• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Human Skulls And Multiple Skeletons Found In Bhubaneswar
ଭୁବନେଶ୍ୱରରୁ ମିଳିଲା ଏକାଧିକ ନର କଙ୍କାଳ, ଭୟଭୀତ ଲୋକେ

ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ନର କଙ୍କାଳ ଓ ଖପୁରୀ ରାସ୍ତାକଡ଼ ଆବର୍ଜନା ଭିତରେ ପଡ଼ି ରହିଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଇଞ୍ଜଣା ବ୍ରିଜ୍ ନିକଟରୁ ଏହି ନରକଙ୍କାଳ ସବୁ ମିଳିଛି।

Prime Accused Sarmistha Rout's Car Traced
କାର୍‌ ମିଳିଲା, ହେଲେ କୁଆଡ଼େ ଗଲେ ଶର୍ମିଷ୍ଠା ?

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଶର୍ମିଷ୍ଠାଙ୍କ କାର୍‌ ମିଳିଛି। 

Petrol Diesel Price
ନିର୍ବାଚନ ସରୁ ସରୁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର ! ରୋଷେଇ ଘରେ ବି ହେଲା ପ୍ରହାର

ଆନ୍ତର୍ଜାତିକ ବଜାର ଦର ଅନୁସାରେ ଆଜିଠୁ ନିଇତି ବଦଳିବ ପେଟ୍ରୋଲ ଓ ଡିଜେଲ ଦର । ଏସମ୍ପର୍କରେ ପେଟ୍ରୋଲିୟମ ଡିଲର ସଂଘର କହିବା କଥା, ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ବଢ଼ିଚାଲିଛି ।

Sarmistha Rout
ନିରଞ୍ଜନ-ଶର୍ମିଷ୍ଠା ନିଇତି ଚାଲିଥିଲା ଗପସପ, ଘଂଟା ଘଂଟା ଧରି ହେଉଥିଲେ କଥାବାର୍ତ୍ତା !

ଶର୍ମିଷ୍ଠାଙ୍କ ସହ ବାରମ୍ବାର କଥା ହେଉଥିଲେ ନିରଞ୍ଜନ । ଏପରିକି ସେ ଫେରାର ହେବା ଏବଂ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯିବା ପରେ ବି ଶର୍ମିଷ୍ଠାଙ୍କ ପରିବାର ଲୋକଙ୍କୁ ନିରଞ୍ଜନ ଫୋନ୍ କରିଥିବା ପ୍ରମାଣ ପାଇଛି ପୋଲିସ ।

Sarmistha Rout
ମାନସ ହତ୍ୟା ମାମଲ: କେଉଁଠି ଲୁଚିଛନ୍ତି ୱେବ୍‌ ମାଲିକାଣୀ ? ଭାଇ ଧରାପଡ଼ିଗଲା ହେଲେ ଶର୍ମିଷ୍ଠାଙ୍କୁ ପାଉନି ପୋଲିସ

ପୋଲିସ ସୂଚନା ଅନୁସାରେ ପରମେଶ୍ୱର ବିଜୟଓ୍ୱାଡ଼ାରୁ ଧରା ପଡ଼ିଥିଲେ ବି ଶର୍ମିଷ୍ଠା ମିଳିନାହାନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ଯଦି ପରମେଶ୍ୱର ବିଜୟଓ୍ୱାଡ଼ାରୁ ଧରାପଡ଼ିଲେ, ତାହେଲେ ତାରି ଯୋଜନାରେ ଫେରାର ମାରୁଥିବା ଶର୍ମିଷ୍ଠା ଗଲେ କୁଆଡ଼େ ?

Dibyashankar Mishra
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପ୍ରତିକ୍ରିୟା, କହିଲେ..

