l ଗଞ୍ଜାମ ଜିଲ୍ଲା ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ଏଠି ରାତି ପାହିଲେ ହଜାର ହଜାର ଯାତ୍ରୀ, ଦୋକାନୀ, ଗ୍ରାହକ ଏବଂ ଗାଡିର ଭିଡ ହୁଏ । ଆଉ ପ୍ରତି ଦୋକାନ ବଜାର ଆଗରେ ଲାଗେ ଲୋକଙ୍କ ଭିଡ ।
୧୨ ବର୍ଷର କୁନିପୁଅ ଯାଇ ମୂଲ ଖଟିଲେ ୪ ଜଣଙ୍କ ପେଟକୁ ଦାନା ଯାଉଛି.. କେମିତି ସହିବ ! କାହାକୁ କହିବ ! ନିଜ କୁନି ପୁଅର କଅଁଳ ହାତର ରୋଜଗାର ଖାଇଲା ବେଳକୁ ଏ ମାଆର ଛାତି ଫାଟି ଯାଉଛି.. କିନ୍ତୁ କରିବ କଣ !
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ଶକ୍ତିହୀନ ହେଉଛି କି ବିଜେଡି ? ଗୋଟିଏ ପଟେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଛାମୁଆ ନେତା ଓ କର୍ମୀଙ୍କ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳ ସୀମା ଡେଇଁଲାଣି।
ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କର ଦିଗପହଣ୍ଡି ରାଜନୀତିରେ ବେଶ୍ ଦବଦବା ରହିଛି।
୮ହଜାରରୁ ଅଧିକ ଆଦିବାସୀ ଲୋକେ ଏଠାରେ ବସବାସ କରୁଛନ୍ତି। ଲୋକଙ୍କ ଜୀବନ ପ୍ରଣାଳୀ ଅତି ନିମ୍ନମାନର ହୋଇରହିଛି।
୧୦ ଦିନ ଜେଲରେ ରହିବା ପରେ ଆଜି ସେ ସଂଧ୍ୟାରେ ଜେଲରୁ ମୁକୁଳିଛନ୍ତି । ଗତ ଫେବ୍ରୁଆରୀ ୧୪ ତାରିଖ ସନ୍ଧ୍ୟାରେ ତାଙ୍କୁ ଜେଲ୍ ପଠାଇଥିଲା କବିସୂର୍ଯ୍ୟନଗର ପୋଲିସ ।
ଗଞ୍ଜାମର ଲୋକ ଭାଷାରେ ‘ଲେଖା ଛିଡ଼େଇ ଦେବା’ ବୋଲି କହି କର୍ମୀଙ୍କ ଉତ୍ସାହ ବଢ଼ାଇଛନ୍ତି।
ଟମାଟ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ବୋଲି କୁହାଯାଉଛି । ପୋଲିସ ଯୁବକକୁ ଉଠାଇ ନେବାବେଳେ BJD କର୍ମୀମାନେ ବିଧା ଗୋଇଠା ମାରୁଥିବା ଦେଖିବାକୁ ମିଳିଛି ।
ବିଶେଷ କରି କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ବୌଦ୍ଧ, ଗଞ୍ଜାମ, କନ୍ଧମାଳ ଓ ପୁରୀରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।
ଗଞ୍ଜାମ ଜିଲ୍ଳା ସୋରାଡ଼ା ବ୍ଲକ ଋଷିକୁଲ୍ୟା ନଦୀକୂଳେ ଅବସ୍ଥିତ ହାତୀଗଡା ଗାଁ। ନଦୀକୂଳେ ଥିବା ଚାଷଜମିରେ ବିଭିନ୍ନ କିସମର ପନିପରିବା ଚାଷ କରାଯାଇଛି। ଟମାଟୋ, ବାଇଗଣ, ଫୁଲକୋବି, କଞ୍ଚାଲାଙ୍କା ଭଳି ବିଭିନ୍ନ ପ୍ରକାରର ପନିପରିବା ଚାଷ ହୋଇଛି।