ମାନସ ସ୍ୱାଇଁ ହତ୍ୟା ମାମଲାରେ ରହିଛି ଦୁଇ ମନ୍ତ୍ରୀଙ୍କ ସଂପୃକ୍ତି । ଏଭଳି କିଛି ଚାଞ୍ଚଲ୍ୟକର ଓ ସାଘାଂତିକ ଅଭିଯୋଗ କରିଛନ୍ତି ମାନସଙ୍କ ପତ୍ନୀ ଓ ଭାଇ । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଏହି ହତ୍ୟା ମାମଲାରେ ସଂପୃକ୍ତି ରହିଛି ।

ULB Polls
ସରିଲା ପ୍ରଚାର, ଶେଷ ଦିନରେ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ ! କମ୍ପିଲା ସହର

ସମସ୍ତ ପୌରାଞ୍ଚଳ ଓ ଏନ୍ଏସିରେ ଜୋରଦାର ଚାଲିଛି ପ୍ରଚାର । ହେଭିେଓ୍ୱଟ୍ ଓ ସେଲିବ୍ରିଟିଙ୍କ ସାହାରା ନେଇ ପ୍ରାର୍ଥୀମାନେ କରୁଛନ୍ତି ପ୍ରଚାର ।

Niranjan Sethi
ଶର୍ମିଷ୍ଠାଙ୍କୁ ଦିନକୁ ୩୦ ଥର କଲ କରୁଥିଲେ ନିରଞ୍ଜନ, ବାରମ୍ବାର ଯାଉଥିଲେ ଦୟାଲ ଆଶ୍ରମ

ଏତେ ବଡ଼ ଅଫିସର ପୋଲିସ ରାଡାର ଭିତରକୁ ଆସି ଗିରଫ ହୋଇପାରୁଛନ୍ତି ଏବଂ ଜେଲ ଯାଇପାରୁଛନ୍ତି ତେବେ ଶର୍ମିଷ୍ଠା କାହିଁକି ଏଯାଏଁ ଧରା ପଡ଼ିନାହାନ୍ତି ? ପୋଲିସ ତାଙ୍କୁ କାହିଁକି ଧରିପାରୁନି ?

Manas Swain
କ୍ୟାମେରା ମ୍ୟାନ୍ ମାନସ ହତ୍ୟା ମାମଲାରେ ପୋଲିସକୁ ତାତ୍ସଲ୍ୟ କଲା କଂଗ୍ରେସ

ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରୁଛନ୍ତି । ହେଲେ ପୋଲିସ୍ କିପରି ତାଙ୍କୁ ଧରି ପାରୁନି ? ଦୁଇ ଥର ଜେରା ପରେ ତାଙ୍କୁ କାହିଁକି ଛାଡ଼ି ଦେଇଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

Manas Swain
ମାନସ ସ୍ୱାଇଁ ହତ୍ୟା ମାମଲା: ପୋଲିସକୁ ଆଉ ଏକ ସଫଳତା, ଶର୍ମିଷ୍ଠାଙ୍କ ଭାଇ ଗିରଫ

ଭଦ୍ରକ ପୋଲିସ ଖୋଳତାଡ଼ ଜାରି ରଖିଛି । ଓଡ଼ିଶା ବାହାରେ ତିିନିଟି ଟିମ୍ ଏବଂ ରାଜ୍ୟ ଭିତରେ ଶର୍ମିଷ୍ଠାଙ୍କୁ ଧରିବାକୁ ଟିମ୍‌ କାମରେ ଲାଗିଛି । ପୋଲିସ୍ କାହାରି ଚାପରେ ନାହିଁ, ତଦନ୍ତ ନିରପକ୍ଷ ଭାବେ ହେଉଛି ବୋଲି ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା କହିଥିଲେ ।

Prashant Jagdev
ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ବାଣପୁର ବ୍ଲକ ଅଫିସ ସାମ୍ନାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଥିଲେ ବିଧାୟକ ।

Niranjan Sethi
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଳୁ ଖୋଳୁ ଖୋଳୁ ମହାଦେବ !

ଚିପ୍‌ରେ କଣ ଥିଲା ଯେ, ମାନସଙ୍କୁ ମାରିଦିଆଗଲା ? କୁଆଡ଼େ ଗଲେ ଶର୍ମିଷ୍ଠାଙ୍କ ସହ ଆଉ ଜଣେ ମହିଳା ? ଏବେ ବି ଆଢୁଆଳରେ ରହିଯାଇଥିବା ଏଭଳି ଅନେକ ଦିଗର ଖୁଲାସା କରିପାରିନଥିବା ଚାନ୍ଦବାଲି ପୋଲିସ କହିଛି, ଛାନ୍‌ଭିନ୍ ଜାରି ରହିଛି। ସେପଟେ ଶର୍ମିଷ୍ଠାଙ୍କ ପ୍ରତି ନିରଂଜନଙ୍କ ଅହେତୁକ ଅନୁକମ୍ପାର ପ୍ରମାଣ ଲାଗିଛି ଓଟିଭି ହାତରେ ।

BJP Leader Chandrakant Patil
କେତେ ଘଣ୍ଟା ଶୁଅନ୍ତି ମୋଦି ? ବଡ଼ ଖୁଲାସା କରିଛନ୍ତି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‌

ପ୍ରଧାନମନ୍ତ୍ରୀ ଦେଶ ପାଇଁ ପ୍ରତି ମୁହୂର୍ତ୍ତରେ କାମ କରୁଛନ୍ତି । ନିଦ୍ରାକୁ ବାଧା ଦେଇ କିଭଳି ଦେଶ ପାଇଁ ୨୪ ଘଣ୍ଟା କାମ କରି ହେବ, ସେଥିପାଇଁ ସେ ଉଦ୍ୟମ ଚଳାଇଛନ୍ତି ।

ULB Polls
ULB Polls: ଏଥର ୨୨ ହଜାର ପୋଲିଂ କର୍ମଚାରୀ, ୪୦ ଲକ୍ଷ ୫୫ ହଜାର ଭୋଟର

ଭୋଟ୍ ଗ୍ରହଣ ଲାଗି ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ତେବେ ୨୩ ତାରିଖ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ବୁଥରେ ପହଞ୍ଚିଯିବେ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।

Niranjan Sethi OIC
ମାନସ ହତ୍ୟା ମାମଲା: ଅପହରଣଠାରୁ ଶବ ପୋତିବା ପର୍ଯ୍ୟନ୍ତ, ପୁରା ଘଟଣାର ପ୍ଲାନ୍‌ କରିଥିଲେ ନିରଞ୍ଜନ

ସବୁ ଘଟଣାର ଷଡ଼ଯନ୍ତ୍ର ରଚିଥିଲେ ଖୋଦ୍‌ ନିରଞ୍ଜନ ସେଠୀ । ଖାଲି ନିରଞ୍ଜନ ସେଠୀ ନୁହେଁ ଅନ୍ୟ ଜଣେ ଅଭିଯୁକ୍ତ ରଂଜନ ନାୟକ ମଧ୍ୟ ଗିରଫ ହୋଇଥିବା ସୂଚନା ରହିଛି । 

Camera Man Manas Swain
କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲାରେ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଗିରଫ

ଆଇ ଆଣ୍ଡ ପିଆର୍‌ ବିଭାଗର ପୂର୍ବତନ ନିର୍ଦ୍ଦେଶକ ମଧ୍ୟ ଥିଲେ । ନିରଞ୍ଜନଙ୍କ ଗିରଫ ନେଇ ଚାନ୍ଦବାଲି ଏସ୍‌ଡିପିଓଙ୍କ ସୂଚନା ।

Youth Deadbody Found From River
ହୋଲି ଖେଳିବାକୁ ଯାଇଥିଲେ, ହେଲେ ଶବ ହୋଇ ଫେରିଲେ...ନଦୀରୁ ମିଳିଲା ମୃତଦେହ

କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ଦିନ ଯୁବକ ଜଣ ସାଙ୍ଗମାନଙ୍କ ସହ ହୋଲି ଖେଳିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ।

ULB Polls
ପୌର ନିର୍ବାଚନ: ହେଭିୱେଟ୍‌ଙ୍କ ଦେଖା ନାହିଁ, ପୁଣି ବିଜେଡି କରିବ କି କ୍ଲିନ୍‌ ସ୍ୱିପ୍ ?