ସନ୍ଧ୍ୟା ସମୟରେ ମା ଝିଅ ଦୁହେଁ ମିଶି ଖଲି ପତ୍ର ତୋଳି ପତ୍ର ବିଡା କରିବା ବେଳେ ଗୁଳିମାଡ଼ ହୋଇଥିଲା। ଗୁଳି କେମିତି ବାଜିଲା, ତାହା ଜଣାପଡ଼ିନାହିଁ।
ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଏକ ଧାରୁଆ ଛୁରୀରେ ସ୍ୱାମୀର ବେକ ଓ ପିଠିକୁ କାଟି ଦେଇଥିଲେ।
୧୦ ଥରର ବିଧାୟିକା ତଥା ଖଲ୍ଲିକୋଟ ରାଣୀ ହେଉଛନ୍ତି ଭି. ସୁଜ୍ଞାନ କୁମାରୀ ଦେଓ । ଗଂଜାମ ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟରେ ଆଜି ତାଙ୍କର ଶେଷକୃତ୍ୟ କରାଯାଇଛି ।
୨୦୧୯ ମସିହାର କଥା। ସଂପୃକ୍ତ ମହିଳା ସବ ଇନିସପେକ୍ଟରଙ୍କ ଅଭିଯୋଗ ଥିଲା, ଥାନାବାବୁ ରମେଶ ପ୍ରଧାନ ନିଜ ସରକାରୀ କ୍ବାର୍ଟର୍ସରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏ ସଂପର୍କରେ ୨୦୧୯ ନଭେମ୍ବର ୯ ତାରିଖରେ ଗଞ୍ଜାମ ପାଟପୁର ଥାନାରେ ଏକ ଅଭିଯୋଗ କରିଥିଲେ ।
ମାଡ଼ ଖାଇଥିବା ନାବାଳକଙ୍କ ଏତଲା ପରେ ୪ ବାଳ ଅପରାଧୀଙ୍କୁ ସୁଧାର ଗୃହକୁ ପଠାଯାଇଥିଲା । ସୁଧାର ଗୃହରୁ ଫେରିବା ପରେ ପୁଣିଥରେ ୫ ଜଣଙ୍କ ମଧ୍ୟରେ ପିଟାପିଟି ହୋଇଥିଲା ।
ମେଘ ହଟିବା ସହ ପାଗ ଶୁଖିଲା ରହୁଥିବାରୁ ଉତ୍ତର ଓଡ଼ିଶାରେ ତାପମାତ୍ରା କମିବ । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଭଳି ଜିଲ୍ଲାରେ ରାତିର ତାପମାତ୍ରା କମିବ ।
ବିଲରେ ଥାଇ ପୋକ ଲାଗିଲାଣି । ପତ୍ର ହଳଦିଆ ପଡିଯାଉଛି ତ କୋବି କଳା ପଡ଼ି ଯାଉଛି । ୨ଟଙ୍କାରେ ବେପାରୀଙ୍କୁ ଯାଚିଲେ ବି ନେଉନାହାନ୍ତି । ସୋରଡ଼ା ବ୍ଲକର କୈଳାସପୁର, ମୂଳିଆପଲ୍ଲୀ, ହାତୀଗଡା ଓ ରାମଚନ୍ଦ୍ରପୁର ଭଳି ଅନେକ ଗାଁରେ ଏଥର ଭଲ ଫୁଲକୋବି ଫଳିଥିଲା, କିନ୍ତୁ ଅଦିନିଆ ବର୍ଷା ସବୁ ଉଜାଡି ଦେଲା ।
ନୟାଗଡ, ଗଞ୍ଜାମ, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଝାରସୁଗୁଡା ।
କେଶରୀପାଟଣା ଗାଁ ନିକଟରେ ଦୁର୍ଘଟଣା । ସ୍କୁଟି ଏବଂ ବାଇକ୍ ମୁହାଁମୁହିଁ ଧକ୍କା ।
କୌଣସି ପିତା, ମାତା କେବେ ଚାହୁଁନଥିବା ଘଟଣା ଆଜି ବିଧାତା ଖଞ୍ଜିଦେଇଛି ଏହି ବୁଢ଼ୀ ମା’ଭାଗ୍ୟରେ । କେବେ କେହି ଆଶା କରୁନଥିବା ନିର୍ଯାତନାର ପାହାର ବସିଛି ଏହି ଚମ ଧୁଡୁଧୁଡୁ ଶରୀର ଉପରେ ।
ଡାକ୍ତର ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାରେ ପୋଲିସ ସଙ୍କେତ ସେନାପତିଙ୍କୁ ଅଟକ ରଖିଛି । ସଙ୍କେତଙ୍କ ଘର ରାୟଗଡ଼ା ଜିଲ୍ଲାରେ ।