ବିଜେପିରେ ବି ସମାନ ଅବସ୍ଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ନିର୍ବାଚନରେ ଦଳକୁ ଗ୍ରାଣ୍ଡ ସକ୍ସେସ ଦେବାରେ ସଫଳ ହୋଇଛନ୍ତି ସତ ହେଲେ ଓଡିଶାରେ ଦଳର ଭଲ ପ୍ରଦର୍ଶନ ଲାଗି ସମୟ ଦେଇ ପାରିନାହାଁନ୍ତି ।

Manas Swain & Jamuna Swain
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମାଆ ଯମୁନା

ପୋଲିସ ହାତରେ ଲାଗିଛି ମାନସଙ୍କ ମୋବାଇଲ ଫୋନ । ଯାଜପୁର ଧର୍ମଶାଳା ୧୬ ନମ୍ବର ଜାତୀୟ ରାଜପଥ ସଙ୍ଖାରିଢ଼ିହ ନିକଟ ରାସ୍ତାକଡରୁ ମୋବାଇଲକୁ ପାଇଥିଲେ ଜଣେ ବ୍ୟକ୍ତିି ।

Unrest At Utkal University Campus After Clash
ବାଣୀବିହାରରେ ଉତ୍ତେଜନା: ରାତି ଅଧରେ ହଷ୍ଟେଲରେ ପଶି ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ନିବାସରେ ଉତ୍ତେଜନା ଦେଖା ଦେଇଛି। ଗତକାଲି ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। 

Shelter House
ଏ କି ବ୍ୟବସ୍ଥା ? ଭୁବନେଶ୍ୱରରେ କାହା ପାଇଁ ଆଶ୍ରୟସ୍ଥଳୀ ? ରାତିରେ ଡାକିଲେ ବି ଖୋଲୁ ନାହାନ୍ତି..

ରାଜଧାନୀରେ ଅନେକ ଆଶ୍ରୟସ୍ଥଳୀ ରହିଛି ହେଲେ ଏଠାକୁ ଯିବେ କେମିତି ? ଗଲେ ସାହରା ମିଳିବ କେମିତି ? ତାହା ଜଣାଇବାକୁ ନାହିଁ କୌଣସି ବ୍ୟବସ୍ଥା ।

Municipal Election
ପୌର ନିର୍ବାଚନ ମଇଦାନରେ ମାଳ ମାଳ ମହିଳା ପ୍ରାର୍ଥିନୀ

ହାଣ୍ଡିଶାଳରୁ ଭୋଟ୍ ଗ୍ରାଉଣ୍ଡକୁ ଆସି ପ୍ରଚାରରେ ମାତିଥିବା ମହିଳା ପ୍ରାର୍ଥୀଙ୍କ ଜୋସ୍ ବି ସବୁଠି ଜବରଦସ୍ତ।

Kapil Sharma
ଭୁବନେଶ୍ୱରର ଅନ୍ଧାର ରାତିରେ ବାଇକ୍‌ ଧରି ବୁଲୁଛନ୍ତି କପିଲ, ଆଉ କହୁଛନ୍ତି ଏହା ଆନନ୍ଦ..

କପିଲଙ୍କ ଭିଡିଓ ଭାଇରାଲ ହେବା ତ ସାଧାରଣ କଥା । କାରଣ ସେ ଏବେ ଦେଶର ଜଣେ ଜଣାଶୁଣା କଳାକାର ତଥା କମେଡି କିଙ୍ଗ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ ।

Naveen Patnaik With Kapil Sharma
ନବୀନଙ୍କୁ ଭେଟିଲ କମେଡି କିଙ୍ଗ୍‌ କପିଲ ଶର୍ମା

କପିଲ ନିଜର ଅପ୍ କମିଂ ଫିଲ୍ମର ସୁଟିଂ ପାଇଁ ଭୁବନେଶ୍ୱରରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ନିର୍ଦ୍ଦେଶିକା ନନ୍ଦିତା ଦାସ ବି ଏହି ସମୟରେ ଉପସ୍ଥିତ ଥିଲେ ।

Camera Man Manas Swain
ମାନସ ହତ୍ୟା ମାମଲା: ସାମାନ୍ୟ ମେମୋରି କାର୍ଡ ପାଇଁ କ୍ୟାମେରାମ୍ୟାନଙ୍କୁ ହତ୍ୟା ! ନା ଆଉ କିଛି ରହିଛି ରହସ୍ୟ ?

ପୋଲିସ ମାସେ ହେଲା ଏହି ହତ୍ୟାକାଣ୍ଡର ଖିଅ ଖୋଜୁଥିବା ବେଳେ ମାନସ ପୂର୍ବରୁ କାମ କରୁଥିବା ୱେବ ଚ୍ୟାନେଲ ମାଲିକାଣୀଙ୍କ ସପୃକ୍ତି ନେଇ ସ୍ପଷ୍ଟ କରିଛି ।